Odisha Link
Bridging the Missing Links in Odisha
Daily Archives

December 10, 2019

ସମସ୍ୟାର ସମାଧାନ ପାଇଁ ‘ଆସ୍କ୍ ୟୋର୍…

ଭୁବନେଶ୍ବର : ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ କମିସନରେଟ୍ ପୁଲିସ ଆରମ୍ଭ କରିଛି ‘ଆସ୍କ୍ ୟୋର୍ ସିପି’ ଯୋଜନା। ପ୍ରତି ସାଧାରଣ ଲୋକଙ୍କ ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ପୁଲିସ ମଧ୍ୟ ଲୋକଙ୍କର ସମସ୍ୟା ସମାଧାନ ପାଇଁ ଅଣ୍ଟା…

ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ବିକୃତ ଭାଷା

ଭୁବନେଶ୍ବର: ଓଡ଼ିଶାରେ ଶାସନ ଓଡ଼ିଆ ଭାଷାରେ ହେବା ନେଇ ନିୟମ ପ୍ରଣୟନ ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେଉନାହିଁ। ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ହୋଇଛି ସତ। କିନ୍ତୁ ଘରୋଇ ଅନୁଷ୍ଠାନ ଦୂରର କଥା, ଏଯାଏଁ ବହୁ ସରକାରୀ ଅନୁଷ୍ଠାନର ନାମଫଳକରେ କେବଳ ଇଂରାଜୀ ଝଟକୁଛି। ଏଭଳି ସମୟରେ ଖୋଦ୍‌…

ଅମିତ ଶାହଙ୍କ ଉପରେ ପ୍ରତିବନ୍ଧ ଲାଗିବା…

ଓ୍ବାଶିଂଟନ୍: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ତାତି। ଆମେରିକା କମିଶନ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଟକଣା ଲଗାଇବାକୁ ନିବେଦନ କରିଛି। ଫେଡରାଲ ଆମେରିକା କମିଶନ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ କାର୍ଯ୍ୟ କରୁଛି। କମିଶନ ଭାରତ ସରକାର ଆଣିଥିବା ନାଗରିକତା…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୧୮

ଭୁବନେଶ୍ବର: ପ୍ରତିବର୍ଷ ରାଜ୍ୟ ଚଳଚ୍ଚିତ୍ର ଜଗତରେ ଅଭିନେତା, ଅଭିନେତ୍ରୀଙ୍କ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କଳାକାରମାନଙ୍କ ମଧ୍ୟରୁ ଶ୍ରେଷ୍ଠ କୃତି ପାଇଁ ବିତରଣ କରାଯାଇ ଥାଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଚଳିତ ବର୍ଷ ୨୦୧୮ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା…

ସାଂସଦ ପରିଚୟ ଦେଇ ସଂସଦରେ ପଶୁଥିଲା,…

ନୂଆଦିଲ୍ଲୀ: ଗତକାଲି ସଂସଦରେ ନାଗରିକତା ସଂଶୋଧନ ବିଲକୁ ନେଇ ତର୍କ ବିତର୍କ ଲାଗି ରହିଥିଲା। ଗୋଟିଏ ପଟେ ଗୃହମନ୍ତ୍ରୀ ଅମିତ ଶାହ ନାଗରିକତା ସଂଶୋଧନ ବିଲକୁ ନେଇ ଗୃହରେ ଉପସ୍ଥାପିତ କରୁଥିଲେ। ଅନ୍ୟପଟେ ସଂସଦର ପ୍ରବେଶ ପଥରେ ଦେଖିବାକୁ ମିଳିଥିଲା କିଛି ଦୃଶ୍ୟ। ଜଣେ ବ୍ୟକ୍ତି ନିଜକୁ ସାଂସଦର ପରିଚୟ ଦେଇ…

କମ୍‌ ନମ୍ବର ରଖିବାରୁ ମୁହଁରେ କାଳି…

ଚଣ୍ଡୀଗଡ଼: ଘଟଣାଟି ଆପଣଙ୍କୁ ଚକିତ କରିଥିବ ନିଶ୍ଚିନ୍ତ କିନ୍ତୁ ସତ। ପରୀକ୍ଷାରେ କମ୍‌ ନମ୍ବର ରହିବାରୁ ସ୍କୁଲ କର୍ତ୍ତୃପକ୍ଷ ୬ ଜଣ ଛାତ୍ରଙ୍କ ମୁହଁରେ କାଳି ବୋଳି ସ୍କୁଲରେ ବୁଲାଇଛନ୍ତି। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ହରିୟାଣାର ହିସାର ଅଞ୍ଚଳରେ। ହିସାରର ମହାବୀର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ…

ଉତ୍ତରପୂର୍ବ ବନ୍ଦ

ନୂଆଦିଳ୍ଲୀ: ଗତକାଲି ମଧ୍ୟରାତ୍ରରେ ଲୋକସଭାରେ ପାରିତ ହୋଇଛି ବିବାଦୀୟ ନାଗରିକତା ସଂଶୋଧନ ବିଲ୍। ଏହି ବିଲ ବିରୋଧରେ ଉତ୍ତରପୂର୍ବ ରାଜ୍ୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ହୋଇଛି। ଆଜି ବନ୍ଦକୁ କଂଗ୍ରେସ, ଏଆଇୟୁଡିଏଫ, ଅଲ ଆସାମ ଷ୍ଟୁଡେଣ୍ଟ ୟୁନିଅନ, କୃଷକ ମୁକ୍ତି ସଂଗ୍ରାମ ସମିତି, ଅଲ…

୬ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର…

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଅଞ୍ଚଳରୁ ପ୍ରାୟ ୬ ଲକ୍ଷ ୮୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରାଯାଇଛି। ଆଜି ସକାଳ ପାଖାପାଖି ପ୍ରାୟ ସାଢ଼େ ୫ଟା ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗାଁରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢଉ କରାଯାଇଥିଲା। ରାଜପୁରର ଆବାସ ଖାନ ନାମକ…

ଝାଡଖଣ୍ଡରେ ୨ ଜଣ ସିଆରପିଏଫ ଯବାନ ସହିଦ

ରାଞ୍ଚି: ଝାଡ଼ଖଣ୍ଡରେ ସିଆରପିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ପାଟିତୁଣ୍ଡ ଉଗ୍ରରୂପ ନେଇ ଗୁଳିକାଣ୍ଡ ଘଟିଥିଲା। ଯବାନମାନେ ପରସ୍ପରକୁ ଗୁଳିମାଡ଼…

ସିଏବି: କଂଗ୍ରେସର ସହଯୋଗୀ କେନ୍ଦ୍ର…

ନୂଆଦିଲ୍ଲୀ: ଗତକାଲି ରାତିରେ ଲୋକସଭାରେ ପାରିତ ହେଲା ନାଗରିକତା ସଂଶୋଧନ ବିଲ୍‌(ସିଏବି)। ଗତକାଲି ମଧ୍ୟରାତ୍ରରେ ପାରିତ ହୋଇଥିବା ସିଏବି ସପକ୍ଷରେ ୩୧୧ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୮୦ ଖଣ୍ଡ ଭୋଟ ପଡ଼ିଥିଲା। ହେଲେ ବିଜେପି ଓ ଏନଡିଏକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ସହ…