Odisha Link
Bridging the Missing Links in Odisha
Daily Archives

February 4, 2020

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ…

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜନାର୍ଦ୍ଦନ ଦ୍ୱିବେଦୀଙ୍କ ପୁଅ ସମୀର ଦ୍ୱିବେଦୀ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ସମୀର ମଙ୍ଗଳବାର ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କର…

ପୁରୀର ଐତିହ୍ୟ ଓ ସଂସ୍କୃତିରେ ଆସିବ ଅନେକ…

ଭୁବନେଶ୍ୱର: ପୁରୀର ଐତିହ୍ୟ ଓ ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ପୁରୀ ଐତିହ୍ୟ କରିଡ଼ର୍‌ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଜପତି ମହାରାଜ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି କି ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ଐତିହ୍ୟ,…

ଅଣ୍ଡର୍‌-୧୯ ବିଶ୍ୱକପ୍‌: ଭାରତକୁ ୧୭୩…

ପୋଚେଫଷ୍ଟ୍ରୁମ୍‌: ଆଇସିସି ଅଣ୍ଡର-୧୯ ବିଶ୍ବକପର ପ୍ରଥମ ସେମିଫାଇନାଲର ପ୍ରଥମ ଇନିଂସରେ ସମସ୍ତ ଓ୍ବିକେଟ ହରାଇ ୧୭୨ ରନ କରିବାକୁ ସକ୍ଷମ ହୋଇଛି ପାକିସ୍ତାନ ଦଳ। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ହାର ମାନିଛି ପାକିସ୍ତାନ। ଟିମ୍‌ ଇଣ୍ଡିଆ ଫାଇନାଲକୁ ଯିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭରରେ ୧୭୩ ରନ୍‌…

୧୬ ଦିନରେ ୭୦ କୋଟି ଆଦାୟ କଲାଣି ସେସୁ

ଭୁବନେଶ୍ୱର: ସେଣ୍ଟ୍ରାଲ ଇଲେକ୍ଟି୍ରସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ସ୍ୱତନ୍ତ୍ର ଅଭିଯାନ ଜରିଆରେ ଖିଲାପା ଗ୍ରାହକଙ୍କ ନିକଟସ୍ଥ ପ୍ରାୟ ୭୦ କୋଟି ଟଙ୍କାର ବିଜୁଳି ବକେୟା ଆଦାୟ କରିଛି। ଏହାଛଡ଼ା ଦୃଢ଼ କାର୍ଯ୍ୟାନୁଷ୍ଠାନ ଅଂଶସ୍ୱରୂପ କମ୍ପାନି ବିଲ୍ ଦାଖଲରେ ବିଫଳ ୨୦ ହଜାର ଖିଲାପ…

ଖେଳୁଥିବା ବେଳେ ନାବାଳିକାଙ୍କୁ ଅପହରଣ

ରାଉରକେଲା: ଖେଳୁଥିବା ବେଳେ ଦୁଇ ଜଣ ନାବାଳିକା ଗାଏବ। ବର୍ତ୍ତମାନ ସୁଦ୍ଧା ନାବାଳିକା ଦୁଇ ଜଣଙ୍କ ପତ୍ତା ମିଳୁନି। ଏପରି ଘଟଣା ଘଟିଛି ଉଦିତନଗର ଥାନା ଅନ୍ତର୍ଗତ ବିରଜାପଲି ଅଞ୍ଚଳରେ। ପଞ୍ଚମ ଶ୍ରେଣୀ ଛାତ୍ରୀ ରିୟା ସାଗର (୧୧ବର୍ଷ) ଏବଂ ପ୍ରୀତି ସୁରେନ (୮ବର୍ଷ ) କାଲିଠୁ ମିଳୁନାହାନ୍ତି। ଗତକାଲି ଦୁହେଁ…

ବିଜେପିକୁ ଟାର୍ଗେଟ କଲେ ଅରବିନ୍ଦ…

ନୂଆଦିଲ୍ଲୀ: ଆସନ୍ତା ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦିଲ୍ଲୀ ରାଜନୀତି ଗରମ। ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ…

ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ…

ଭୁବନେଶ୍ୱର :ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରିସ୍ଥିତ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ଏକ ନୂତନ କୋଠା ନିର୍ମାଣ ପାଇଁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ୭୦ ଲକ୍ଷ ୭୧ ହଜାର ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି । ଏଥି ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା…

ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ବର: ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ। ବାର୍ଡ ଫ୍ଲୁ ଚିହ୍ନଟ ପରେ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମକୁ ସିଲ୍‌ କରାଯାଇଛି। ଫାର୍ମକୁ ସିଲ୍‌ କରି ଲାଲ୍‌ ପତାକା ଲଗାଇଛନ୍ତି କର୍ତ୍ତୃପକ୍ଷ। ଫାର୍ମକୁ ୩ ମାସ ପାଇଁ ସିଲ୍‌ କରାଯାଇଛି ଏବଂ ୧୫ ଦିନରେ ଥରେ ଏହାକୁ ବିଶୋଧନ କରାଯିବା। ଏଥିସହ…

ଉତ୍କଳଗୌରବ ମଧୁସୂଦନ ଦାସଙ୍କ…

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ଆନୁକୂଲ୍ୟରେ ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…

ମହାତ୍ମା ଗାନ୍ଧୀଙ୍କ ଅସଲି ଅନୁଗାମୀ…

ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ। ଏପରିକି ଆଜି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ବା ଛୁଆ ସହ ତୁଳନା କରିଛନ୍ତି। ସଂସଦର ଶୂନ୍ୟକାଳରେ ଅଧୀର ରଞ୍ଜନ ଚୌଧୁରୀ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ…