Odisha Link
Bridging the Missing Links in Odisha
Daily Archives

September 13, 2019

ଜାଗ୍ରତ ଖଣ୍ଡପଡ଼ା ଦିବସ ପାଳିତ, ଅରୁଣ…

ଖଣ୍ଡପଡ଼ା: ଲୋକପ୍ରିୟ ଜନନେତା ଦିବଂଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ତଥା ଜାଗ୍ରତ ଖଣ୍ଡପଡ଼ା ଦିବସ ସ୍ଥନୀୟ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।…

ଦିଲ୍ଲୀରେ ଦାଉଦାଉ ୫ ଓଡ଼ିଆ

ଭୁବନେଶ୍ବର: କଥାରେ ଅଛି ଓଡ଼ିଆ ଭାରି ବଢ଼ିଆ। ବୋଧ ହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନକୁ ଏକଥା ବେଶ ପାଇଛି। ଆପଣ ଭାବୁଥିବେ ଆମେ ଏପରି କାହିଁକି କହୁଛୁ। କାରଣ ବର୍ତ୍ତମାନ ସମୟରେ ଦିଲ୍ଲୀ ଦରବାରରେ ଓଡ଼ିଅଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଛି। ସେ ରାଜନୈତିକ ସ୍ତରରେ ହେଉ ବା ପ୍ରଶାସନିକ ସ୍ତରରେ…

ଜମ୍ମୁ-କଶ୍ମୀରରୁ ଉଠିଲା କଟକଣା,…

ଶ୍ରୀନଗର: ଧାରା ୩୭୦ ଧାରା ଉଚ୍ଛେଦର ୩୯ ଦିନ ପରେ ଜମ୍ମୁ-କଶ୍ମୀରରୁ ଉଠିଲା କଟକଣା। ସମସ୍ତ ଅଞ୍ଚଳରୁ କଟକଣା ହଟାଯାଇଛି। ମୁଖ୍ୟତଃ ଲୋକଙ୍କ ଚଳ ପ୍ରଚଳ ଉପରୁ କଟକଣା ହଟିଥିବାବେଳେ ଲ୍ୟାଣ୍ଡଲାଇନ୍‌ ସେବା ମଧ୍ୟ ସ୍ୱାଭାବିକ ହୋଇଛି। ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଐତିହାସିକ…

ଜାଭିୟର ଇନ୍‌ଷ୍ଟିଚ୍ୟୁଟରେ ବାର୍ଷିକ…

ଭୁବନେଶ୍ବର: ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ବାର୍ଷିକ ବାଣିଜ୍ୟ ସମ୍ମିଳନୀ ବି.ଇ.ଏସ୍.ର ଦ୍ବିତୀୟ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ଓଡ଼ିଶା ସରାକର ମୁଖ୍ୟ ଶାସନ ସଚିବ ଆସୀତ୍‌ କୁମାର ତ୍ରିପାଠୀ, ଟାଟା ଷ୍ଟିଲର ଇସ୍ପାତ ବ୍ୟବସାୟ ପୂର୍ଣ୍ଣ ଗୁଣବତ୍ତା ପରିଚାଳନା…

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି…

ଭୁବନେଶ୍ବର : ଛୋଟ ପରଦାରେ ଲୋକପ୍ରିୟ ହେଉଛନ୍ତି ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ସେ ଖଳନାୟିକା ଚରିତ୍ର ଅଭିନୟ କରି ଦର୍ଶକ ମାନଙ୍କ ମନକୁ କିଣିନେଇଛନ୍ତି । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସିଥିଲେ ଓ ଅଧିକରୁ ଅଧିକ ଲୋକପ୍ରିୟତା ବଢ଼ିଥିଲା , ଏବେ ତାଙ୍କୁ ନେଇ ଏକ ବଡ଼ ଖବର ଶୁଣିବାକୁ ମିଳୁଛି। ତାଙ୍କର…

ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତି ବୈଠକ…

ଭୁବନେଶ୍ବର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ଖୁବ୍‌ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା ପରିପ୍ରେକ୍ଷୀରେ ବୈଠକରେ ବ୍ୟାପକ ଅଲୋଚନା ହୋଇଥିଲା। ଓଡ଼ିଆ ଭାଷା,ସାହିତ୍ୟ ଓ…

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ…

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ଏବିଭିପି। ଏବିଭିପିକୁ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ବଡ଼ ସଫଳତା ମିଳିଛି। ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରମୁଖଟି ପଦବୀ ମଧ୍ୟରୁ ୩ଟି ହାତେଇ ନେଇଛି। ଫଳାଫଳ ଅନୁଯାୟୀ, ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ…

ଦୁର୍ନୀତିଗ୍ରସ୍ତଙ୍କୁ ୫-ଟି ଟ୍ରିଟମେଣ୍ଟ:…

ଭୁବନେଶ୍ବର: ମାସକରେ ବିଦା ହେଲେ ୧୬ ଜଣ ଅଧିକାରୀ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣେଇଥିବା ‘ଜିରୋ ଟୋଲେରାନ୍ସ ’ନୀତିରେ ପୁଣି ଆଜି ୧୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ।…

ବଜାରକୁ ଆସିଲା ‘କୋରାପୁଟ କଫି’, ମିଳିବ…

କୋରାପୁଟ: ଏଣିକି ବଜାରରେ ନିଜର ଚମକ ଦେଖାଇବ ଓଡ଼ିଶାର କଫି। କାରଣ ବହୁ ବର୍ଷର ସ୍ବପ୍ନ ପୂରଣ ହୋଇଛି। କୋରାପୁଟ କଫି ନାମରେ ସ୍ବତନ୍ତ୍ର ବ୍ରାଣ୍ଡର କଫି ବଜାରକୁ ଆସିଛି। ଫଳରେ କଫିକୁ ନେଇ କୋରାପୁଟ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ବୀକୃତି ଲାଭ କରିଛି। ଏହା କୋରାପୁଟ‌ରେ କଫି ଚାଷକୁ ପ୍ରୋତ୍ସାହନ…

ସ୍ବର୍ଯ୍ୟମନ୍ଦିର ୧୦୦% ସୁରକ୍ଷିତ

କୋଣାର୍କ : ସୂର୍ଯ୍ୟ ମନ୍ଦିର ସ୍ଥିତି ଅନୁଧ୍ୟାନ ପରେ ଆମିକସ୍‌ କ୍ୟୁରି ସୂଚନା ଦେଇଛନ୍ତି। ସୂର୍ଯ୍ୟ ମନ୍ଦିର ୧୦୦ ପ୍ରତିଶତ ସୁରକ୍ଷିତ ରହିଛି। କେମିକାଲ ଟ୍ରିଟ୍‌ମେଣ୍ଟ ପରେ ଫେବୃଆରୀ ସୁଦ୍ଧା ଲୁହା ପାଇପ୍‌ ଖୋଲାଯିବ ବୋଲି କ୍ୟୁରି କରିହଛନ୍ତି।