Odisha Link
Bridging the Missing Links in Odisha
Daily Archives

September 16, 2019

ଜାଭିୟରରେ ବାର୍ଷିକ ବାଣିଜ୍ୟ ଉତ୍କର୍ଷ…

ଭୁବନେଶ୍ବର: ଜାଭିୟର ଇନଷ୍ଟିଚ୍ୟଟ୍ ଅଫ ମ୍ୟାନେଜମେଣ୍ଟରେ ଚାଲିଥିବା ବାର୍ଷିକ ବାଣିଜ୍ୟ ଉତ୍କର୍ଷ ସମ୍ମିଳନୀ ବି.ଇ.ଏସ. ର ଦ୍ୱିତୀୟ ଅବସର ଶେଷବକ୍ତା ଭାବେ ଏଲ.ଏଣ୍ଡି.ଟି ର ତଥ୍ୟ ବିଶ୍ଳେଷଣ ମୁଖ୍ୟ ଅଶେଶ କୁମାର ଉପସ୍ଥିତ ଥିଲେ। "ବିଶ୍ଳେଷଣାତ୍ମକ ଉଦ୍ଦେଶ୍ୟ ସାଧନ" ଶୀର୍ଷକ ଆଲଚନାଚକ୍ର ଉପରେ କହିବାକୁ ଯାଇ…

ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି…

ଭୁବନେଶ୍ବର: ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟସରକାର ‘ବିଜୁ ପକ୍କା ଘର’ ଲୋଗୋ ଓ ‘ପକ୍କା ଘର’ ନାଁ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ମୋଦୀ ସରକାର ଦେଶରେ ବିଭିନ୍ନ ପ୍ରକାରର…

ନିଲମ୍ବିତ ହେଲେ ବୈପାରୀଗୁଡ଼ା ସିଡିପିଓ

ଜୟପୁର: ନିଲମ୍ବିତ ହେଲେ ସରକାରୀ ଅଫିସର। ଦୁର୍ନୀତି ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରୀମତି ମହାପାତ୍ରଙ୍କ…

ଯବାନଙ୍କ ମୃତ ଦେହ ପହଞ୍ଚିଲା ଗାଁରେ

ନୟାଗଡ଼: ନନ୍ଦିଘୋର ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଗତକାଲି ମାଲକାନଗିରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଯବାନଙ୍କ ମୃତ ଦେହ ଆଜି ନିଜ ଗାଁ’ରେ ପହଞ୍ଚିଛି। ଓଏସ୍‍ଏପି ଯବାନ ରାହୁଲ ବେହେରାଙ୍କ ମୃତ ଦେହ ଆଜି ନିଜ ଗାଁ’ ନୟାଗଡ଼ ନନ୍ଦିଘୋରରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ…

ଆରଟିଓ ଅଫିସ୍: ଦଲାଲ ରାଜ ବିଷୟରେ…

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଆରଟିଓ ଅଫିସରେ ଜମୁଛି ଭିଡ଼। ଏହାର ଫାଇଦା ଉଠାଉଛନ୍ତି ଆରଟିଓ ଅଫିସରେ ଥବା ଦଲାଲ ମାନେ। ଏସବୁ ଖବର ସାମ୍ନାକୁ ଆସିବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଏନେଇ ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା…

ଆସାମ ରେଜିମେଣ୍ଟର ଗୀତରେ ନାଚିଲେ ଭାରତୀୟ…

ନୂଆଦିଲ୍ଲୀ: ଭାରତୀୟ ଏବଂ ଆମେରିକୀୟ ଯବାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ। ଏହି ଭିଡିଓରେ ଦୁଇ ଦେଶର ଯବାନମାନେ ଆସାମ ରେଜିମେଣ୍ଟର ମାର୍ଚ୍ଚିଂ ଗୀତ ‘ବଦଲୁରାମ୍‌’ ଗାଇ ନାଚୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଆମେରିକା ୱାଶିଂଟନ୍‌ରେ ମିଳିତ ଅଭ୍ୟାସ କରୁଛନ୍ତି ଭାରତୀୟ ଏବଂ…

କଫି ଫେସ୍‌ପ୍ୟାକ୍ : ତ୍ବଚା ପାଇଁ ଖୁବ୍…

ଭୁବନେଶ୍ବର :ସାଧାରଣତଃ ସମସ୍ତେ ଏକ ସୁନ୍ଦର ଓ ଆକର୍ଷଣୀୟ ଚେହେରା ପାଇବାକୁ ଇଚ୍ଛା କରିଥାନ୍ତି । ସେଥିପାଇଁ ତ୍ବଚାର ସମସ୍ୟାକୁ ଏଡ଼ାଇ ତାକୁ ସୁନ୍ଦର କରିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ମହଙ୍ଗା ସମାଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ଅନେକ ଥର ଏସବୁର ବ୍ୟବହାର ତ୍ୱଚା ପାଇଁ…

ଉତ୍କଳ ବିଶ୍ବବିଦ୍ୟାଳୟ: ତାତିଲେ…

ଭୁବନେଶ୍ବର: ଆଜି ସକାଳ ୧୦ଟାରେ ଅଶାନ୍ତ ହୋଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍। ୧୦ ଦଫା ଦାବି ନେଇ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। କାର୍ଯ୍ୟାଳୟ ଆଗରେ ଦାବି ଜଣାଇଥିଲେ ଛାତ୍ରଛାତ୍ରୀ। ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଏହି ଆନ୍ଦୋଳନରେ ସାମିଲ…

କେଉଁ ବିଧାୟକଙ୍କୁ କ୍ବାର୍ଟର ଛାଡ଼ିବାକୁ…

ଭୁବନେଶ୍ୱର: ନିର୍ବାଚନ ସରିବାର ଦୀର୍ଘ ମାସ ପରେ ବି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାର୍ଟରକୁ ଛାଡ଼ୁନାହାନ୍ତି । ତେବେ ଏନେଇ ଚରମବାଣୀ ଣୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ଶ୍ରୀ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଶ୍ରୀ ପାତ୍ର ପୂର୍ବତନ…

ବିଧାନସଭା ହେବ ଓ୍ବାଇଫାଇ ଜୋନ୍

ଭୁବନେଶ୍ବର: ବଦଳିବାକୁ ଯାଉଛି ଓଡ଼ିଶା ବିଧାନସଭାର ନକ୍ସା। କାରଣ ବିଧାନସଭାରେ ଆରମ୍ଭ ହେବ ମାଗଣା ଓ୍ବାଇଫାଇ ସେବା। ବିଧାଦସଭା ପରିସରକୁ ଓ୍ବାଇଫାଇ ଜୋନ୍‌ କରାଯିବ ବୋଲି ନିଆଯାଇଛି ନିଷ୍ପତ୍ତି। ଏଥିପାଇଁ ଆଜି ରାଜ୍ୟ ସରକାର ବିଭିନ୍ନ ବିଭାଗର ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ…