Odisha Link
Bridging the Missing Links in Odisha
Monthly Archives

September 2019

ପୁଣି ନିରାଶ ହେଲେ ପି.ଚିଦାମ୍ବରମ୍

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍। ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି ପି.ଚିଦାମ୍ବରମଙ୍କୁ। ଆଜି ପି.ଚିଦାମ୍ବରଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଫଳରେ ଆଇଏନଏକ୍ସ ଦୁର୍ନୀତି ମାମଲାର ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୁଣି ନିରାଶ…

ବିଜେପୁର ନର୍ବାଚନ: ନାମାଙ୍କନ ଭରିଲେ ୩…

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଛି। ତେବେ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା, ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ବିଜେପି…

ସାଂସଦଙ୍କ କଥା ଶୁଣିଲାନି ପୋଲିସ୍:…

ଭୁବନେଶ୍ବର: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ଼୍ ଅଭିନେତା ସାଂସଦଙ୍କ ଅଭିଯୋଗକୁ ପୋଲିସର ଅଣଦେଖା। ପଡ଼ୋଶୀଙ୍କ ଉତ୍ପାତ ନେଇ ଅନୁଭବ ମହାନ୍ତି ଗତ ରାତିରେ ଅଭିଯୋଗ କରିଥିଲେ। ଘଟଣା ଘଟିବାର, ଏତେ ସମୟ ବିତିଯାଇଥିଲେ ହେଁ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିଛି। ଉତ୍ପାତ କରୁଥିବା…

ଏଣିକି ବିଦେଶ ଗସ୍ତ ପୂର୍ବରୁ ଅର୍ଥ…

ଭୁବନେଶ୍ବର: ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ମନ୍ତ୍ରୀ,ସାଂସଦ ଓ ବିଧାୟକ। ଏଥିସହିତ ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି। ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

‘ବିଗ୍‌ବସ୍‌’ ରେ ଏଣ୍ଟ୍ରି…

ଭୁବନେଶ୍ବର: ଦର୍ଶକ ମାନଙ୍କ ଲୋକ ପ୍ରିୟ ଧାରାବାହିକ ବିଗ୍ ବସ ସିଜିନ ୧୩ ଆରମ୍ଭ  ହୋଇସାରିଲାଣି । ଶନିବାର ରାତି ୯ଟାରେ ଏହାର ଗ୍ରାଣ୍ଡ ପ୍ରିମିୟର ଅନୁଷ୍ଠିତ ହୋଇଥିଲା ପୂର୍ବଭଳି ଏଥର ମଧ୍ୟ ସଲମାନ ଖାନ୍‌ ଧମାକଦାର୍ ଅନ୍ଦାଜରେ ଶୋ'ର ଓପନିଂ କରିଥିଲେ। ସିଜିନ ୧୩ ରେ ବହୁତ ସାରା ଟୁଇଷ୍ଟ ଦେଖା…

ବିହାରରେ ୧୦୨ ବର୍ଷର ରେକର୍ଡ ଭାଙ୍ଗିଲା…

ପାଟନା: ଦେଶରେ ବେଶ୍‌ କିଛିଦିନ ହେବ ଲଗାଣ ବର୍ଷା ଲାଗି ରହିଛି। ଯାହାଫଳରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ସ୍ଥିତି ଏବେ ଗମ୍ଭୀର ରହିଛି। ଏହି ବନ୍ୟାରେ ଏଯାବତ୍ ୨୯ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସମୟରେ ବିହାରରେ ଯେଉଁ ବର୍ଷା ହୋଇଛି…

ଆରମ୍ଭ ହେଲା ଶ୍ରୀମନ୍ଦିରର ୭୫ ମିଟର…

ପୁରୀ: ଆଜି ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ପରିଧି ମଧ୍ୟରୁ ଉଚ୍ଛେଦ ପ୍ରସଙ୍ଗରେ ସର୍ଭେ ଆରମ୍ଭ ହୋଇଛି। ଆରମ୍ଭ ହୋଇଛି ୭୫ ମିଟର ପରିଧି ମଧ୍ୟରେ ସାମାଜିକ ସର୍ଭେ। ଏଥିପାଇଁ ୫ ଜଣ ନବ ନିଯୁକ୍ତ ଆଇଏସ ୫ଟି ଟିମରେ ଭାଗ ହୋଇ ସର୍ଭେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମାସକ ମଧ୍ୟରେ ସର୍ଭେ କାମ କରିବାକୁ ସମୟ…

ଏକାମ୍ରରୁ ବିଜେଡ଼ି ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟାମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଜନ ସମ୍ପର୍କ ପଦଯାତ୍ରା ଏକାମ୍ର ନିର୍ବାଚନମଣ୍ଡଳୀରୁ ଆରମ୍ଭ କରିବେ। ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୨ନମ୍ବର ଓ୍ବାର୍ଡ କାରିଗିଲ ରୋଡ଼ ନିକଟସ୍ଥ ପଡ଼ିଆରୁ ବିଜେଡ଼ି ପଦଯାତ୍ରା…

ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବର୍ତ୍ତନ,…

ଭୁବନେଶ୍ବର: ରାଜ୍ୟରେ ସମସ୍ତ ବ୍ୟାଙ୍କ କାର୍ଯ୍ୟ ଅବଧିରେ ପରିବରର୍ତ୍ତନ ହୋଇଛି। ଏଣିକି ବ୍ୟାଙ୍କ ଅବଧି ସମୟ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କରର୍ସ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିବର୍ତ୍ତନ ଆସନ୍ତାକାଲିଠୁ ରାଜ୍ୟରେ ଥିବା ସମସ୍ତ ସରକାରୀ ବ୍ୟାଙ୍କରେ…

ରାଜ୍ୟରେ ସବୁ ଫେଲ୍, କିନ୍ତୁ ନବୀନ ବାବୁ…

ଭୁବନେଶ୍ବର: ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି। ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଅସାଧୁ ବ୍ୟବସାୟୀଙ୍କ ସହ ରାଜ୍ୟ ସରକାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟରେ ଏପରି ଅବସ୍ଥା ଉପୁଜିଛି। ରାଜ୍ୟ ସରକାର ୨୦ ବର୍ଷ ଧରି…