Odisha Link
Bridging the Missing Links in Odisha
Daily Archives

February 4, 2020

ଶୁଲଭ ଓ ଗୁଣବତା ଶିକ୍ଷା ବିଦ୍ୟାର୍ଥୀ…

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ୪୪ତମ ରାଜ୍ୟ ଅଧିବେଶନ କଟକ ସ୍ଥିତ ବିଡାନାସି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହା ତା ୩୧ ଜାନୁଆରୀ ରିଖ ଠାରୁ ଆରମ୍ଭ ହୋଇ ୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥିଲା । ଏହି ୪୪ତମ ରାଜ୍ୟ ଅଧିବେଶନକୁ ଓଡିଶାର ମହାମହିମ…

ଆଇସିଏଆଇ ଇଣ୍ଟରମିଡିଏଟ୍‌ ପରୀକ୍ଷାରେ…

କଳାହାଣ୍ଡି: ସର୍ବଭାରତୀୟସ୍ତରରେ ଗୌରବ ଆଣିଲେ ଓଡ଼ିଆ ଝିଅ। ଆଇସିଏଆଇ ଇଣ୍ଟରମିଡିଏଟ ପରୀକ୍ଷାରେ ଟପ୍ପର ହେଲେ କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ। ତାଙ୍କ ପିତା ସୁନୀଲ କୁମାର ଅଗ୍ରୱାଲ ଜୁନାଗଡ଼ର ଜଣେ ବ୍ୟବସାୟୀ ଭାବେ କାମ କରନ୍ତି। ସାଇନା ବାପାଙ୍କ କହିବା ଅନୁଯାୟୀ, ପରୀକ୍ଷା ପାଇଁ ତାଙ୍କ ଝିଅ ସାଇନା…

କଂଗ୍ରେସ୍‌ ରାଜନୀତି: ନିରଞ୍ଜନଙ୍କ ଠାରୁ…

ଭୁବନେଶ୍ୱର: ଜଣକ ପରେ ଜଣେ କଂଗ୍ରେସ୍‌ ନେତା ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି। ସାଂଗଠନିକ କାର୍ଯ୍ୟକ୍ରମ ସ୍ଥାଣୁ ହେବା ସହ ନିରଞ୍ଜନଙ୍କ କୋଟେରି ମନମୁଖୀ ଆଚରଣ କରୁଥିବାରୁ ଗୋଷ୍ଠୀ ଲୋେକ ଏବେ କରଛଡ଼ା ଦେବା ଆରମ୍ଭକଲେଣି। ପୂର୍ବରୁ ଅନେକ ଯୁବ ନେତା ନିରଞ୍ଜନଙ୍କୁ…

ଅନୁଭବ ଓ ଅରିନ୍ଦମଙ୍କ ପରେ ଏହି ନାୟକଙ୍କ…

ଭୁବନେଶ୍ବର : ଓଡ଼ିଆ ସିନେଜଗତରେ ଯୁବ ନିର୍ଦେଶକ ଭାବରେ ପରିଚୟ ସୃଷ୍ଟି କରି ସାରିଛନ୍ତି ଆପୁ କାନୁନଗୋ । ତାଙ୍କ ନିର୍ଦ୍ଦେଶିତ ସିନେମା ‘ସାତସୂରେ ବନ୍ଧା ଏ ଜୀବନ’ ଏବଂ ‘ଡାଡି –ଦ ଲିଭିଂ ଗଡ୍’ ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା । କିଛି ଦିନର ବ୍ୟବଧାନ ପରେ ପୁଣି ଏକ ନୂଆ ଓଡ଼ିଆ ସିନେମା ନିର୍ମାଣ କରୁଥିବା…

ଏଣିକି ୬ ବର୍ଷରେ ଥରେ ବଦଳିବେ କିରାଣୀ :…

ଭୁବନେଶ୍ବର: ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର । ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ।  ବିଦ୍ୟାଳୟ…

ଏଣିକି ଅଳିଆ ଉଠାଇବାକୁ ପଇସା, ବାହାରେ…

ଭୁବନେଶ୍ବର: ଏଣିକି ଅଳିଆ ଉଠାଇବାକୁ ଦେବାକୁ ପଇସା। ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି ବିଏମସି। ଫଳରେ ରାଜଧାନିବାସୀଙ୍କୁ ଅଳିଆ ଉଠା ବାବଦକୁ ଦେବାକୁ ପଡ଼ିବ ପଇସା। ରାଜଧାନୀର ସଫେଇ ପାଇଁ ବିଏମସି ବର୍ଷକୁ ୬୫ କୋଟି ଟଙ୍କା ଖର୍ଚ୍ଚ କରୁଛି। ହେଲେ ଏ ବାବଦରେ ଟଙ୍କାଟିଏ ଆଦାୟ ହେଉନାହିଁ। ୪ ବର୍ଷ ତଳୁ…

ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୬ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି…

ରେଳ ଧାରଣା କଡରୁ ଯୁବକଙ୍କ ମୃତଦେହ…

ବ୍ରହ୍ମପୁର: ବ୍ରହ୍ମପୁରର ଖୋଡା ସିଂ ରେଳ ଧାରଣା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ଖଲ୍ଲିକୋଟ ଜୁନିୟର କଲେଜର କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ୱର ନାୟକ ଓରଫ ଲଡୁ (୨୭) ବୋଲି ଜଣାପଡିଛି। ସୋମବାର ଭୁବନେଶ୍ୱର ରାତି ୯ଟା ବେଳେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ।…

ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି…

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ଚଳିତବର୍ଷ ଖଣ୍ଡଗିରିର ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ। କାରଣ ରାନୀ ପଣ୍ଡା ଓ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରି ଆସିବାକୁ ମନା। ବ୍ୟାନ…

ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଆସନ୍ତା ଫେବୃଆରୀ ୧୨ ତାରିଖରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିବା ବେଳେ, ଏବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଏହି ଗସ୍ତ ବାତିଲ ହୋଇଥିବାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ି ନାହିଁ। ଏଥିସହ ଅମିତ ଶାହ ପୁଣି କେବେ ଓଡ଼ିଶା ଆସିବେ ସେନେଇ…