Odisha Link
Bridging the Missing Links in Odisha
Browsing Tag

Tamilnadu

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ବାହାନଗାର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ…

ଆଜିଠୁ ଏହି ରାଜ୍ୟରେ ବନ୍ଦ ରହିବ…

ହାଇଦ୍ରାବାଦ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ତେଲେଙ୍ଗାନା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆଜିଠାରୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଅନଲାଇନ୍ କ୍ଲାସ ଜାରି ରହିବ ବୋଲି ସରକାରଙ୍କ…

ତାମିଲନାଡ଼ୁ: ବିଧାନସଭା ନିର୍ବାଚନ…

ଚେନ୍ନାଇ: ଆଗକୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ତାମିଲନାଡ଼ୁ ରାଜନୀତିରେ ବଡ଼ ଧରଣର ଓଲଟପାଲଟ ହୋଇଛି। ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହଯୋଗୀ ରହିଥିବା ତଥା ଆୟ ବର୍ହିଭୂତ ସଂପତ୍ତି ଠୂଳ ମାମଲାରେ ଜେଲରୁ ନିକଟରେ ମୁକୁଳିଥିବା ଶଶିକଳା…

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳ ବାଣ କାରଖାନାରେ ଏହି ଅଗ୍ନିକାଣ୍ଡ  ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦଶଟି ଦମକଳ ମୁତୟନ…

ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ…

ପୁରୀ: ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ। ୧ କ୍ୱିଣ୍ଟାଲ ଚନ୍ଦନ କାଠ ତାମିଲନାଡୁରୁ ଆସିବ। ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଏହି ଚନ୍ଦନ କାଠ ପ୍ରଦାନ କରିବ। ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ଚନ୍ଦନ କାଠ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି…

ଭୀଷଣ ବାତ୍ୟା ରୂପ ନେଇ ମାଡ଼ିଆସୁଛି…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ନିଭାର'। ଭୀଷଣ ବାତ୍ୟାର ରୂପ ନେଉଛି ‘ନିଭାର୍‌’। ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି…

ତାମିଲନାଡୁର ୭ଟି ଜିଲ୍ଲାରେ ବନ୍ଦ ହେଲା…

ଭୁବନେଶ୍ୱର: ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବ ‘ନିଭାର୍‌’। ତେବେ‘ନିଭାର୍‌’ ଭୀଷଣ ବାତ୍ୟାର ରୂପ ନେଉଛି। ଉପକୂଳ ଅତିକ୍ରମରେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ…

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୭ ମୃତ

ଚେନ୍ନାଇ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ତାମିଲନାଡୁର କୁଡ୍ଡାଲୋର ଜିଲାର କାଟ୍ଟାମନ୍ନାରକୋଲ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ବାଣ ବିସ୍ଫୋଣଣର ମାତ୍ରା ଏତେଥିଲା ଯେ  କଂକ୍ରିଟ କୋଠା ସଂପୂର୍ଣ୍ଣ  ଭୁଶୁଡି…

କରୋନା: ପରଲୋକରେ ଡିଏମ୍‌କେ ବିଧାୟକ

ଚେନ୍ନାଇ: ଭାରତରେ କରୋନ ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ଜଣେ ଡିଏମ୍‌କେ ବିଧାୟକଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଡିଏମକେ ବିଧାୟକ ଜେ ଅମ୍ବାଜାହାନଙ୍କ ଦେହାନ୍ତ ହୋଇଛି। ସେ କରୋନା ପଜିଟିଭ୍ ଥିଲେ ଏବଂ ଜୁନ୍ ୨ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ…

ଅମାନିଆଙ୍କୁ ମିଛ କରୋନା ରୋଗୀଙ୍କ ପାଖରେ…

ଚେନ୍ନାଇ: ଲକ୍‌ଡାଉନ୍‌ କଟକଣା ସତ୍ତ୍ବେ ବାହାରକୁ ବିନା କାରଣରେ ବାହାରୁଥିବା ଲୋକଙ୍କୁ ଦଣ୍ଡ ଦେବା ଲାଗି ଅଭିନବ ଉପାୟ ଅବଲମ୍ବନ କରି ଚର୍ଚ୍ଚାରେ ତାମିଲନାଡ଼ୁ ପୁଲିସ। ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ବାଇକରେ ଯାଉଥିବା ୩ ଜଣ ଯୁବକଙ୍କୁ ଅଟକାଇ ଏକ ଆମ୍ବୁଲାନ୍ସ ଭିତରେ ଛାଡ଼ୁଛନ୍ତି ପୁଲିସ କର୍ମଚାରୀ।…