ମୋ ନାଁ ସାବରକର ନୁହେଁ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ଭାରତ ବଞ୍ଚାଅ ସମାବଶରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ମେକ୍ ଇନ୍ ଇଣ୍ଡିଆ କୁ ରେପ୍ ଇନ୍ ଇଣ୍ଡିଆ କହି ଚର୍ଚ୍ଚାରେ ଥିବା ରାହୁଲ କହିଛନ୍ତି ଯେ, ମୋ ନାମ ରାହୁୁଲ ସବାରକର ନୁହେଁ ରାହୁୁଲ ଗାନ୍ଧୀ। ଯଦି କ୍ଷମା ମାଗିବାର ଅଛି…