Odisha Link
Bridging the Missing Links in Odisha

ଚିନି କିଲୋ ୩୨ ଟଙ୍କା: ସମବାୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚିନି କିଲୋ ପ୍ରତି ୩୨ ଟଙ୍କାରେ ବିକ୍ରି ହେଉଛି ବୋଲି କହିଲେ ମନ୍ତ୍ରୀ। ଆଜି ବିଧାନସଭାରେ ପ୍ରଶ୍ନ କାଳରେ ଉତ୍ତରରେ ଏହା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ୧ କିଲୋ ଚିନି ଉତ୍ପାଦନ ପାଇଁ ଖର୍ଚ୍ଚ ୪୭ରୁ ୪୮ ଟଙ୍କା ବ୍ୟୟ ହେଉଥିବା କହିଲେ ମନ୍ତ୍ରୀ ଶ୍ରୀ ସ୍ବାଇଁ।

Comments are closed.