Odisha Link
Bridging the Missing Links in Odisha
Daily Archives

October 3, 2019

ଡାକିଲେ, ଏବେ ଆଉ ପଚାରୁ ନାହାନ୍ତି: ଦାମ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଦାମଦାର ରାଉତ ଆଉ ନିର୍ବାଚନ ଲଢ଼ିବେ ନାଇଁ। ଏନେଇ ଦାମଦୋର ରାଉତ ଗଣମାଧ୍ୟମରେ କହିଛନ୍ତି। ହେଲେ ସେ ଲୋକଙ୍କ ସହ ରହିବେ ଓ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ କରି ଚାଲିବି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଲଢ଼ିବାକୁ ଆଉ ବୟସ ନାହିଁ। ବିଧାନସଭାରେ ଆମ…

ବିଜେଡିର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ନିର୍ବାଚନରେ ବିଜେଡି ୬୦ ହଜାରରୁ ଅଧିକ ଭୋଟରେ ବାଜିମାତ ମାରିବା ପାଇଁ ଲକ୍ଷ୍ୟ ରଖିଛି। ଏହାରି ଭିତରେ ବିଜେପୁର ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ। କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ କଂଗ୍ରେସ ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଆସୁଛି। ଏହାରି ଭିତରେ ବିଜେପୁର ପାଇଁ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ…

ବିଜେପିର ଷ୍ଟାର ପ୍ରଚାରକ ତାଲିକା..

ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ହେବ ବିଜେପୁର ଫାଇଟ । ବିପେି ପକ୍ଷରୁ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପୁର ଆସନ ହାତେଇବାକୁ ବିଜେପି ବି ଅଣ୍ଟା ଭିଡ଼ିଛି। ଏହାରି ଭିତରେ ବିଜେପୁର ପାଇଁ ବିଜେପୁର ପାଇଁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି। ସେମାନେ ହେଲେ.. ଜଗତ ପ୍ରକାଶ ନଡ୍ଡା,…

ଆଉ ନିର୍ବାଚନ ଲଢ଼ିବିନି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଦାମଦାର ରାଉତ ଆଉ ନିର୍ବାଚନ ଲଢ଼ିବେ ନାଇଁ। ଏନେଇ ଦାମଦୋର ରାଉତ ଗଣମାଧ୍ୟମରେ କହିଛନ୍ତି। ହେଲେ ସେ ଲୋକଙ୍କ ସହ ରହିବେ ଓ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ଲଢ଼ିବାକୁ ଆଉ ବୟସ ନାହିଁ। ବିଧାନସଭାରେ ଆମ ଭଳି ପୁରୁଖା ନେତାଙ୍କ ପୁଅ…

ଗାନ୍ଧି ଜୟନ୍ତୀ ଅବସରରେ ଆବେୱେଷ୍ଟ…

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ସ୍କିଲ୍ ଅନୁଷ୍ଠାନ ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ “ଗାନ୍ଧି ଜୟନ୍ତୀ” ଅବସରରେ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଛି। ସଚେତନତା ପାଇଁ ମଙ୍ଗଳା ବସ୍ତିରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଛି। ସ୍ୱଚ୍ଛତା ହିଁ ସେବା…

ଉଚ୍ଛେଦ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ…

ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ରାଜ୍ୟସରକାରଙ୍କୁ ନିର୍ଦ୍ଦେଶ ଦେଇ ସୁପ୍ରିମକୋର୍ଟ କହିଲେ, ମେଘନାଦ ପାଚେରୀର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦବେଳେ ଐତିହ୍ୟ ସମ୍ପନ ମଠମନ୍ଦିର ଭଙ୍ଗାବେଳେ ଜଗଦଗୁରୁ ଶାଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଜରୁରୀ…

ବିଜେପୁର ଏବେ ନେତାପୁର, ପ୍ରଚାରରେ…

ବିଜେପୁର: ଆସନ୍ତା ୨୧ରେ ହେବ ବିଜେପୁର ଉପନିର୍ବାଚନ। ଏଥିପାଇଁ ବିଜେପୁର ନିର୍ବାଚନୀ ମଣ୍ଡଳୀ ହୋଇଛି ଚଳଚଞ୍ଚଳ। ଉପନିର୍ବାଚନ କିଭଳି ବିଜୟୀ ହେବେ ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ଏଥିସହିତ ବିଜେପୁର ଜମିଛି ନେତାଙ୍କ ଭିଡ଼। ଅଳ୍ପ କିଛି ଦିନ ପାଇଁ ବିଜେପୁର ବନିଯିବ ନେତାପୁର।…

ରେଳବାଇର ସ୍ୱଚ୍ଛତା ସର୍ଭେ ତାଲିକା:…

ନୂଆଦିଲ୍ଲୀ: ପ୍ରକାଶ ପାଇଛି ରେଳବାଇର ସ୍ୱଚ୍ଛତା ସର୍ଭେର ତାଲିକା। ରେଳମନ୍ତ୍ରୀ ପୀୟୁଷ ଗୋୟଲ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ବିଷୟ ଘୋଷଣା କରିଛନ୍ତି। ରେଳବାଇର ସ୍ୱଚ୍ଛତା ସର୍ଭେରେ ଦେଶର ଶ୍ରେଷ୍ଠ ୧୦ ତାଲିକାରେ ରେଳ ଷ୍ଟେସନ ମଧ୍ୟରୁ ରାଜସ୍ଥାନର ୬ଟି ଷ୍ଟେସନ ଥିବା ଜଣାଯାଇଛି।…

ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ…

ଭୁବନେଶ୍ବର: ୨୧ରେ ବିଜେପୁର ନିର୍ବାଚନ। ସେଥିପାଇଁ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ। ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ପରେ ପରେ ସବୁ ଦଳର ପ୍ରାର୍ଥୀମାନେ ନାମାଙ୍କନ ଭରିବା ପରେ ସବୁ ଦଳରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି…