Odisha Link
Bridging the Missing Links in Odisha
Daily Archives

September 25, 2019

ତେଲୁଗୁ ହାସ୍ୟ ଅଭିନେତାଙ୍କ ପରଲୋକ

ହାଇଦ୍ରାବାଦ: ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକ ଶାୟା ଖେଳି ଯାଇଛି ।କାରଣ ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ପରଲୋକ ହୋଇ ଯାଇଛି। ସେ ସିକନ୍ଦରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାିତ ହେଉଥିଲେ । କିନ୍ତୁ ତାଙ୍କର ଆଜି ଅପରାହ୍ଣ 12.30 ରେ ଦେହାନ୍ତ ହୋଇଛି। ସେ ଖୁବ୍‌ କମ୍‌ ବୟସରେ ସାଉଥ୍‌…

ଏଏସ୍‌ପି ଡିଏସ୍‌ପି ବଦଳି

ଭୁବନେଶ୍ବର: କିଶୋର ଚନ୍ଦ୍ର ଦାଶଙ୍କୁ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଭାବେ ବଦଳି ହୋଇଛନ୍ତି। କମିଶନରେଟରୁ ଖୋର୍ଦ୍ଧା ଆଇସିଏଡ୍ୟୁ ଗଲେ ଡିଏସ୍‌ପି ଅନୁପ କାନୁନଗୋ। ଶରତ କୁମାର ମିଶ୍ରଙ୍କୁ ପୁରୀ ଅତିରିକ୍ତ ଏସ୍‌ପି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ। ଆଲୋକ କୁମାର ଦାସ ହେଲେ କ୍ରାଇବବ୍ରାଞ୍ଚ ଅତିରିକ୍ତ…

ଡ୍ୟାନ୍ସ ବାର ଲାଇସେନ୍ସକୁ ପ୍ରତ୍ୟାହାର…

ଭୁବନେଶ୍ବର: ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଭୁବନେଶ୍ୱରରେ ୭ଟି ବାରଡ୍ୟାନ୍ସ ଖୋଲିବା ନେଇ ଅନୁମତି ଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପୂର୍ବରୁ ଅନେକ ଡ୍ୟାନ୍ସବାର ଭିତରେ ବାରଗାର୍ଲମାନଙ୍କ ସହ ଅଶାଳୀନ ବ୍ୟବହାର ଏବଂ ବେଆଇନ କାର୍ଯ୍ୟକଳାପ ପୋଲିସର ନଜରକୁ ଆସିଥିବାରୁ ବାରଡ୍ୟାନ୍ସଗୁଡିକୁ ବନ୍ଦ…

ଜୁନାଗଡ଼ ଦୁଷ୍କର୍ମ ମାମଲା: ୭ ଗିରଫ

କଳାହାଣ୍ଡି: ଜୁନାଗଡ଼ ଦୁଷ୍କର୍ମ ମାମଲାରେ ୭ ଅଭିଯୁକ୍ତ ଗିରଫ। କଳାହାଣ୍ଡି ଜୁନାଗଡ଼ ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ଭାଇରାଲ ହେବା ଘଟଣାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା…

ନିରଞ୍ଜନ ମାଗିଲେ ଟଙ୍କା !

ଭୁବନେଶ୍ୱର: ବିଜେପୁର ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଗ ଭିଡ଼ିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ନିର୍ବାଚନରେ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ପାଇଁ। ଏକଥା ଆମେ କହୁ ନାହୁଁ। ଏହି କଥା ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କଂଗ୍ରେସ ପାଖରେ…

ବନ୍ୟା ମୁକାବିଲା ପାଇଁ ଆମେ ସଜାଗ:…

ଭୁବନେଶ୍ୱର: ବନ୍ୟା ମୁକାବିଲା ପାଇଁ ଆମେ ସଜାଗ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାକୁ ନେଇ ନିଜର ପ୍ରତିକି୍ରୟା ରଖି ମନ୍ତ୍ରୀ ଶ୍ରୀ ମାରାଣ୍ଡି ଏହା କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ…

ନବୀନ ନିବାସରୁ ଚନ୍ଦ୍ରଙ୍କୁ ଡାକରା

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ଚର୍ଚ୍ଚାରେ। ଏମିତିକି ଚାପୁଡ଼ା ମାରିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ବେହେରାଙ୍କୁ ମହଙ୍ଗା ପଡ଼ିପାରେ କାରଣ ଚାପୁଡ଼ା ମାରିବା ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଆଜି ନବୀନ…

୩ ମାସ ଯାଏଁ ଯାଞ୍ଚ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ ଯାଞ୍ଚକୁ ନେଇ ଡରୁଥିବା ସାଧାରଣ ଲୋକଙ୍କୁ ପୁଣି ଏକ ଆଶ୍ୱସ୍ତିକର ଖବର। ଆସନ୍ତା ୩ ମାସ ଯାଏଁ ପଲ୍ୟୁସନ ଓ ଇଂସୁରାନ୍ସ ଯାଞ୍ଚ ହେବ ନାହିଁ। ବୁଧବାର ପୁଣି ଏହା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୩…

‘ପ୍ଲାଟଫର୍ମ ସିଙ୍ଗର ରାନୁ…

ମୁମ୍ବାଇ: ବଲିଉଡରେ ଜୋର ଧରିଛି ବାୟୋପିକ୍‌ ସିନେମା ।ସେମିତି ଆଉ ଜଣଙ୍କ ଜୀବନ ଉପରେ ତିଆରି ହେବାକୁ ଯାଉଛି ଆଉ ଏକ ବାୟୋପିକ୍ । ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଛି। ତାଙ୍କ ସୁମଧୁର କଣ୍ଠ ପାଇଁ ଆଜି ସେ ଘରେ ଘରେ ପରିଚିତ ହୋଇଛନ୍ତି। ସେ ରେଳ ଷ୍ଟେସନରେ ଗୀତ ଗାଈ ଭିକ ମାଗିଚଳୁ ଥିଲେ…

ଜୈଶ୍‌ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ ସିକ୍ୟୁରିଟି ପାଇଥିବା ଗୋଟାଏ ଚିଠିରେ ଥିବା ତଥ୍ୟ ଏବେ ଚର୍ଚ୍ଚାରେ। ଚିଠିରେ ଉଲ୍ଲେଖ ଅଛି ଯେ, ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିମନ୍ତେ ଆତଙ୍କବାଦୀ ସଙ୍ଗଠନ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା ଏବଂ ଏନ୍‌ଏସ୍‌ଏ ଡେଭାଲ୍‌ଙ୍କୁ ଆକ୍ରମଣ କରିବାକୁ…