Odisha Link
Bridging the Missing Links in Odisha
Daily Archives

September 27, 2019

ଭେଣ୍ଟିଲେଟରରେ ଭର୍ତ୍ତି ହେଲା କାଳିଆ

କଟକ : କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଗାର ସୁସ୍ଥ ଅବସ୍ଥା ଭଲ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଛି। କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି। କାଳିଆ ଖୁବଶୀଘ୍ର…

ଚର୍ଚ୍ଚାରେ ମହିଳାଙ୍କ ସାହସିକ କାର୍ଯ୍ୟ,…

ଥିରୁଅନନ୍ତପୁରମ୍‌: ଆଜିକାଲି ସମୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ରାସ୍ତାରେ ଯିବା ସମୟରେ ଦେଖିବାକୁ ପାଇବେ ଅନେକ ଲୋକ ରଙ୍ଗ ରୁଟରେ ଯାଇଥାନ୍ତି। ଯଦି ଆପରଙ୍କ ସାମ୍ନାରେ କେହି ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିଥାନ୍ତେ କୁହନ୍ତୁ। ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି…

ସହାୟତା ଦାବିରେ ଚାଷୀଙ୍କ ରାସ୍ତାରୋକ

ବଲାଙ୍ଗୀର: ବାକି ଥିବା ବୀମା ରାଶି ଓ ସହାୟତା ଦାବିରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ କଲେଜ ଛକରେ ଆଜି ଚାଷୀମାନଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ୨ ବର୍ଷର ବାକି ଥିବା ବୀମା ରାଶି ଓ ସହାୟତା ପାଇବା ଦାବିରେ ଚାଷୀମାନେ ଏହି ରାସ୍ତାରୋକ କରିଛନ୍ତି। ଏହାଫଳରେ ବଲାଙ୍ଗୀର-ଟିଟିଲାଗଡ଼ ମଧ୍ୟରେ ସମସ୍ତ ଗାଡ଼ି…

ଚାର୍ଲି ଚାପ୍‌ଲିନ୍‌ଙ୍କ ଶବ ଉପରୁ ପରଦା…

ମୁମ୍ବାଇ : ଚାର୍ଲି ଚାପ୍‌ଲିନ୍‌ଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିଙ୍କ ପରିଚୟର ଦେବା କୌଣସି ଆବଶ୍ୟକତା ପଡିବନାହଁ ।ତାଙ୍କ କଥା ଭାବିଲେ, ସେ କିଭଳି ଲୋକମାନଙ୍କୁ ହସାଉଥିଲେ, ତାହା ମନେ ପଡେ । ଏବେ ତାଙ୍କ ଜୀବନ ଉପରେ ଗୋଟିଏ ସିନେମା ନିର୍ମାଣ ହେବ । ଏହି ସିନେମା କୁ ତାଙ୍କ ନାତୁଣୀ କାର୍‌ମେନ୍‌ ଚାର୍ଲ…

ଅଧ୍ୟାପକଙ୍କୁ ମିଳିମିଶି ପିଟିଲେ ଛାତ୍ର

ରାଉରକେଲା: ଜଣେ ଅଧ୍ୟାପକଙ୍କୁ ନିର୍ଦ୍ଧୁମ ଛେଚିଲେ। ସେକ୍ଟ-୩ ଜୁନିଅର କଲେଜ ଅଧ୍ୟାପକଙ୍କୁ ଉତ୍ତମ ମଧ୍ୟମ। କଲେଜର ଛାତ୍ର ଓ ଅଣଛାତ୍ର ମିଳିମିଶି ସମ୍ପୃକ୍ତ ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ଏତଲା ଦିଆଯାଇଛି। ତେବେ ମାଡ଼ ଘଟଣାକୁ ନେଇ କଲେଜ ପାଖରେ ଉତ୍ତେଜନା ପ୍ରକାଶ…

ବିଜୁଳି ଆଘାତରେ ଚାଲିଗଲା ଜଣଙ୍କ ଜୀବନ

ବାଲେଶ୍ୱର: ଶୁକ୍ରବାର ସକାଳେ ଚାନ୍ଦିପୁର ଥାନା ଅଧୀନ ବଡ଼କିଆ ଅଞ୍ଚଳରେ ଜଣେ ବ୍ୟକ୍ତି ବିଜୁଳି ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ହେଉଛନ୍ତି ବଡ଼କିଆଗ୍ରାମ ନିବାସୀ ବାବୁଲି ସାମଲଙ୍କ ୩୫ ବର୍ଷିୟ ପୁଅ ବସନ୍ତ। ବସନ୍ତ ସକାଳ ସାଢ଼େ ସାତଟାରୁ ଆଠଟା ମଧ୍ୟରେ ନିଜ ଗାଁ’ରେ ଥିବା ଭୀମା…

ଆଇଜିଆଇଟି ଇଞ୍ଜିନିୟରିଂ କଲେଜରେ ଦୁଇ…

ଢେଙ୍କାନାଳ: ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗସ୍ଥିତ ଆଇଜିଆଇଟି କଲେଜରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିବାରୁ ୫ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ସନ୍ଧ୍ୟାରେ ବିଟେକ୍ ଦ୍ୱିତୀୟ ବାର୍ଷିକ…

ଆଜି ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନ୍ୟୁୟର୍କ: ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଆଜି ପ୍ରଥମ ଥର ପାଇଁ ଗୋଟିିଏ ବୈଠକରେ ମୋଦି-ଇମ୍ରାନ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ଦୁଇ ଦେଶର ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଭାରତୀୟ ସମୟ ଅନୁସାରେ ରାତି ୮ଟା ୧୫ ମିନିଟରେ…

ସାଧୁଙ୍କୁ ଧକ୍କା ମାରି ତଡ଼ିଲା ପୋଲିସ

ପୁରୀ: ଲୋକଙ୍କ ପ୍ରତି ପୁଲିସର ବ୍ୟବହାର କେମିତି ରହୁଛି ତାକୁ ନେଇ ଡିଜି ବିଜୟ କୁମାର ଶର୍ମା ନିଜେ ସାଧାରଣ ଲୋକଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଥାନାକୁ ଯାଉଥିବା ଲୋକ ତାଙ୍କ ଅନୁଭୂତି ବଖାଣିବେ। ପୁଲିସର ବ୍ୟବହାରକୁ ନେଇ ଜନତା ହିଁ ନମ୍ବର ଦେବେ। ମୋ ସରକାର ଯୋଜନାକୁ ଲୋକାଭିମୁଖୀ କରିବାକୁ ପୁଲିସ…

ଆଜି ଓସିଏ ନିର୍ବାଚନ

କଟକ : ଆଜି ଓଡିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ। ଦିନ ୧୧ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ସକାଳ ୯ ଟା ସୁଦ୍ଧା ଭୋଟର ମାନେ ଓସିଏ କନଫରେନ୍ସ ହଲରେ ପହଞ୍ଚିବାଲାଗି ନିର୍ବାଚନ ଅଧିକାରୀଙ୍କ ତରଫରୁ କୁହାଯାଇଥିଲା। ମତଦାନ କେନ୍ଦ୍ରରରେ ୨ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ…