Odisha Link
Bridging the Missing Links in Odisha
Browsing Tag

Vaccine

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ…

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ମାତ ଦେବା ପାଇଁ ଟିକାକାଣ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆପୋଲୋ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଡୋଜ ପିଛା ୧୨୫୦ ଟଙ୍କା ଦେଇ ଲୋକମାନେ ଟିକା ନେଇପାରିବେ।…

ଟିକା ନେଲେ ମିଳିବ ୧୦ କୋଟି

ନୂଆଦିଲ୍ଳୀ: କରୋନା ଟିକା ନେଲେ ମିଳିବ ୧୦ କୋଟି। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅନେକ ସ୍ଥାନରେ ଲୋକମାନେ ଟିକା ନେବାକୁ ଅଗ୍ରାହ୍ୟ କରୁଥିବା ବେଳେ ଟିକାକରଣକୁ ଶତପ୍ରତିଶତ କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ କୌଶଳ ଆପଣେଇଛନ୍ତି ବିଭନ୍ନ ଦେଶ। ହଂକଂରେ…

ଗ୍ଲୋବାଲ ଟେଣ୍ଡରକୁ ଝଟକା, ପ୍ରି-ବିଡରେ…

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ କରୋନା ଟିକା ମିଳିବା ନେଇ ସନ୍ଦେହ। କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୂଚନା ମିଳିଛି। ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୂରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ…

ଜୁନ୍ ୨ରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ…

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ। ଟିକା ଅଭାବ କାରଣରୁ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି…

୨୦୨୧ ସୁଦ୍ଧା ସମସ୍ତେ କରୋନା ଟିକା ନେଇ…

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତେ କରୋନା ଟିକା ନେଇ ସାରିଥିବେ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡେକର। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ୍‌ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।…

ଘୁଞ୍ଚିଲା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର: ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡରକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଟିକା ଟେଣ୍ଡର ପ୍ରକିୟାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେବେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର୍ ଆରମ୍ଭ କରିଥିଲେ। ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା…

ବାତ୍ୟା ପାଇଁ ରାଜଧାନୀରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ବାତ୍ୟା ୟାସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ। ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ। ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି। ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ…

ଟିକା ନାହିଁ ତ ଦରମା ନାହିଁ

ପାଟନା: ଟିକା ନାହିଁ ତ ଦରମା ନାହିଁ। ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ। ଏଭଳି ଏକ ଅଜବ ନୋଟିସ ଜାରି କରିଛନ୍ତି ଜିଲ୍ଲା ଅଧିକାରୀ। ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ କୁହାଯାଇଛି,…

ଏଣିକି ହ୍ୱାଟ୍ସଆପ୍‌ରେ ଜାଣିପାରିବେ ନିଜ…

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାରି ମଧ୍ୟରେ କରୋନାକୁ ମାତ୍‌ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ଏଥିପାଇଁ ଲୋକମାନେ କିଭଳି ସହଜରେ ଭ୍ୟାକ୍ସିନ ପାଇପାରିବେ ଏଥିପାଇଁ ସରକାର ବିଭିନ୍ନ ଉପାୟ…

ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ସାରା ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ…