Odisha Link
Bridging the Missing Links in Odisha
Daily Archives

September 18, 2019

‘କାଳିଆ’କୁ ନେଇ ବିଜେଡିର ସଫେଇ: ୩.୪୧…

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଥିଲା କାଳିଆ ଯୋଜନା। ଆଉ ଏବେ ନିର୍ବାଚନ ପରେ ମଧ୍ୟ ଚର୍ଚ୍ଚାରେ କାଳିଆ। ପ୍ରଥମେ କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ ସରକାର। ଆଜି ‘କାଳିଆ’ ଯୋଜନାରେ ଅଯୋଗ୍ୟ ସଂଖ୍ୟା ନେଇ ବୁଧବାର ବିଜେଡି ମୁଖପାତ୍ର ପ୍ରତାପ ଦେବ ନିଜ…

ମାସକରେ ସରିବ ଅଯୋଧ୍ୟା ଶୁଣାଣି!

ନୂଆଦିଲ୍ଲୀ: ମାସକରେ ସରିବ ଅଯୋଧ୍ୟା ମାମଲା। ଅକ୍ଟୋବର ୧୮ ତାରିଖ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ କରିବା ପାଇଁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ସମୟ ମଧ୍ୟରେ ମାମଲାର ପକ୍ଷମାନେ ନିଜ ନିଜ ଭିତରେ ଆପୋଷ ଆଲୋଚନା କରିବାକୁ କିମ୍ବା ମଧ୍ୟସ୍ଥଙ୍କ…

ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ…

କୋଲକାତା: ଆଜି ଅପରାହ୍ନରେ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ସାକ୍ଷାତ ହେବ। ଏହାରି ପୂର୍ବରୁ ମୋଦିଙ୍କୁ ଭେଟିବା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ ଯଶୋଦାବେନଙ୍କୁ ଭେଟିଛନ୍ତି। ଏହି ଅବସରରେ ପରସ୍ପର ଉଭୟଙ୍କୁ…

କାଟ୍ରିନା କୈଫ୍‌ଙ୍କ ଭଳି ଦେଖିବାକୁ ଏହି…

ମୁମ୍ବାଇ:ଏବେ ଚର୍ଚ୍ଚାରେ ଟିକ୍‌ ଟକ୍‌ ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ନିଜର ଟିକଟକ୍‌ ଭିଡିଓରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ନିଜ ଚେହେରାକୁ ନେଇ ତାଙ୍କର ଟିକଟକ ଓ ଇନ୍‌ଷ୍ଟାଗ୍ରାମରେ ବହୁତ ପ୍ରଶଂସା ପାଉଛନ୍ତି ।କାରଣ ତାଙ୍କର ଚେହେରା ଦେଖିବାକୁ ବଲିଉଡ୍‌ ର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ପରି । ଏହା…

ଅଚାନକ ଗସ୍ତ କରି ସତ ଦେଖିଲେ ମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରୁଛନ୍ତି ମନ୍ତ୍ରୀ। ପୂର୍ବପରି ଆଜି ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁଣି ଥରେ ଅଚାନକ ଯାଞ୍ଚ କରିଛନ୍ତି। ଆଜି ସେ ବାଲିଅନ୍ତା ବିଇଓ କାର୍ଯ୍ୟାଳରେ ପହଞ୍ଚି ପରିସ୍ଥିତିର ଯାଞ୍ଚ କରିଛନ୍ତି। ଏହି ସମୟରେ ସକାଳ ୧୦ଟା ୪୦ ସୁଦ୍ଧା ମାତ୍ର ୨ ଜଣ…

ପାକିସ୍ତାନର ଷଡ଼ଯନ୍ତ୍ରକୁ ପଦାରେ ପକାଇଲା…

ନୂଆଦିଲ୍ଲୀ: ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଷଡ଼ଯନ୍ତ୍ର। ପାକିସ୍ତାନର ହୀନ ପ୍ରୟାସକୁ ବିଫଳ କରିଛି ଭାରତୀୟ ସେନା। ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କୀ ଓ ପାକ୍ କମାଣ୍ଡୋ ଲଗାତାର ପ୍ରୟାସ କରୁଛନ୍ତି। ଆଉ ଏଲଓସିରେ ପାକିସ୍ତାନ ଦେଖାଇଥିବା ଦୁଃସାହାସର ଏକ ଭିଡିଓ…

ଅତ୍ୟାଧୁନିକ ଶୈଳୀରେ ପାଳିତ ହେଲା ନିଫ୍ଟ…

ଭୁବନେଶ୍ବର : ଭୁବନେଶ୍ୱରସ୍ଥିତ କିମ୍ସ ଅଡିଟରିୟମ୍ ରେ ନ୍ୟାସନାଲ୍ ଇଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି(ନିଫ୍ଟ) ତରଫରୁ ଏକ ଉଲ୍ଲାସମୁଖର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି,ଯେଉଁଥିରେ ୨୦୧୯ ବ୍ୟାଚର ୧୮୫ ଜଣ ଛାତ୍ରଛାତ୍ରିଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା । ମାନ୍ୟବର କେନ୍ଦ୍ର…

ଅଦନାନଙ୍କୁ ଭାରିପଡିଲା ମୁମ୍ବାଇରେ ଫ୍ଲାଟ…

ମୁମ୍ବାଇ:ଅଦନାନ ସାମି ୨୦୦୩ ମସିହାରେ ପାକିସ୍ତାନୀ ନାଗରିକତ୍ଵ ଥାଇ ମଧ୍ୟ ମୁମ୍ଵାଇରେ ଫ୍ଲାଟ୍ ଓ ପାର୍କିଂ ସ୍ଥାନ କିଣିଛନ୍ତି । ତେଣୁ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗିଛି।କିନ୍ତୁ ଗାୟକଙ୍କ ପାଇଁ ଏହି ଜୋରିମାନା କିଛି ଅଧିକ ନୁହେଁ, କାରଣ ଏହା ପୂର୍ବରୁ ତାଙ୍କର କୋଟି କୋଟି ଟଙ୍କାର…

ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳା ପାଇଁ…

ଭୁବନେଶ୍ବର: ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା…

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିଲେ ଔଷଧ…

କେନ୍ଦ୍ରପଡ଼ା: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳିଲେ ଔଷଧ ବ୍ୟବସାୟୀ। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ହାତୀଆଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଜି ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସକାଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ମୃତକଙ୍କ ନାଁ ଗଗନ ସାହୁ। ତାଙ୍କ…