Odisha Link
Bridging the Missing Links in Odisha
Daily Archives

December 11, 2019

ନାଗରିକତା ସଂଶୋଧନ ବିଲ୍‌ ପାସ୍‌ ପରେ କଣ…

ନୂଆଦିଲ୍ଲୀ: ବହୁ ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ ବହୁ ବିତର୍କ ପରେ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାସ୍‌ ହୋଇ ସାରିଛି। ଏହି ବିଲ ପାସ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ଗୃହ ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ…

ଭୁବନେଶ୍ବର: ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ଗୃହ, ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ନବନିଯୁକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ…

ଓ୍ବେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ,…

ମୁମ୍ବାଇ: ନିର୍ଣ୍ଣାୟକ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ। ଟିମ୍‌ ଇଣ୍ଡିଆର ୨୪୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବିିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଓ୍ବେଷ୍ଟଇଣ୍ଡିଜ ଦଳ।

 ଚମକିଲେ ରୋହିତ-ରାହୁଲ ଯୋଡି,…

ମୁମ୍ବାଇ: ଛକା ଚୌକାର ବର୍ଷା ଜମିଲା ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ। ଟିମ୍‌ ଇଣ୍ଡିଆର ରନ୍‌ ବର୍ଷାରେ ଧରାଶାୟ ଓ୍ବେଷ୍ଟଇଣ୍ଡିଜ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବୋଲିଂ…

ପ୍ରଥମ ଭାରତୀୟ ଭାବେ ୪୦୦ ଛକା କ୍ଲବରେ…

ମୁମ୍ବାଇ: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଫର୍ମକୁ ଫେରିଲେ ହିଟ୍‌ ମ୍ୟାନ ରୋହିତ ଶର୍ମା। ଲାଗାତର ଦୁଇଟି ମ୍ୟାଚରେ ଖରାପ ପଦର୍ଶନ କରିବା ପରେ ଆଜି ଦମଦାର ପ୍ରଦର୍ଶନ କରିଛନ୍ତି ରୋହିତ। ୭୧ ରନର ଦମଦାର ଖେଳ ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ଏଥିସହ ରୋହିତ୍ ଏକ ନୂଆ…

ରାଜ୍ୟସଭାରେ ପାରିତ ହେଲା ନାଗରିକତା…

ନୂଆଦିଲ୍ଲୀ: ବହୁ ବିତର୍କ ପରେ ରାଜ୍ୟସଭାରେ ପାରତି ହୋଇଛି ନାଗରିକତା ସଂଶୋଧନ ବିଲ୍। ଏହି ବିଲ୍‌ ପୂର୍ବରୁ ଲୋକସଭାରେ ପାସ୍‌ ହୋଇ ସାରିଛି। ଆଜି ଏହି ବିଲକୁ ନେଇ ରାଜ୍ୟସଭାରେ ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହୋଇଥିଲା। ଶେଷରେ ବିଲ ସପକ୍ଷରେ ୧୧୭ ଭୋଟ ପଡ଼ିଥିବା ବେଳେ ବିରୋଧରେ ୯୨ ଭୋଟ…

ସିଲେକ୍ଟ କମିଟିକୁ ଯିବନାହିଁ CAB

ନୂଆଦିଲ୍ଲୀ: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଧେୟକ(ସିଏବି) । ରାଜ୍ୟସଭାରେ ସିଲେକ୍ଟ କମିଟିକୁ ପଠାନଯିବା ସପକ୍ଷରେ ୧୨୪ଭୋଟ ହୋଇଥିବା ବେଳେ ଏହାର ବିପକ୍ଷରେ ୯୯ ଟି ଭୋଟ ହୋଇଛି। ଭୋଟିଂ ସମୟରେ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା…

ଗୌହାଟୀରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌…

ଗୌହାଟୀ: ଗୋଟିଏ ପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ ଆସାମରେ ତୀବ୍ର ବିରୋଧ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି…

ଶକ୍ତିମନ୍ତ୍ରୀଙ୍କ ଦ୍ୱାରା ସୁବର୍ଣ୍ଣପୁର…

ଭୁବନେଶ୍ୱର : ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଯୋଜନା ଅନ୍ତର୍ଗତ ବିଦୁ୍ୟତିକରଣ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସର୍କିଟ୍‌ ହାଉସ୍‌ରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ…

ଏସ୍‌ଟିଏସ୍‌ସି ବିଭାଗରେ ଟ୍ରେନରମାନଙ୍କ…

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟର ସର୍ବନିମ୍ନ ମାନବୃଦ୍ଧି କରିବା ସହିତ ଆଇ.ଏସ୍‌.ଓ ମାନଯୁକ୍ତ କରିବା ନିମନ୍ତେ କ୍ୱାଲିଟି କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।…