Odisha Link
Bridging the Missing Links in Odisha

ଇରାନ ବିମାନ ଦୁର୍ଘଟଣା

ଇରାନ : ଆଜି ସକାଳୁ ଏକ ବିମାନ ଦିର୍ଘଟଣା ଗ୍ରସ୍ତ ହୋଇଛି । ତେହେରାନ ବିମାନ ବନ୍ଦର ପାଖରେ ଉଡ଼ାଣ ଭରିବା ପରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବିମାନ ବୋଇଂ ୭୩୭ ନାମ ଦୁର୍ଘଟଣାଗ୍ରସ୍ତ ।

ବିମାନରେ ୧୮୦ ଜଣ ଯାତ୍ରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ବିମାନଟିର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବିମାନଟି ୟୁକ୍ରେନ ଏୟାର ଲାଇନ୍ସର । ତେବେ ବିମାନଟି ପାଣି କିମ୍ବା ସ୍ଥଳଭାଗରେ ପଡ଼ିଛି ତାହାର ସୂଚନା ମିଳି ନାହିଁଁ ।

Comments are closed.