Odisha Link
Bridging the Missing Links in Odisha
Daily Archives

September 18, 2019

ୟୁପିର ବାୟୋଫୁଏଲ କମ୍ପେ୍ଲକ୍ସ ୨୦୨୨…

ଗୋରଖପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଦିଗରେ ୧ ହଜାର କୋଟିରୁ ଉର୍ଦ୍ଧ୍ଵ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଗୋରଖପୁରର ବାୟୋଫୁଏଲ କମ୍ପେ୍ଲକ୍ସ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।…

ଦ୍ବିତୀୟ ଟି-୨୦ରେ ଟିମ୍‌ ଇଣ୍ଡିଆ ବିଜୟୀ

ମୋହାଲି: ଦ୍ବିତୀୟ ଟି-୨୦ରେ ବିରାଟ ବାହିନୀର ସହଜ ବିଜୟ। ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ (ଅପରାଜିତ ୭୨ ରନ୍‌, ୫୨ ବଲ, ୪ ଚୌକା, ୩ ଛକା) ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଶୃଙ୍ଖଳାର ୨ୟ ମୁକାବିଲାକୁ ବୁଧବାର ଭାରତ ଜିତିଛି। ଭାରତ ୧୯ ଓଭରରେ ୩ଟି ଓ୍ଵିକେଟ ହରାଇ…

ସାହିତ୍ୟ ବହିରେ ଭୁଲ ତଥ୍ୟ ପଢୁଛନ୍ତି…

ଭୁବନେଶ୍ୱର: ସରକାର ଶିକ୍ଷାର ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉ ନଥିବା ମନେ ହୁଏ। କାରଣ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳୁଥିବା ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ରହିଛି। ହେଲେ ଏଥିପ୍ରତି କାହାର ନଜର ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ…

ଭୁବନେଶ୍ବର: ବହୁ ଦିନର କଳ୍ପନା ଜଳ୍ପନା ପରେ ଆଜି ବିଜେଡି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ନାମ ଘୋଷଣା କରିଛି। ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇଥିବା ବିଜେପି ନେତାଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସୁବାସ ଚୌହାନଙ୍କୁ…

କଂଗ୍ରେସ ଉପରେ ବର୍ଷିଲେ ମାୟାବତୀ, କହିଲେ…

ଲକ୍ଷ୍ନୌ: ଦେଶରେ ବଢ଼ୁଥିବା ସାମ୍ପ୍ରଦାୟିକ ଶକ୍ତି ପାଇଁ କଂଗ୍ରେସ ଦାୟୀ। ଏହି ସାମ୍ପ୍ରଦାୟିକ ଶକ୍ତିକୁ ଦୁର୍ବଳ କରିବା ପରିବର୍ତ୍ତେ ତା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଶକ୍ତିଙ୍କୁ ଦୁର୍ବଳ କରୁଛି। ପରିଣାମ ସ୍ୱରୂପ ସାମ୍ପ୍ରଦାୟିକ ଶକ୍ତି ଆହୁରି ଶକ୍ତିଶାଳୀ ହେଉଛି ବୋଲି ମାୟାବତୀ କହିଛନ୍ତି।…

ଏପରି କାମ କରି ଟ୍ରୋଲ୍‌ର ଶିକାର ହେଲେ…

ମୁମ୍ବାଇ:ବଲିଉଡ୍‌ ର ଯୋଗ ଗୁରୁ ଭାବେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ପରିଚିତ । ସେ ଯୋଗ ଦ୍ବାରା ନିଜ ଶରୀରକୁ ସୁସ୍ଥ ଶବଳ ରଖିଥାନ୍ତି ଏହାକୁ ନେଇ ସେ ମଧ୍ୟ ବହୁତ ଚର୍ଚ୍ଚା ରହିଛନ୍ତି । କିନ୍ତୁ ଏବେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେଆର୍‌ କରିଥିଲେ ।ଯାହା ଦ୍ବାରା ସେ ଟ୍ରୋଲ୍‌ର ଶିକାର…

ଜାଣନ୍ତୁ କେଉଁ ଗୀତଟି ମନ କିଣିନେଇଥିଲା…

ଭୁବନେଶ୍ୱର :ବଲିଉଡ୍‌ର ଅନେକ ଗାୟକ ଓଡ଼ିଆରେ ଗୀତ ଗାଇଛନ୍ତି ।ସେମାଙ୍କ ମଧ୍ୟରୁ ହେଉଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ୍‌ ନାରାୟଣ ।ସେ ଓଡ଼ିଆ ଅନେକ ଗୁଡିଏ ଗୀତ ଗାଇଛନ୍ତି । 'ଓଲେ ଓଲେ ଦିଲ୍‌ ବୋଲେ','ପଲକେ ନୂଆ ସପନ', 'ମତେ ପ୍ରେମ ହେଇଗଲା', ଓ 'ଛାତିରେ ଲେଖିଛି ତୋରି ନାଁ' ଭଳି ଓଡ଼ିଆ ହିଟ୍‌ ଗୀତ…

ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧% ରୁ…

ଭୁବନେଶ୍ବର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‌ ରହିଛି। ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡ଼ଚାଷୀ,…

ଫେରୁଛନ୍ତି ଆଇରନ୍‌ ମ୍ୟାନ୍‌

ନୂଆଦିଲ୍ଲୀ: ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସିନେମା 'ଆଭେଞ୍ଜର୍ସ: ଏଣ୍ଡଗେମ୍‌' ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଦୁଃଖ ମଧ୍ୟ ଦେଇଥିଲା।କାରଣ ସିନେମାରେ ଆଇରନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ହୋଇଯାଇଛି। ଏହା ଦର୍ଶକଙ୍କ ମନକୁ ବହୁତ ଦୁଃଖ ଦେଇଥିବା ସହ ଆଉ ଆଇରନ୍‌ ମ୍ୟାନ୍‌ ତଥା ରବର୍ଟ ଡାଉନି…

୨୧ରେ ଓଡ଼ିଶା ଆସିବେ କେନ୍ଦ୍ର ଜଳଶକ୍ତି…

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ଓଡ଼ଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଶ୍ରୀ ଶେଖାଓତ୍ୱ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ହୋଟେଲ ନିୟୁ ମ୍ୟାରିଅନଠାରେ ସକାଳ ୧୦.୩୦ରେ ଏକ ସମ୍ମିଳନୀରେ ଅନୁଛେଦ ୩୭୦ ଓ ୩୫ (ଏ) ସଂର୍ପକରେ ଆଲୋଚନା କରିବେ ବୋଲି ରାଜ୍ୟ ମୁଖପାତ୍ର…