Odisha Link
Bridging the Missing Links in Odisha
Daily Archives

September 18, 2019

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଦଶହରା ପୂର୍ବରୁ ଦେଶର ଲକ୍ଷ ଲକ୍ଷ ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ପୂଜାଭେଟି ଘୋଷଣା କରିଛନ୍ତି। ଏଥର ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ବୋନସ ଆକାରରେ ମିଳିବ ବୋଲି କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି…

୨୦୨୦ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା…

ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କଲେ ଭାରତର ଷ୍ଟାର୍ ରେସଲର୍ ଭିନେଶ ଫୋଗଟ୍। ଆଜି ସେ କଜାଖସ୍ତାନର ନୁର୍-ସୁଲତାନରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ୫୩ କେଜି ବର୍ଗରେ ବିଶ୍ୱର ଏକ ନମ୍ବର ରେସଲର୍ ଆମେରିକାର ସାରା ହିଲ୍ଡେବ୍ରାଣ୍ଡଙ୍କୁ ହରାଇଛନ୍ତି। ଏଥିସହ ସେ ଭାରତର ପ୍ରଥମ…

ଦଳିତ ବିଜେପି ସାଂସଦଙ୍କୁ ମନ୍ଦିର ମନା

ବେଙ୍ଗାଲୁରୁ: କର୍ଣ୍ଣାଟକରେ  ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଚିତ୍ରଦୁର୍ଗର ବିଜେପି ସାଂସଦ ଜଣେ ଦଳିତ ହୋଇଥିବାରୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଏକ ମନ୍ଦିରରେ ତାଙ୍କୁ ପୂରାଇ ଦିଆଯାଉ ନାହିଁ । ଏହି ମାମଲା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ନାରାୟଣସ୍ୱାମୀ ଆଜି ତୁମାକୁରୁ…

ରାବଣ ହବାକୁ ମନ ବଳାଇଲେ ପ୍ରଭାସ

ମୁମ୍ବାଇ: ସିନେମା ପରଦାରେ ଖୁବ ଶୀଘ୍ର ନଜର ଆସିବେ ପ୍ରଭାସ ଓ ଋତିକ ରୋଶନ । 'ଦଙ୍ଗଲ୍‌' ସିନେମାର ନିର୍ଦ୍ଦେଶକ ନିତେଶ ତିୱାରୀ ଏକ ସିନେମା ତିରି କରିବାକୁ ଯାଉଛନ୍ତି। ସିନେମା ଟିର ନାଁ ହେଉଛି ରାମାୟଣ । ଏହି ସିନେମା କୁ ନେଇ ନିର୍ଦ୍ଦେଶକ ନୀତେଶ ତିୱାରୀ ଯୋଜନା ପ୍ରସ୍ତୁତ କରିସାରିଛନ୍ତି…

ଝିଅର ଫେକ୍ ସାର୍ଟିଫିକେଟ ବିଷୟରେ ମୁହଁ…

ମୁମ୍ୱାଇ: କରଣ ଜୋହର ଙ୍କ 'ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌ ୨' ଜରିଆରେ ସିନେମା ଇଣ୍ଡଷ୍ଟ୍ରରି ରେ ପାଦ ଦେଇଥିଲେ ଅନନ୍ୟା ପାଣ୍ଡେ। ସିନେମାଟି ରିଲିଜ ହେବା ପୂର୍ବରୁ ଅନନ୍ୟା ଏକ ବଡ ବିବାଦରେ ଫସି ଯାଇଥିଲେ। ଏହା ସିନମା ପାଇଁ ପାଇଁ ନୁହେଁ, ଏହି ବିବାଦ ପାଠପଢ଼ାକୁ ନେଇ ହୋଇଛି । ଅନନ୍ୟାଙ୍କର…

ଇ-ସିଗାରେଟ ବ୍ୟାନ୍

ନୂଆଦିଲ୍ଲୀ: ଇ-ସିଗାରେଟକୁ ନିଷିଦ୍ଧ ଘୋଷଣା କଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ଯୁବପୀଢି ଦିନକୁ ଦିନ ଇଲେକ୍ଟ୍ରୋନିକ ସିଗାରେଟର ମୋହରେ ପଡୁଥିବାରୁ ସରକାର ଏହି ନିଷ୍ପତ୍ତ ନିଆଯାଇଥିବା…

ରାଜଧାନୀ ରାସ୍ତାରେ ସଚେତନ କରୁଛନ୍ତି…

ଭୁବନେଶ୍ବର: ଟ୍ରାଫିକ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଦେଖିଲେ ତାଙ୍କ ପାଖକୁ ଯାଉଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ଠିକରେ ପିନ୍ଧି ନଥିବା ଲୋକର ଲକ୍‌ ସଜାଡି ଦେଉଛନ୍ତି। କେତେବେଳେ ହାତରେ ଚକଲେଟ ନେଇ ଦେଉଛନ୍ତି, ତ କେତେବେଳେ ଥାଙ୍କୟୁ କାର୍ଡ ଟେ ଦେଇ…

ବଦଳିଲା ସ୍କୁଲ ସମୟ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଏଥିପାଇଁ ଗୋଟିଏ ପରେ ଗୋଟିଏ ନିୟମର ହେଉଛି ପରବର୍ତ୍ତନ। ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। ବଦଳିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ସ୍କୁଲ ଆସିବା ସମୟ। ଏଣିକି ସକାଳ…

୪୨୦ ଟଙ୍କିଆ ସେଓ କିଣି ଠକାମିର ଶିକାର…

ନୂଆଦିଲ୍ଲୀ: ବଜାରରେ ମିଳୁଥିବା ସତେଜ ଫଳ ଏବଂ ପରିବାକୁ ନେଇ ପ୍ରାୟ ପ୍ରତ୍ୟେକ ଦିନ ଠକାମିର ଶିକାର ହୋଇଥାନ୍ତି ସାଧାରଣ ଜନତା। କାରଣ ଫଳ ଓ ପରିବାକୁ ସତେଜ ରଖିବା ପାଇଁ ବେପାରୀ କେମିକାଲର ବ୍ୟବହାର କରିଥାନ୍ତି। ଏବେ ଖୋଦ୍‌ ଦେଶର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ୍‌ ଠକାମିର ଶିକାର…

ଟି-୨୦ ସିରିଜ: ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ…

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମୋହାଲି ଷ୍ଟାଡିୟମରେ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ତେବେ ସିରିଜରେ ଆଉ ଦୁଇଟି ମ୍ୟାଚ ରହିଥିବା ବେଳେ ଭାରତ ଦୁଇଟି ଜିତି…