Odisha Link
Bridging the Missing Links in Odisha
Monthly Archives

March 2019

ଅ‍ାଜି ନୟାଗଡ଼ ଅ‍ାସୁଛନ୍ତି ଧର୍ମେନ୍ଦ୍ର,…

ନୟାଗଡ଼: ଅ‍ାଗାମୀ ନିର୍ବାଚନ ପାଇଁ ଅ‍ାଜି ଠାରୁ ନୟାଗଡ଼ରେ ପ୍ରଚାର ଅ‍ାରମ୍ଭ କରୁଛି ଭାରତୀୟ ଜନତା ପାର୍ଟି। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ନିକଟରେ ବିଜେପିରେ ମିଶିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ସମେତ ଦଳର…

କଟକ ଲୋକସଭା ଅ‍ାସନରୁ ଲଢ଼ିବେ ସୌମ୍ୟରଂଜନ…

ଭୁବନେଶ୍ବର: ଖଣ୍ଡପଡ଼ା ବିଧାନ ସଭା ନୁହେଁ, ବରଂ କଟକ ଲୋକସଭା ଅ‍ାସନରୁ ଲଢ଼ିପାରନ୍ତି ସୌମ୍ୟରଂଜନ ପଟ୍ଟନାୟକ। ଭର୍ତ୍ତୃହରି ମହତାବଙ୍କ ସ୍ଥାନରେ ଏଥର ସୌମ୍ୟଙ୍କୁ ପ୍ରାର୍ଥୀ କରିବା ନେଇ ଦଳ ଚିନ୍ତା କରୁଥିବା ସୂଚନା ମିଳିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରୁ ଦୁଇ ଦୁଇ ଥର ପ୍ରାର୍ଥୀ ହାେଇ ପରାଜୟ ବରଣ…

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ:…

ପୁରୀ: କହୁ କହୁ କହିଦେଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ପଦ୍ମ ବଦଳରେ ପାଟିରୁ ବାହାରି ପଡ଼ିଲା ବିଜୁ ଜନତା ଦଳର ଦଳୀୟ ସଙ୍କେତ ଶଙ୍ଖର ପ୍ରଶସ୍ତି। ଗଣମାଧ୍ୟମରେ ମତ ରଖିଲା ବେଳେ ସମ୍ବିତ କହିଛନ୍ତି ଯେ, ପୁରୀରେ ଏଥର ଶଙ୍ଖ ଫୁଟିବ। ନିଜ ବକ୍ତବ୍ୟରେ ଗତକାଲି ସଂଧ୍ୟାରେ ଏଭଳି…

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ…

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା। ୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨…

ତୃତୀୟ ତାଲିକାରେ ୨ ବିଧାୟକ ପ୍ରାର୍ଥୀ…

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦଳ ସଭାପତି ନବୀନ ପଟ୍ଟନାୟକ ଗତ ରାତିରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛନ୍ତି। ଫୁଲବାଣୀରୁ ଶ୍ରୀ ଅଙ୍ଗଦ କହଁର ଏବଂ ବିରମିତ୍ରପୁରରୁ…

ଖଣ୍ଡପଡ଼ାରୁ ସ୍ବାଧୀନ ଲଢ଼ିବେ ଦୁଷ୍ମନ୍ତ,…

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟକୁ ନେଇ ଏବେ ଅକଳରେ ପଡ଼ିଛି ବିଜୁ ଜନତା ଦଳ। କାହାକୁ ପ୍ରାର୍ଥୀ କରାଯିବ ସ୍ପଷ୍ଟ ହେଉନଥିବା ବେଳେ ବିଜେଡି କର୍ମୀଙ୍କ ସମର୍ଥନରେ ସ୍ବାଧୀନ ଭାବେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦୁଷ୍ମନ୍ତ କୁମାର ସ୍ବାଇଁ। ଖଣ୍ଡପଡ଼ାରେ ବିଜେଡି ଏବେ ତିନି ଫାଳ।…

ଦଶପଲ୍ଲାରେ ନକଲି ମାଓ ପୋଷ୍ଟର

ଦଶପଲ୍ଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା କୁଆଁରିଆ ଡ୍ୟାମ୍‌ ନିକଟରେ ମାଓବାଦୀ ନାମରେ ୨ଟି ଧମକପୂର୍ଣ୍ଣ ପୋଷ୍ଟର୍‌କୁ ଜବତ କରିଛି ପୁଲିସ୍‌। ଦଶପଲ୍ଲାରେ ବିଜେଡି ଟିକେଟ୍ ପାଇଥିବା ରମେଶ ବେହରାଙ୍କୁ ହତ୍ୟା…

ବିଜେପିରେ ମିଶିଲେ ଅବସରପ୍ରାପ୍ତ ପ୍ରଶାସକ…

ଭୁବନେଶ୍ବର: ଆଜି ବିଜେପିରେ ଯୋଗ ଦେଇଛନ୍ତି ଅବସରପ୍ରାପ୍ତ ଓଡ଼ିଆ ପ୍ରଶାସକ ପଞ୍ଚାନନ ଦାଶ। ସେ ପୂର୍ବରୁ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର ସଚିବ ଥିଲେ। ପରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରି କିଛି ମାସ ତଳେ ଅବସର ଗ୍ରହଣ କରିଛନ୍ତି।…

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଭୁବନେଶ୍ବର: ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ କଟକରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଚାଲିଛି। ଆଇଏଏସ୍‌ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ପରେ ପ୍ରକାଶ ମିଶ୍ର ଦ୍ବିତୀୟ ବରିଷ୍ଠ ପ୍ରଶାସକ ଭାବେ ଦଳରେ ଯୋଗ ଦେଇଛନ୍ତି।…

ନୟାଗଡ଼ରୁ ନବୀନଙ୍କ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଆଜି ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୟାଗଡ଼ ଖେଳ ପଡ଼ିଆରେ ଏକ ବିଶାଳ ଜନସମୁଦ୍ରକୁ ସମ୍ବୋଧିତ କରି ୨୦୧୯ ସାଧାରଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡି ମୁଖ୍ୟ। କେନ୍ଦ୍ରରେ ଏଥର କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି…