Odisha Link
Bridging the Missing Links in Odisha
Browsing Tag

Vaccine

ଦେଶରେ ଟିକାର ଅଭାବ ଦୂର ନେଇ ପ୍ରସ୍ତାବ…

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। ହୁହୁ ହୋଇ ସଂକ୍ରମଣ ହାର ଧ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏଥିସହ ଭ୍ୟାକ୍ସିନର ଅଭାବ ମଧ୍ୟ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ…

କର୍ଣ୍ଣାଟକ: ଟିକା ପାଇଁ ୧୦୦ କୋଟି ଦେବ…

ବେଙ୍ଗାଲୁରୁ: ରାଜ୍ୟରେ ବିଜେପି ସରକାର ଓ କେନ୍ଦ୍ର ସରକାର କର୍ଣ୍ଣାଟକ ଜନତାଙ୍କୁ ଟିକା ଦେବାରେ ବିଫଳ ହୋଇଥିବା ଦର୍ଶାଇ ଏ ଦିଗରେ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ। ଦଳ ସିଧାସଳଖ ଟିକା କିଣି ରାଜ୍ୟବାସୀଙ୍କୁ ପ୍ରଦାନ କରିବା ଲାଗି ସରକାରଙ୍କୁ ଅନୁମତି ମାଗିଛି। ଏଥିପାଇଁ ଦଳ ୧୦୦ କୋଟି ଟଙ୍କାର ପୁଞ୍ଜି…

ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ…

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ପ୍ରଥମ ଥର ପାଇଁ…

ବରିଷ୍ଠ ନାଗରିକଙ୍କୁ ଟିକାକରଣ କେନ୍ଦ୍ରକୁ…

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ସାରା ରାଜ୍ୟରେ ଚାଲିଛି ଟିକାକରଣ। ଏହାରି ମଧ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂତନ ବ୍ୟବସ୍ଥା ଆରମ୍ଭ କରିଛି ବିଏମସି। ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ପାଇଁ…

ସ୍ଫୁଟନିକ-ଭି ଟିକା ଦର ଘୋଷଣା

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ଏବେ  ସାରା ଦେଶରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ରୁଷୀୟ ଟିକା ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ। ସ୍ଫୁଟନିକ -ଭି ଡୋଜ…

‘କୋଭିସିଲ୍‌ଡ୍‌’ର ୨ ଡୋଜ୍‌ ମଧ୍ୟରେ…

ନୂଆଦିଲ୍ଲୀ: ‘କୋଭିସିଲ୍‌ଡ୍‌’ର ୨ୟ ଡୋଜ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ପାଇଁ ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି…

୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ ଟିକା,…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଚାଲିଛି । ଯଦି କରୋନାର ତୃତୀୟ ଲହର ଆସେ, ତେବେ ଶିଶୁମାନେ ବେଶି ଆକ୍ରାନ୍ତ କରିବାର ଆଶଙ୍କା ରହିଛ । ଏଭଳି ସ୍ଥିତିରେ ଟିକାକରଣ ନିମେନ୍ତ ଯୋଜନା କରାଯାଉଛି। ବର୍ତ୍ତମାନ ଦେଶରେ ୧୮ରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯାଉଛି। ତେବେ ୨ରୁ ୧୮ ବର୍ଷୀୟଙ୍କୁ ଖୁବ୍…

ଟିକା ଅଭାବ ସମୟରେ ଟିକା ଅପଚୟ ତାଲିକା…

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ୍‌ ଦେବା ପାଇଁ ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଉଛି। ଟିକାର ଅଭାବ କାରଣରୁ ଟିକାକରଣ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ ବିପୁଳ ପରିମାଣରେ ଟିକା ନଷ୍ଟ ହେଉଛି। ଟିକା ଅପଚୟ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷରେ ରହିଛି…

ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବକୁ…

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍…

ଦୁଇ ଡୋଜ୍‌ ଟିକା ନେବା ପରେ ବି ଚାଲିଗଲା…

ନୂଆଦିଲ୍ଲୀ: କୋଭିଡ୍‌ରୁ ମୁକ୍ତି ପାଇଁ ଟିକା ଏବେ ସବୁଠୁ ବଡ଼ ସାହାରା ପାଲଟିଥିବା ବେଳେ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି। ଦୁଇ ଡୋଜ୍‌ ସମ୍ପୂର୍ଣ୍ଣ ଟିକା ନେବା ପରେ ବି ଏହା ଜୀବନ ରକ୍ଷାକାରୀ ହୋଇ ପାରିନାହିଁ। ଟିକା ନେଇ ସାରିଥିବା ଜଣେ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀର ସରୋଜ…