Odisha Link
Bridging the Missing Links in Odisha
Daily Archives

October 3, 2019

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର…

ଯାଜପୁର: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି…

ଲୋକାର୍ପିତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବୈଷ୍ଣୋଦେବୀ କଟରା ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକାର୍ପଣ କରିଛନ୍ତି। ଅମିତ ଶାହଙ୍କ ସମେତ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଅନ୍ୟ ମନ୍ତ୍ରୀମାନେ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସର…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ୟୁନିଟ୍-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ଗୋପବନ୍ଧୁନଗର ସ୍ଥିତ ବାସଭବନ ସହ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକିର୍ତ୍ତୀର…

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ସାରା ଦେଶ ସମେତ ରାଜ୍ୟରେ ଖୁବ୍‌ ଧୁମଧାମରେ ପାଳନ କରାଯାଇଛି। ହେଲେ ଲୋପ ପାଉଥିବା ଇତିହାସ, ଓଡ଼ିଆ ପରମ୍ପରା, ଚାଲି ଚଳଣୀ ପରି ଅନେକ ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଛି। ଯାହା ଆଗାମୀ ପିଢ଼ି ପାଇଁ ସଙ୍କଟ ସୃଷ୍ଟି କରିବ। ଏସବୁକୁ ନଜରରେ ରଖି ଓଡ଼ିଶାକିର୍ତ୍ତୀ ନାମକ ଏକ…

ଏବିଭିପି ପକ୍ଷରୁ ରାଜ୍ୟବ୍ୟାପି ଗାନ୍ଧୀଜି…

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ରାଜ୍ୟର ବିଭିନ୍ନ କ୍ୟାମ୍ପସ୍ ଓ ନଗର ସ୍ତରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଭାରତର ଦ୍ୱିତୀୟ…

ନଈରେ ପଡ଼ିଗଲେ ନେତା, ତାପରେ

ପାଟନା: ବିହାରରେ ଲାଗି ରହିଛି ବନ୍ୟାସ୍ଥିତି। ଏବେବି ବିହାରରେ ବନ୍ୟା ପରିସ୍ଥିତି ସଙ୍ଗିନ ଅଛି। ବନ୍ୟା ବିପନ୍ନଙ୍କ ଅବସ୍ଥା ତଦାରଖ କରିବାକୁ ଯାଇ ନିଜେ ଉଛୁଳା ନଈରେ ପଡ଼ିଗଲେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍‌ ଯାଦବ। ହେଲେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ…

ଆତଙ୍କୀ ଆକ୍ରମଣର ମୁକାବିଲା: ଜ୍ଞାନ ଦେଲେ…

ଭୁବନେଶ୍ୱର: ଓଡ଼ିଶାରେ ଏଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କୀ ଆକ୍ରମଣ ବେଳେ କିଭଳି ଏହାର ମୁକାବିଲା କରିହେବ ସେନେଇ ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି ଏନଆଇଏ ଡ଼ିଜି ଯୋଗେଶ ଚନ୍ଦ୍ର ମୋଦି। ଏନେଇ ଏକ ତାଲିମ ଶିବିର ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିଲା। ଓଡ଼ିଶା…

ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟି ଡ୍ରାଇଭର ମୃତ

ଭଞ୍ଜନଗର: କଳିଙ୍ଗା ଘାଟିରେ ବାଇଗଣ ବୋଝେଇ ଗାଡି ଓଲଟି ଦୁଇ ଜଣ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗାଡିଟି ଜି ଉଦୟଗିରି ପଟୁ ଭଞ୍ଜନଗର ଯାଉଥିଲା। ଗାଡିଟି କ୍ଷିପ୍ର ଗତିରେ ଆସୁଥିବାରୁ ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇଥିଲା। କିନ୍ତୁ ସୌଭାଗ୍ୟ ବଶତଃ ଘାଟି ତଳକୁ ଖସି…

ତିନି ମହଲା କୋଠାରେ ବିସ୍ଫୋରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ରେମୁଣା ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତ ପୁର ଗାଆଁ ର କାଳୀଚରଣ ମହାପାତ୍ରଙ୍କ ର ସୁପୁତ୍ର ସୃଜୟ ମହାପାତ୍ରଙ୍କର ତିନି ମହଲା ଘରର ଛାତଟି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଭାବେ ଉଡି ଉଡ଼ିଯାଇଛି। ସୂଚନା ଅନୁସାରେ ସେହି ଘରେ ଜଣେ ଭଡାଟିଆ ରହିଥିଲା ଯାହାର କିଛି ଖୋଜଖବର…

ଦୂର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ

ଭୁବନେଶ୍ୱର: ଦୁର୍ଗାପୂଜା ଛୁଟିରେ ମଧ୍ୟ ଆରଟିଓ ୨ ଦିନ ପାଇଁ ଖୋଲା ରହିବ। ଏନେଇ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଜ୍ଞପ୍ତି ପ୍ରକାଶ ପାଇଛି। ଦୁର୍ଗାପୂଜା ଛୁଟି ସମୟରେ ଅଧିକ ପରିମାଣର ଗାଡି ବିକ୍ରୀ ହେଉଥିବା କାରଣରୁ ଏହି ସମୟରେ ନୂଆ ଗାଡି ପଞ୍ଜୀକରଣ ଯେମିତି ବାଧାପ୍ରାପ୍ତ ନହୁଏ…