Odisha Link
Bridging the Missing Links in Odisha
Browsing Tag

Yass

ଆର୍ଥିକ ସହାୟତା ନମାଗି ଟ୍ୱିଟରରେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି…

ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି। ବାତ୍ୟା ୟସ୍‌ ପ୍ରଭାବରେ ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ। ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ…

୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ…

ଭୁବନେଶ୍ୱର: ବାତ୍ୟା ‘ୟାସ’ର ପ୍ରଭାବରେ ଉତ୍ତର ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇଛି। ବର୍ଷା ପବନରେ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରାଣୀ ସମ୍ପଦର ମଧ୍ୟ କ୍ଷତି ଘଟିଛି। ଏନେଇ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉଚ୍ଚସ୍ତରୀୟ ସମୀକ୍ଷା କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି…

ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ଏରିଏଲ…

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରପଡାରେ ସେ ସ୍ଥିତି ଅନୁଧ୍ୟାନ କରିବେ। ୧୨.୩୦ରେ ସମୟରେ ମୁଖ୍ୟମନ୍ତ୍ରୀ ଏହି…

ବାତ୍ୟା ୟାସରେ ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର: ବାତ୍ୟା ୟାସରେ ମୃତ୍ୟୁ ହୋଇଥିବା ଲୋକଙ୍କର ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ…

ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା…

ଭୁବନେଶ୍ବର: ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ। ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଉପକୂଳ ଅତିକ୍ରମ କଲା ବାତ୍ୟା ୟାସ୍। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଲେ। ବାତ୍ୟା ୟାସ ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୩୦ରୁ ୧୫୦କିମି ଥିଲା। ଆଗାମୀ ୩…

ପଛୁଆ ପବନ ଅତି ଭୟଙ୍କର, ଖରାହେଲେ ବି ଘରୁ…

ଭୁବନେଣ୍ବର: ପଛୁଆ ପବନ ନେଇ ସତର୍କ କରାଇଛନ୍ତି ଏସଆରସି। ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନ ହେବା ପରେ ପବନ ସାମାନ୍ୟ କମିପାରେ। ଯେତେବେଳେ ବାତ୍ୟାର କେନ୍ଦ୍ର ତଥା ମଝି ଭାଗ ଅତିକ୍ରମ କରୁଥିବ, ସେତେବେଳେ ଖରା ମଧ୍ୟ ହୋଇପାରେ। କିନ୍ତୁ ବାତ୍ୟା ଚାଲିଗଲା…

ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ

ଆନନ୍ଦପୁର: ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି। ଏହାର ପ୍ରଭାବରେ ପବନର ବେଗ ବଢ଼ିବା ସହ ପ୍ରବଳ ବର୍ଷା ହେଉଛି। ଏହାରି ମଧ୍ୟରେ ବାତ୍ୟା ୟାସରେ ପ୍ରଥମ ମୃତ୍ୟୁ ଘଠିଛି। ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା…

ବାତ୍ୟା ୟାସ୍ ବିତ୍ପାତ: ଗଛ ଭାଙ୍ଗି…

ନୀଳଗିରି: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାର ପ୍ରଭାବରେ ପବନର ବେଗ ବଢ଼ିବାରେ ଲାଗିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। କୋଉଠି ରାସ୍ତା ଅବରୋଧ ହୋଇପଡ଼ିଛି ତ ଆଉ କେଉଠି ଘର ଉପରେ ଗଛ ଭାଙ୍ଗି ପଡ଼ିଛି। ନୀଳଗିରି ଉପଖଣ୍ଡ…

ସଂଧ୍ୟା ଯାଏ ପବନ ବିପଦ ରହିବ: ଆଇଏମଡ଼ି…

ଭୁବନେଶ୍ୱର: ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। କହିଲେ, ସକାଳ ୯ ବେଳେ ଆରମ୍ଭ ହୋଇ ସାରିଛି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ଏହି ପ୍ରକ୍ରିୟା ଆଗାମୀ ୩ ଘଣ୍ଠା ପର୍ଯ୍ୟନ୍ତ ଧରି ଚାଲିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଆଗାମୀ ୩ ଘଣ୍ଟା…