Odisha Link
Bridging the Missing Links in Odisha
Browsing Tag

Yaas

ଭୁବନେଶ୍ବରରେ ପିଏମ୍‌ ମୋଦୀ, ବାତ୍ୟା…

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିଥିଲେ। ସେଠାରେ…

ବାତ୍ୟାରେ ଚାଲିଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ବଡ଼ ବିପତ୍ତିରୁ ରକ୍ଷା ପାଇଲା ଓଡ଼ିଶା। ସାମୁଦ୍ରିକ ବାତ୍ୟା ‘ୟାସ୍‌’ ପ୍ରଭାବରେ ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନ୍ୟପଟେ ବାତ୍ୟା ‘ୟାସ’ ଯୋଗୁ ୨ଜଣଙ୍କର ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନା ମିଳିଥିବାବେଳେ ଏବେ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର କରାଯାଉଛି ବୋଲି ରାଜ୍ୟ…

ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ବାଭାବିକ…

ଭୁବନେଶ୍ବର: ସରିଲା ବାତ୍ୟା 'ୟାସ୍'ର ପ୍ରକୋପ। ଧୀରେ ଧୀରେ ସ୍ଥିତି ସୁଧାରିବାରେ ଲାଗିଛି। ବାତ୍ୟା ୟାସ୍‌ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ବିମାନ ସେବା ବନ୍ଦ ଥିବାବେଳେ ଆଜି ସନ୍ଧ୍ୟା ୭ଟାରୁ ପୁଣି ସ୍ବାଭାବିକ ହେୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରକୁ ସମସ୍ତ ବିମାନ ସେବାକୁ ବାତିଲ କରିଥିବା…

୭ ଦିନ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ୧୨୮…

ଭୁବନେଶ୍ବର: ବଡ଼ ବିପତ୍ତିରୁ ବଞ୍ଚିଲା ଓଡ଼ିଶା। ବାତ୍ୟା 'ୟାସ୍' ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ୟାସ୍‌ ଯୋଗୁଁ ୧୨୮ଟି ଗାଁ ଜଳବନ୍ଦୀ ରହିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା…

ପାରାଦୀପରୁ ୩୬୦ କିମି ଦୂରରେ ବାତ୍ୟା…

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା 'ୟାସ୍'। ଆଜି ଅପରାହ୍ନରେ ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା 'ୟାସ୍‌' ପାରାଦୀପରୁ ୩୬୦ କିଲୋମିଟର…

ବାତ୍ୟା ମୁକାବିଲା ପାଇଁ ସଚିବଙ୍କୁ…

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ୟାସ୍। ଉପକୂଳ ମୁହାଁ ହେଉଛି ବାତ୍ୟା ୟାସ୍। ଏଥିପାଇଁ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବ ମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। ବାତ୍ୟା ପୂର୍ବରର ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ବ ବଣ୍ଟନ…

ମାଡ଼ି ଆସୁଛି ବାତ୍ୟା: ୨ ଦିନ ପାଇଁ ୧୦…

ଭୁବନେଶ୍ବର: ମହାମାରୀ କରୋନା ସମୟରେ ସ୍ଥଳଭାଗ ମୁହାଁ ବାତ୍ୟା ୟାସ୍। ବାତ୍ୟା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ତେବେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ସମୟରେ ପରିବର୍ତ୍ତନ କରିଛନ୍ତି ସରକାର । ଏନେଇ ଏସଆରସି…

ବାତ୍ୟାର ରୂପ ନେଲା…

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟାସ୍। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଲା ୟାସ୍ । ଘଣ୍ଟା ପ୍ରତି ୪ କିମି ବେଗରେ ଉପକୂଳ ଆଡକୁ ହେଉଛି ଅଗ୍ରସର। ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ…

ସ୍ଥଳଭାଗ ମୁହାଁ ‘ୟାସ୍’:…

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟାସ୍। ବଙ୍ଗୋପସାଗରରୁ ଦ୍ରୁତ ଗତିରେ ଉପକୂଳ ମୁହାଁ ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ୟାସ୍’ ୨୬ ତାରିଖ ସନ୍ଧ୍ୟା ପରେ ପାରାଦୀପ ଠାରୁ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ଯେ କୌଣସି ସ୍ଥାନରେ ସ୍ଥଳଭାଗକୁ ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ…

ମାଡ଼ି ଆସୁଛି ବାତ୍ୟା: ଲ୍ୟାଣ୍ଡଫଲ ସମୟରେ…

ଭୁବନେଶ୍ବର: ଉପକୂଳ ମୁହାଁ ବାତ୍ୟା ୟଶ୍। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ବାତ୍ୟା ୟଶ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ୨୬ ତାରିଖ ସଂଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।…