Odisha Link
Bridging the Missing Links in Odisha
Daily Archives

December 11, 2019

“୫-ଟି ଏବଂ ମୋ ସରକାର”କୁ ବ୍ୟବାହାର କରି…

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯ୍ୟାତନା, ମହିଳା ଓ ନାବାଳିକା ଦୁ୍ଷ୍କର୍ମ ଭଳି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ବହୁ ଚର୍ଚ୍ଚିତ ସ୍ମିତାରାଣୀ, ବେବିନା, ଇତିଶ୍ରୀ ଆଦି ଅଧିକାଂଶ ଘଟଣାରେ ଶାସକ ବିଜେଡି ଦଳର ସଂପୃକ୍ତି ପ୍ରମାଣିତ ହୋଇଛି । ଅନ୍ୟ ପଟେ ରାଜ୍ୟ ସରକାର “୫-ଟି…

ମେଳା ବୁଲିଲେ ନବୀନ, କିଣିଲେ ଗହଣା ବାକ୍ସ

ଭୁବନେଶ୍ୱର: ଆଜି ମିଶନ ଶକ୍ତି ମେଳା ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି ବିଭିନ୍ନ ଷ୍ଟଲ । ମିଶନ ଶକ୍ତି ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା କରିବା ସହ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ…

ଭଙ୍ଗାଗଲା ବିଧାୟକଙ୍କ କ୍ୱାର୍ଟର୍ସ

ଭୁବନେଶ୍ବର: ହଁ ନାଇଁର ଅନ୍ତ ଘଟାଇ ଆଜି ଅପରାହ୍ନରେ ଭଙ୍ଗାଗଲା ବିଧାନସଭାର ପୁରୁଣା ଏମଏଲଏ କ୍ୱାର୍ଟର୍ସ। ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ନିକଟରେ ଥିବା ଏମ୍ଏଲ୍ଏ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା। ବିଧାୟକଙ୍କ କ୍ୱାର୍ଟର୍ସରେ ବୁଲିଲା ବୁଲଡୋଜର । ଗୋଟିଏ କ୍ୱାର୍ଟର୍ସର କିଛି ଅଂଶ ଆଜି ଉଚ୍ଛେଦ…

ଶେଷ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ହେଉଥିବା ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ ରେ ଖେଳାଯାଉଛି। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର…

ରଣଜୀ ଟ୍ରଫି: ଓଡ଼ିଶାର ଇନିଂସ୍ ବିଜୟ,…

ରାୟପୁର: ଜବରଦସ୍ତ ବିଜୟ ସହ ଚଳିତ ରଣଜୀ ସିଜିନ ଆରମ୍ଭ କରିଛି ଓଡ଼ିଶା ଦଳ। ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ଓଡ଼ିଶାକୁ ଜବରଦସ୍ତ ବିଜୟ ମିଳିଛି। ପେସବାହିନୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଇନିଂସ୍ ଓ ୩ ରନରେ ପରାସ୍ତ କରିଛି। ଏହି ବିଜୟରୁ ଓଡ଼ିଶାକୁ ପୂର୍ଣ୍ଣ ୭ ପଏଣ୍ଟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ଅଭୟ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବନିଯୁକ୍ତ ଡିଜିପି ଅଭୟ। ଆଜି ପୂର୍ବାହ୍ନରେ ଡିଜିପି ଅଭୟ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଦାୟିତ୍ୱ ନେବା ପରେ ସେ ପ୍ରଥମ କରି ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋ ସରକାର…

ବନ୍ଦ ହେଇଗଲା ରାଜ୍ୟସଭା ଟିଭି

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଏକ ବିରଳ ଘଟଣା ଘଟିଛି। ହଠାତ୍‌ କିଛି ସମୟ ପାଇଁ ରାଜ୍ୟସଭା ଟିଭି ବନ୍ଦ ହୋଇଯାଇଥିଲା। କାରଣ ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ବିଲ୍ ଉପରେ ବେଶ ଗରମାଗରମ ଆଲୋଚନା ଚାଲିଛି। ବିରୋଧୀ ଦଳମାନେ ଗୃହମନ୍ତ୍ରୀ…

ଏହା ପାକିସ୍ତାନର ସଂସଦ ନୁହେଁ: ଶିବସେନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲକୁ ନେଇ ରାଜ୍ୟସଭା ସରଗରମ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରାଜ୍ୟସଭାରେ ସିଏବି ବିଲକୁ ଆଗତ କରିଥିଲେ। ଏହାକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଦଳ ଏହି ବିଲ୍‌କୁ ବିରୋଧ କରୁଛନ୍ତି। ଲୋକସଭାରେ ସିଏବିକୁ ସମର୍ଥନ ଦେଇଥିବା ଶିବସେନା ରାଜ୍ୟସଭାରେ ୟୁଟର୍ଣ୍ଣ…

ପ୍ରମାେଦ ସାହୁଙ୍କୁ ଜାମିନ ଦେଲେ…

କଟକ: ଜାମିନ ପାଇଲେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ପ୍ରମୋଦ ସାହୁ। ଆଜି ହାଇକୋର୍ଟ ପ୍ରମୋଦ ସାହୁଙ୍କ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ଜାମିନ ଉପରେ ତଳକୋର୍ଟ ସର୍ତ୍ତ ରଖିପାରିବେ ବୋଲି ଅଦାଲତ କହିଛନ୍ତି। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ…

RISAT-2BR1 ସାଟେଲାଇଟ୍‌ ଉତକ୍ଷେପଣ

ଶ୍ରୀହରିକୋଟା: ଇସ୍ରୋ ପକ୍ଷରୁ ପିଏସଏଲଭି-ସି୪୮ର ଉତକ୍ଷେପଣ କରାଯାଇଛି । ପିଏସଏଲଭି-ସି୪୮ ଜରିଆରେ ରିସାଟ-୨ ବିଆର୧ ସାଟେଲାଇଟର ଉତକ୍ଷେପଣ କରାଯାଇଛି। ରିସାଟ-୨ ବିଆର୧ ହେଉଛି ରାଡାର ଇମେଜିଂ ସାଟେଲାଇଟ ସିରିଜର ଚତୁର୍ଥ ଉପଗ୍ରହ । ଏହା ପୃଥିବୀ ପୃଷ୍ଠରୁ ୫୭୬ କିମି ଉଚ୍ଚତାରେ ଅବସ୍ଥାପିତ ହେବ ।…