Odisha Link
Bridging the Missing Links in Odisha
Daily Archives

September 27, 2019

ବୋହୂକୁ ଘୋଷାଡ଼ି ମାରିବା ଘଟଣା: ବନ୍ଧା…

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗ୍ରାମରେ ପାରିବାରିକ କଳହରୁ ବୋହୂକୁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରିବା ସଂପୃକ୍ତ ପରିବାର ପାଇଁ ମହଙ୍ଗା ହୋଇଛି। ବୋହୂଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମକଦ୍ଦମା ରୁଜୁ କରିଛି। ଘଟଣାରେ ପୁଲିସ ଅଭିଯୁକ୍ତ ଶ୍ୱଶୁର, ଶାଶୂ ସମେତ ସ୍ୱାମୀକୁ ଗିରଫ କରିଛି।…

ଅମିତାଭ ବଚ୍ଚନଙ୍କ ;କୁଲିରୁ ଦାଦା…

ମୁମ୍ବାଇ: ବଲିଉଡ ଜଗତର ସେହେନ୍‌ସା ଓ ସମସ୍ତଙ୍କର ପ୍ରିୟ ହେଉଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ସେପ୍ଟେମ୍ବର ୨୪ରେ ସୁପରଷ୍ଟାର ଅଭିନତାଭ ବଚ୍ଚନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ସମ୍ମାନରେ ସମ୍ମାନିତ କରିବାପାଇଁ ଘୋଷଣା କରାଯାଇଛି । ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ,…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ ଯୋଗେ ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ…

୨୦୨୦ ସୁଦ୍ଧା ଭୁବନେଶ୍ବରରେ ବ୍ୟାଡମିଣ୍ଟନ…

ଭୁବନେଶ୍ବର: ସାରା ବିଶ୍ବରେ ଭାରତୀୟ ବ୍ୟାଡମିିଣ୍ଟନ ତାରକାଙ୍କ ଦବଦବା ଦେଖିବାକୁ ମିଳୁଛି। ସେହିଭଳି ରାଜ୍ୟର ବ୍ୟାଡମିଣ୍ଟନ ଖେଳାଳି କିଭଳି ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ନିଜର ଦବଦାବା ଦେଖାଇ ପାରିବେ ସେ ନେଇ ଆରମ୍ଭ ହୋଇଛି ଯୋଜନା। ରାଜ୍ୟରେ ଥିବା ବ୍ୟାଡମିଣ୍ଟନ ଖେଳାଳିଙ୍କ ପାଇଁ ଖୁସି ଖବର।…

ଓସିଏ ନିର୍ବାଚନ: ମେଡିକାଲରୁ ଭୋଟ ଦେଲେ…

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ ନେଇ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଦାନ ଚାଲିବ। ଏହାପରେ ଭୋଟ ଗଣତି ହେବ। ପରେ ସନ୍ଧ୍ୟା ୬ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ତେବେ ଏହି କ୍ରମରେ ମେଡିକାଲରୁ ଥାଇ ଭୋଟ୍ ଦେଇଛନ୍ତି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା।…

ଅଭିଯୋଗ ଭିତ୍ତିହୀନ: ଦିବ୍ୟଶଙ୍କର

ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବିଜେପି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହାଛଡ଼ା ଘଟଣାକୁ ରାଜନୀତିକରଣ କରାନଯାଉ ବୋଲି ସେ କହିଛନ୍ତି। ଏହା ଏକ…

ବିଜେଡ଼ି ନେତାଙ୍କ ଲିଙ୍କ୍‌ ଅଛି-ବିଜେପି

ଭଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମ ନୂଆ ମୋଡ଼ ନେଇଛି। ବିଜେଡି ନେତାଙ୍କ ଡ୍ରାଇଭର ଏହି ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ। ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି। ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ଅଭିଯୋଗ ଆଣିଛି। ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ…

ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ

ଜୁନାଗଡ଼: ଜୁନାଗଡ଼ରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆମୋଡ଼ ଆସିଛି। ଘଟଣା ସମ୍ପର୍କରେ ଗଣଦୁଷ୍କର୍ମ ପୀଡ଼ିତା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଡ୍ରାଇଭର ଲଳିନ୍ଦ୍ର ଶବରକୁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି। ଏପରିକି ଜଙ୍ଗଲରେ ଲଳିନ୍ଦ୍ର ହିଁ ତାଙ୍କୁ…

ବିଜେପିର ଆନ୍ଦୋଳନ

ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବିଜେପି ଆନ୍ଦୋଳନ କରୁଛି। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରି ଆଜି ରାଜ୍ୟବ୍ୟାପୀ ବିଜେପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନିଜ ନାମରେ କରିବାକୁ ନେଇ ରାଜ୍ୟ ବିଜେପି ବିରୋଧ କରିଛି। ଏନେଇ…

ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ପୂର୍ବ ଘୋଷଣା ମୁତାବକ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତଦନୁଯାୟୀ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ୩୩ ସାଂଗଠନିକ ଜିଲ୍ଲାକୁ ପଠାଯାଇଛି। ଏହି ଅବସରରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସଭାପତିମାନଙ୍କ ନା ସୁପାରିଶ କରିବେ। ଏହାଛଡ଼ା ବିଭିନ୍ନ ଲୋକଙ୍କ…