Odisha Link
Bridging the Missing Links in Odisha
Daily Archives

September 7, 2019

ଓଡ଼ିଶା ଯୁବ ସମ୍ମାନ ୨୦୧୯: ମନୋନୟନ…

To read this news in English click here ଭୁବନେଶ୍ବର: ଓଡ଼ିଶାର ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆସନ୍ତା ୨୨ ସେପ୍ଟେମ୍ବର ୨୦୧୯, ରବିବାର ଦିନ ଭୁବନେଶ୍ବରରେ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ (OYA) ସମାରୋହ। ଅନୁଷ୍ଠାନ ଏଥିପାଇଁ…

ଦାୟିତ୍ବ ନେଲେ ମାନସ ମଙ୍ଗରାଜ, ମିଳିଲା…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଇଛନ୍ତି ମାନସ ମଙ୍ଗରାଜ। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ସପ୍ତାହରେ ସେ କାର୍ଯ୍ୟରେ ଯୋଗଦେବେ। ସେ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।…

ଜଳିଗଲା କେମିକାଲ୍ ବୋଝେଇ ଟ୍ରକ୍

କେନ୍ଦୁଝର : କେନ୍ଦୁଝରରେ କେମିକାଲ୍ ବୋଝେଇ ଟ୍ରକ୍ ରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ଗାଡି ନିୟୋଜିତ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ମିଳିଥିବା ସୂଚନା ଅନୁସାର, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି ଅଘଟଣ ।…

ମୋଟର ଯାନ ନିୟମରେ ସହାୟତା ପାଇଁ ଟୋଲ…

ଭୁବନେଶ୍ବର: ଲୋକଙ୍କୁ ହରଡ଼ ଗଣାରେ ପକାଇଥିବା ମୋଟର ଯାନ ନିୟମକୁ କୋହଳ କରିବାକୁ ଯାଇ ସରକାର ଜାରି କଲେ ଟୋଲ୍‌ ଫ୍ରି ନମ୍ବର । ଏହି କିଛି ଦିନ ପୂର୍ବରୁ ମୋଟର ଯାନ ନିୟମକୁ କଡ଼ାକଡ଼ି କରାଯାଇଥିଲା। ଦେଶବ୍ୟାପୀ ଘଟୁଥିବା ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ଏପରି ପଦକ୍ଷେପ ନେଇଥିଲେ ସରକାର। ସମଗ୍ର…

ଓଡ଼ିଶା ପୋଲିସର ୩୫୩ଜଣଙ୍କ ପଦୋନ୍ନତି

ଭୁବନେଶ୍ବର: ଓଡ଼ିଶା ପୋଲିସର ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କ ପଦୋନ୍ନତି ଘଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା। ରାଜ୍ୟ ଆରକ୍ଷୀ ମହାର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ପୋଲିସରେ କାର୍ଯ୍ୟରତ ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କୁ…

ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ…

କଟକ: ହୃଦଘାତରେ ଖେଳାଳିଙ୍କ ମୃତ୍ୟୁ। ଫୁଟବଲ ଖେଳ ଜାରି ରହିଥିବା ବେଳେ ହୃଦଘାତରେ ଖେଳାଳି ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଖେଳାଳି ଅଜୟ ନାଏକ ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଫୁଟବଲ ମ୍ୟାଚଟି ଆଜି ବାରବାଟୀ ଷ୍ଟାଡ଼ି୍ଅମରେ ଚାଲିଥିବା ବେଳେ ମ୍ୟାଚରେ ଏସବିଆଇ ଓ ସାଇ ଦୁଇ ଦଳ…

ପୁଣି ଅଟୋକୁ ୨୭ ହଜାର ଫାଇନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ଅଟୋ ଉପରେ ପୁଲିସ୍ ଆଜି ୨୭ ହଜାର ଟଙ୍କା ଜୋରିମାନା କରାଯାଇଛି। ଅନଧିକୃତ ଗାଡ଼ି ଚଳାଇବା ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା କରାଯାଇଛି। ସେହିପରି ଡ୍ରାଇଭିଂ ଲାଇସେନ୍ସ ନଥିବା ନେଇ ୫ ହଜାର ଟଙ୍କା ଜରିମାନା କରାଯାଇଥିବା ବେଳେ ଗାଡ଼ିର ରେଜିଷ୍ଟ୍ରେସନ ନଥିବା ଯୋଗୁଁ ୫ ହଜାର…

ଇନସୁରାନ୍ସ ଓ ପଲ୍ୟୁସନ ଦେଖୁନୁ: ସିପି

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ…

କଟକରେ ପହଞ୍ଚିଲେ ଜଗା-କାଳିଆ

କଟକ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶା ମାଟିରେ ପାଦ ଦେଇଛନ୍ତି ଜଗା-କାଳିଆ। ପ୍ରାୟ ୨ ବର୍ଷ ପରେ ଦିଲ୍ଲୀରୁ ଓଡ଼ିଶା ଫେରିଛନ୍ତି ଜଗା-କାଳିଆ। ଶୁକ୍ରବାର ସନ୍ଧ୍ୟାରୁ ରାଜଧାନୀ ଏକ୍ସପ୍ରେସରେ ବସିଥିବା ଜଗା-ବଳିଆ ଆଜି କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ଯାହାକୁ ନେଇ ସାଧାରଣରେ ଉତ୍ସାହ ଦେଖାଦେଇଛି।…

ଜୋରିମାନା ଆଦାୟକୁ ନେଇ ତାତିଲେ ଲୋକ,…

ଭୁବନେଶ୍ବର: ଜୋରିମାନା ଆଦାୟକୁ ନେଇ ଭୁବନେଶ୍ବର ରାଜମହଲ ଛକଠାରେ ପୁଲିସ୍‌ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଶେଷରେ ହୋଇଛି। ଟ୍ରାଫିକ ନିୟମ ଉଲଙ୍ଘନର ଅତ୍ୟଧିକ ଜରିମାନାକୁ ବିରୋଧ କରିଛନ୍ତି ସାଧାରଣ ଜନତା। ଏପରିକି ସରକାରୀ ଓ ବେସରକାରୀ ଗାଡି ମଧ୍ୟରେ ପାତର ଅନ୍ତର…