Odisha Link
Bridging the Missing Links in Odisha
Monthly Archives

September 2019

୨ରୁ ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଭୁବନେଶ୍ବର: ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ। ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ। ଗାନ୍ଧୀଜୀଙ୍କ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବିଶ୍ବରେ ଆଗେଇ ନେବା ସହ…

‘ଭଲ କବିତାର ଖୋଜ୍’ ପକ୍ଷରୁ…

ବାଲେଶ୍ବର: (କୃଷ୍ଣ କୁମାର ମହାନ୍ତି): 'ଭଲ କବିତାର ଖୋଜ୍' ଆନୁକୂଲ୍ୟରେ ଏହାର ୭୫ତମ ଆସର ରାଜାବଗିଚା ସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଜଗତସିଂହପୁରରୁ ଆସିଥିବା କବି ଅରକ୍ଷିତ ପରିଜା। ବେଶ୍ ଶକ୍ତିଶାଳୀ କବିତା ରଚନା କରି ଅଜ୍ଞାତ ଏ…

ଭୁବନେଶ୍ବର ଆରଟିଓ ଅଫିସରୁ ଗିରଫ ହେଲେ ୩…

ଭୁବନେଶ୍ବର: ରାଜ୍ୟ ସାରା ଆରଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ଜାରି ରହିଛି ଅଭିଯାନ। ଏହି କ୍ରମରେ ଆଜି ଭୁବନେଶ୍ବର ଆରଟିଓ ଅଫିସରୁ ଗିରଫ ହୋଇଛନ୍ତି ୩ଦଲାଲ। ଏପଟେ ଭୁବନେଶ୍ବର ଆରଟିଓ ପରିସରରେ ଦଲାଲ ମାନେ ବସୁଥିବା କ୍ୟାବିନ୍ ଗୁଡିକୁ ହଟାଯିବା କାର୍ଯ୍ୟ ଜାରି ରହିଛି। ସେପଟେ ସହିଦ ନଗର ବିଏମସି ଅଫିସ…

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ…

ନୂଆଦିଲ୍ଲୀ: ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୌରିଆ। ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏସ୍ ଧନୱା ବାୟୁସେନା ମୁଖ୍ୟ ପଦରୁ ଆଜି ଅବସର ଗ୍ରହଣ କରିଛନ୍ତି। ବାୟୁସେନାର ଜଣେ ଦକ୍ଷ ପାଇଲଟ ହେଉଛନ୍ତି ରାକେଶ କୁମାର ସିଂହ…

କାର୍ଯ୍ୟବନ୍ଦ ଆନ୍ଦୋଳନ କଲା ଓକିଲ ସଂଘ

ସମ୍ବଲପୁର: ସମ୍ବଲପୁର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ଏହଫଳରେ ସମ୍ବଲପୁରର ସବୁ ସରକାରୀ ଓ ବେସରକାରୀ ଅଫିସକୁ ବନ୍ଦ ରଖାଯାଇଛି। ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଟକ:  କଟକର ପାଇକରାୟପୁର ଅଞ୍ଚଳରେ ଥିବା ତେଲି ସାହିରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ତେଲି ସାହିର ଏକ ଘରେ ସ୍ଥାନୀୟଲୋକେ ଯୁବକଙ୍କ…

ତିନିଜଣ ଯୁବକଙ୍କୁ ଗ୍ରାମବାସୀଙ୍କ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶ୍ୟାମାରାଇପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ରବିବାର ରାତିରେ ଚୋର ଘରେ ପଶି ଚୋରି ଉଦ୍ୟମ କରୁଥିଲେ।…

ଖୋଲିଲା ହୀରାକୁଦର ଜଳ ଭଣ୍ଡାରର ଆଉ ୨ଟି…

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। କିଛିଦିନ ହେବ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହୁଛି। ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି ୧୮ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି। ସୋମବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ୧୨ ହଜାର ୯୯୩ ଘନଫୁଟ ଜଳ ପ୍ରବେଶ…

୫ ଜିଲ୍ଲାକୁ ସତର୍କ ସୂଚନା ଜାରିକଲା…

ଭୁବନେଶ୍ୱର:  ଆଜି ରାଜ୍ୟର ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଡ଼ଘଡ଼ି ମଧ୍ୟ ମାରିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଏହି ଜିଲ୍ଲା…

ମାଆ କଟକ ଚଣ୍ଡୀଙ୍କ ହରଚଣ୍ଡୀ ବେଶ ଆଜି

କଟକ: ଆସିଛି ପାର୍ବଣ ଋତୁ ଆରମ୍ଭ ହୋଇଛି ମହାମାୟାଙ୍କ ନବରାତ୍ର ପୂଜା। ଶକ୍ତିପୀଠରେ ନବରାତ୍ର ପୂଜା ଅବସରରେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ। ଦୀପ, ଧୂପ ଓ ନୈବେଦ୍ୟ ଦେଇ ମାଆଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ। ନବରାତ୍ର ପୂଜା ପାଇଁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ ମନ୍ଦିରରେ ମାଆଙ୍କ ଭିନ୍ନ ଭିନ୍ନ…