Odisha Link
Bridging the Missing Links in Odisha
Browsing Tag

Twin City

କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ…

କଟକ: ମହାମାରୀ କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ ପୂଜା। ପ୍ରତିବର୍ଷ ପାର୍ବଣରରେ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳେ। ମଣ୍ଡପରେ ଆକର୍ଷଣୀୟ ତୋରଣ ସହ ମା’ଙ୍କ ଅଳଙ୍କାର, ଆଲୋକ ସାଜସଜ୍ଜା ଦେଖିବାକୁ ମିଳେ। ଚଳିତବର୍ଷ କରୋନା ମହାମାରୀ ପାଇଁ ପାର୍ବଣର ମହକ ଫିକା ପଡିଛି। ଆଜି…

ଟ୍ବିନ୍‌ ସିଟିରେ ଦାଦାବଟି ରୋକିବାକୁ…

ଭୁବନେଶ୍ବର: ପୁଣି ଦାଦାବଟିକୁ ନା’। ଦାବାବଟି ରୋକିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ପ୍ରେସ୍‌ମିଟ୍। ପ୍ରେସ୍‌ମିଟ୍‌ ଜରିଆରେ ଦାବାବଟି ରୋକିବାକୁ ହେଲ୍‌ପ ଲାଇନ ନମ୍ବର ଜାରି କରିଛନ୍ତି ପୋଲିସ ଡିଜିପି ଅଭୟ। ଜାରି ହେଲ୍‌ପ ଲାଇନ ନମ୍ବର ହେଉଛି ୯୯୩୮୯୧୦୦୦୦। ଏହି ହେଲ୍‌ପ ଲାଇନ ନମ୍ବର…

ଟ୍ବିନ୍ ସିଟିରେ ୩ଟା ଯାଏଁ ବର୍ଷା

ଭୁବନେଶ୍ୱର: ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ରାସ୍ତାଘାଟ ଭଲ ଦିଶିବନି। ତେଣୁ ଧୀରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଟ୍ରାଫିକ୍ ବି ଜାମ ହୋଇପାରେ। ତେଣୁ ଯଥା ସମ୍ଭବ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।…

ୟୁପିଏସସି ପରୀକ୍ଷା ପାଇଁ ଟ୍ବିନ୍‌…

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା। ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି। ୟୁପିଏସସି ପରୀକ୍ଷା ସେଣ୍ଟରକୁ ପରୀକ୍ଷାର୍ଥୀଙ୍କୁ ଯିବାକୁ କାଲି ଟ୍ବିନ୍‌ ସିଟିରେ ଗଡିବ ସ୍ବତନ୍ତ୍ର ମୋ ବସ୍। କାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ। ସକାଳ…

ଟ୍ୱିନ ସିଟିରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପ୍ରବଳ ବର୍ଷା ନେଇ ଟୁଇନ ସିଟିକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି। ଟ୍ଵିନ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଦିନ ୧୦ ଯାଏଁ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ। ଘଣ୍ଟାକୁ ୨ରୁ ୩ ସେମିରେ ବର୍ଷିବ। ଏନେଇ ଯଥାସମ୍ଭବ ଘରୁ ନବାହାରିବାକୁ ପରାମର୍ଶ…

ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ…

ଭୁବନେଶ୍ବର: ଅକ୍ଟୋବର ମାସରେ ସରକାରୀ ଅଫିସ୍‌ ଚାଲିବା ନେଇ ଗାଇଡଲାଇନ। ଟ୍ୱିନ୍ ସିଟିରେ ୫୦% କର୍ମଚାରୀରେ ଚାଲିବ ଅଫିସ୍। କେଉଁ କର୍ମଚାରୀ ଆସିବେ, କିଏ ଆସିବେ ନାହିଁ ତାହା ବିଭାଗୀୟ ମୁଖ୍ୟ ସ୍ଥିର କରିବେ। ଏଥିସହ ପ୍ରତ୍ୟେକ ଶନିବାର ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ ଛୁଟି ରହିବ। ଏ ନେଇ ସାଧାରଣ…

୨୪ ଘଣ୍ଟାରେ ରାଜଧାନୀରୁ ୨୮୩୩…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟାରେ ୨୮୩୩ କରୋନା ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଳଂଘନ ଅଭିଯୋଗରେ ୪୧ ଦୋକାନ ସିଲ୍‌ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟ୍ୱିଟ କରି ସୂଚନା ଦେଇଛନ୍ତି।…

ଟ୍ବିନ୍ ସିଟିରେ ସାବାଡ୍ ହେବେ କରୋନା…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଟ୍ବିନ୍ ସିଟିରେ କରୋନା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ନିଶ୍ଚୟ ଗଣେଶ ପୂଜା କରିବୁ : ଜଟଣୀ…

ଜଟଣୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ପୂଜା ମଣ୍ଡପରେ ଗଣେଶ ପୂଜା ପାଳନ ନକରିବାକୁ ବିରୋଧ କରିଛି ଜଟଣୀ ବ୍ୟବସାୟୀ ସଂଘ। ଗଣେଶ ପୂଜା ନିଶ୍ଚିତ କରିବୁ ବୋଲି ପ୍ରେସ୍‌ମିଟ୍‌ ଜରିଆରେ ଗଣମାଧ୍ୟମକୁ‌ ସୂଚନା ଦେଇଛି ଜଟଣୀ ବ୍ୟବସାୟୀ ସଂଘ। ଏନେଇ ଜଟଣୀ ବ୍ୟବସାୟୀ ସଂଘ ସଭାପତି ସୁଦର୍ଶନ ସୁନ୍ଦରରାୟ…

ଟ୍ବିନ୍‌ ସିଟି: ରାତିରେ ଦେଢ଼ଘଣ୍ଟା ଧରି…

ଭୁବନେଶ୍ୱର: ଗୁରୁବାର ଦିନ ବିଳମ୍ବିତ ରାତିରେ ଟୁଇନ୍‌ ସିଟି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଜାରି ରହିଥିଲା। ରାତି ପ୍ରାୟ ୩ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା। ଫଳରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା…