Odisha Link
Bridging the Missing Links in Odisha
Browsing Tag

Sundargarh

ସୁନ୍ଦରଗଡ଼ ଗଲେ ସାଗରୀକା

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ଆଇପିଏସ୍‌ ସାଗରୀକା ନୂତନ ଭାବେ ସୁନ୍ଦରଗଡ଼ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ସେହପିରି ଏମ୍. ଅକ୍ଷୟ ହେଲେ ସିଏମ୍‌ଡି POH &WC । ସତ୍ୟଜିତ ମହାନ୍ତି ହେଲେ ଡିଜି FS & CG, HG। ଲଳିତ ଦାସ…

କରୋନା: ସୁନ୍ଦରଗଡ଼ରୁ ୩ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ସୂଚନା ଦେଇଛି। କରୋନା ମୁକ୍ତ ଜିଲ୍ଲା ଘୋଷଣାର ୨୪ ଘଣ୍ଟା ନପୁରୁଣୁ ପୁଣି ଥରେ କରୋନା ଯୁକ୍ତ ହେଲା ସୁନ୍ଦରଗଡ଼। ପୂର୍ବରୁ…

ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ର ବିଶ୍ରାରେ। ଜିଲ୍ଲାରେ ମୋଟ ୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତେ ସୁସ୍ଥ ହୋଇଛନ୍ତି। ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇଛି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୯୪ ଜଣ କରୋନା…

ସୁନ୍ଦରଗଡ଼: କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା…

ଭୁବନେଶ୍ବର: ସୁନ୍ଦରଗଗଡ଼ ଜିଲ୍ଲାର ବିଶ୍ରା ବ୍ଲକରେ ୨ଜଣ କରୋନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ…

ପ୍ରଥମ ଥର ପାଇଁ ସୁନ୍ଦରଗଡ଼ରେ ୨ କରୋନା…

ଭୁବନେଶ୍ବର: ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ରାତିରେ ଚିହ୍ନଟ ହୋଇଥିବା ୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ସୁନ୍ଦରଗଡ଼ର ବୋଲି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କପି କରି ଧରାପଡିଲେ ୯ ଛାତ୍ରଛାତ୍ରୀ

ସୁନ୍ଦରଗଡ: ମାଟ୍ରିକ ପରୀଷାରେ କପି କରି ଧରା ପଡିଲେ ୯ ଜଣ ଛାତ୍ରଛାତ୍ରୀ। ଆଜି ମାଟ୍ରିକର ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ କପି କରି ଧରାପଡିଛନ୍ତି ୯ ଜଣ ଛାତ୍ରଛାତ୍ରୀ। ୩ ଗୋଟି ପରୀଷା କେନ୍ଦ୍ରରେ କପି କରୁଥିବା ଛାତ୍ରଛାତ୍ରୀଙ୍କୁ ଧରିଛି ସ୍ବ୍କାର୍ଡ। ସୂଚନାଯୋଗ୍ୟ, ପୂର୍ବରୁ ମାଟ୍ରିକ ଓଡିଆ ଭାଷା…

ଚଳିତ ଶିକ୍ଷାବର୍ଷ ଠାରୁ ସୁନ୍ଦରଗଡ…

ସୁନ୍ଦରଗଡ଼: ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ୍ କଲେଜ ଓ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଚଳିତ ଶିକ୍ଷାବର୍ଷ ଠାରୁ ଡାକ୍ତରୀ ପାଠ୍ୟକ୍ରମ ପାଇଁ ନାମଲେଖା ମଧ୍ୟ ହେବ। ସୁନ୍ଦରଗଡ଼ ଦାୟିତ୍ବରେ ଥିବା ଉନ୍ନୟନ ଆୟୁକ୍ତ ସୁରେଶଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ‌ଏନ୍‌ଟିପିସି…

ଟାୟାର ଗୋଦାମରେ ଅଗ୍ନିକାଣ୍ଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅନ୍ତର୍ଗତ କୁନୁମୁରୁ ଗାଁର ଏକ ଟାୟାର ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଟାୟାର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ…

ଆଜି ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼: ଆଜି ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ। ଗତକାଲି ନିଲମ୍ବିତ ହୋଇଥିବା ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କଙ୍କ ସପକ୍ଷରେ ବାହାରିଛି ବିଜେପି। ଏହି ସମୟରେ ସହରରେ ଥିବା ସମସ୍ତ ଦୋକାନ ବଜାର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବ୍ୟାଙ୍କ୍‌କୁ ଏହି ବନ୍ଦରୁ…

ପିଲାଙ୍କୁ ପାଠ ପଢ଼ାଇଲେ ଆଇନ୍‌ ମନ୍ତ୍ରୀ

ସୁନ୍ଦରଗଡ଼: ସ୍କୁଲ ପିଲାଙ୍କୁ ପାଠପଢ଼ାଇଲେ ରାଜ୍ୟର ଆଇନ୍‌ ମନ୍ତ୍ରୀ। ପାଠ ପଢ଼ାଇବା ସହିତ ପିଲାଙ୍କ ସହ କିଛି ସମୟ କାଟିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ସୁନ୍ଦରଗଡ ଜିଲ୍ଳା ଗସ୍ତରେ ଅଛନ୍ତି ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା। ସେ ମଧ୍ୟ ଆଜି ସ୍କୁଲକୁ ଯାଇ…