Odisha Link
Bridging the Missing Links in Odisha
Daily Archives

September 25, 2019

କଂଗ୍ରେସର ୫ ଜଣିଆ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି। ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ…

ମୁଁ ଯଦି ଜେଲ ଗଲି ଖୁସି ହେବି

ମୁମ୍ୱାଇ: ମୁଁ ଯଦି ଜେଲ ଗଲି ତାହେଲେ ଖୁସି ହେବି। ମୁଁ ଜେଲ୍ ଯିବାକୁ ପ୍ରସ୍ତୁତ ରହିଛି। ଏପରି କହିଛନ୍ତି ଜାତୀୟ କଂଗ୍ରେସ ପାର୍ଟି(ଏନସିପି)ର ମୁଖିଆ ଶରଦ ପାଓ୍ବାର। ଶରଦ ପାଓ୍ୱାରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆଜି ଏହି ପ୍ରତିକ୍ରିୟା ରଖିଛନ୍ତି। ଯାହାକି ନିର୍ବାଚନୀ ପ୍ରଚାର ବେଳେ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ବର: କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରମୋଦ ସାହୁଙ୍କ ନୂଆପଲ୍ଲୀସ୍ଥିତ ଘର ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଚଢାଉ ସମୟରେ ପ୍ରମୋଦଙ୍କର ୩ଟି ପ୍ଲଟ, ୫୫ ଲକ୍ଷ…

କିଛି କହିବିନି

ଭୁବନେଶ୍ବର: ସଭା ମଞ୍ଚରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ନେଇ ଗଣମାଧ୍ୟମ ପ୍ରତିନିଧି ସାଂସଦଙ୍କୁ ପଚାରିଥିଲେ। ହେଲେ କିଛି ପ୍ରତିକ୍ରିୟା ଦେଲେନାହିଁ ସାଂସଦ ଚନ୍ଦ୍ରଶେଖର ସାହୁ। ଏନେଇ କିଛି…

ସ୍କୁଲକୁ ମିଳିବ ସ୍ବଚ୍ଛତା ପୁରସ୍କାର

ଭୁବନେଶ୍ୱର: ଏଣିକି ସ୍ୱଚ୍ଛତା ପାଇଁ ବିଦ୍ୟାଳୟମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ପ୍ରଦାନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବ୍ଲକସ୍ତରରେ ଦୁଇ ହଜାର, ଜିଲ୍ଲାସ୍ତରରେ ୫ ହଜାର ଓ ରାଜ୍ୟସ୍ତରୀୟ ବିଦ୍ୟାଳୟମାନଙ୍କୁ ୧୦ ହଜାର ଟଙ୍କା ପୁରସ୍କାର…

ମାଛ ଗୋଟାକ ୭ଲକ୍ଷ!

ଚାନ୍ଦବାଲି : ଭଦ୍ରକ ଧାମରା ବନ୍ଦର ଚନ୍ଦିନୀପାଳ ଜେଠିରୁ ଧରାପଡିଛି ଏହି ବିରଳ ପ୍ରଜାତିର ମାଛ । ଏହି ମାଛର ଓଜନ ୧୦୭ କିଲୋ । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି କରାଯାଇଛି ଏହି ମାଛ । ବିରଳ ମାଛର ନାମ ହେଉଛି ଡୋନ୍ ସାଗର । ଚେନ୍ନାଇର ଏକ ମେଡିସିନ କମ୍ପାନୀ ଏହି…

ମା’ଙ୍କ ଅର୍ଥ ଲୋଭ ପାଇଁ ମାତ୍ର…

ନୂଆଦିଲୀ: ହଲିଉଡ ହେଉକି ବଲିଉଡ କୈାଣସି ଅଭିନେତା କି ଅଭିନେତ୍ରୀ ନିଜର ବ୍ୟକ୍ତି ଗତ କଥା କାହା ଆଗରେ କହିନଥାନ୍ତି । ହେଲେ ଜଣେ ହଲିଉଡ ଅଭିନେତ୍ରୀ ନିଜ ବିଷୟରେ ଚକିତ କରିଲା ଭଳି କଥା ଟିଏ କହିଛନ୍ତି ।ସେ ହେଉଛନ୍ତି ହଲିଉଡ ଅଭିନେତ୍ରୀ ଡେମି ମୁର୍ । ତାଙ୍କ ମା '୧୫ବର୍ଷ ବୟସରେ ଟଙ୍କା ନେଇ ଦୁଷ୍କର୍ମ…

ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ସାରା…

ଭୁବନେଶ୍ୱର: ମୋଦିଙ୍କ ପଥରେ ନବୀନ। ସାରା ବିଶ୍ବ ମୋଦିଙ୍କୁ ଦେଖିଲା ପରେ ପୂରା ବିଶ୍ୱ ଦେଖିବ ନବୀନଙ୍କ ଫନି ମୁକାବିଲାର ଝଲକ। ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ…

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ମିଳିଲା…

ରାଉରକେଲା: ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଗତକାଲି ରାଉରକେଲା ପାନପୋଷ ଏସଡ଼ିଜେଏମ କୋର୍ଟରେ ଆତ୍ମସର୍ମପଣ କଲା ପରେ ଆଜି ଜାମିନ ପାଇଛନ୍ତି। ୨୦୧୫ ମସିହାରେ ରଘୁନାଥପଲ୍ଲୀ ଥାନାରେ ୭୫ଲକ୍ଷ ଟଙ୍କା ଠକେଇ ମାମଲା ସହ ଆଉ ତିନୋଟି ଅର୍ଥ ଠକେଇ ମାମଲା ମୋଟ୍ ୪ଗୋଟି ମାମଲାରେ ପ୍ରାୟ ଦୁଇ କୋଟି ଟଙ୍କା ଠକି…

ଏମିତି ହତ୍ୟା ଶୁଣିନଥିବେ!

ଉତ୍ତର ପ୍ରଦେଶ : ଯୁବକଙ୍କୁ ବାଇକ ପଛରେ ୧୫କିମି ଘୋଷାଡ଼ି ଘୋଷାଡ଼ି ହତ୍ୟା କରାଯାଇଛି। ବେକରେ ରଶି ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାରିଲେ ଦୁର୍ବୃତ୍ତ। ଉତ୍ତର ପ୍ରଦେଶ ମିରଟ ସହର ଖାରଖୋଡ଼ା ନିକଟରେ ବୀଭତ୍ସ ହତ୍ୟା କରାଯାଇଛି। ହତ୍ୟାର ଶିକାର ଯୁବକ ମୁକୁଲଙ୍କ ଦେହରେ ଗୁଳି ଚିହ୍ନ ବି ଠାବ କରାଯାଇଛି।…