Odisha Link
Bridging the Missing Links in Odisha
Daily Archives

February 11, 2020

ଦିଲ୍ଲୀ ନିର୍ବାଚନ ଫଳାଫଳ; କେଉଁଠି କିଏ…

ନୂଆଦିଲ୍ଲୀ: ଆଜି ସକାଳ ୮ଟାରୁ ଦିଲ୍ଲୀରେ ଭୋଟ୍ ଗଣତି ଜାରି ରହିଛି। ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୧ଟି କେନ୍ଦ୍ରରେ ଭୋଟ୍ ଗଣତି ହେଉଛି। ୭୦ସିଟ୍‌ ବିଶିଷ୍ଟ ବିଧାନସଭା ଆସନ ପାଇଁ ଭୋଟଗଣନା ଜାରି ରହିଛି। ତେବେ ବର୍ତ୍ତମାନ ସୁଦ୍ଧାର…

ସୁପ୍ରିମକୋର୍ଟରେ ଆଜି ନିର୍ଭୟା ମାମଲା…

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ହେବ। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ସୂଚନାଯୋଗ୍ୟ, ଗତ ୩୧ ଜାନୁଆରୀରେ ପଟିଆଲା ହାଉସ୍…

ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୫…

ସମ୍ବଲପୁର: ସମ୍ବଲପୁର ରେଢାଖୋଲ ଲମଖେତା ଓ ଆମଦର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସମ୍ବଲପୁର ରେଢାଖୋଲ ରାସ୍ତାର ଲମଖେତା ଓ ଆମଦରଠାରେ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ୫ ଯାତ୍ରୀ ଗୁରୁତର ହୋଇଥିବା…

ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଓ…

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବଟମହାବୀର ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ। ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମଗିରି ବଟମହାବୀର ମନ୍ଦିରରରୁ ତାଲା ଭାଙ୍ଗି ଚୋରି ହୋଇଛି।…

ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍…

ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷାର ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ, ରିଡରମାନଙ୍କୁ ସାମିଲ କରାଯିବ। ସେମାନେ ମାଟ୍ରିକ୍‌ ପରୀକ୍ଷାର ତଦାରଖ…

ଦିଲ୍ଳୀ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହୋଇଛି। ୨୧ ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯାଉଛି। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳରୁ ଆପ୍‌ :୫୩ଟି ବିଜେପି :୧୬ଟି କଂଗ୍ରେସ: ୧ଟି ଆସନରେ…

ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ…

ମାଉଣ୍ଟ ମୌଙ୍ଗନୁଇ:  ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚରେ ହାରିସାରିଛି ଟିମ ଇଣ୍ଡିଆ। ହାତରୁ ସିରିଜି ଚାଲିଯାଇଥିବା ବେଳେ ଆଜିର ମ୍ୟାଚ ଜିତି ଭାରତ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା…

ଆଜି ଦିଲ୍ଲୀ ବିଧାନସଭା ଫଳାଫଳ

ନୂଆଦିଲ୍ଲୀ:  ମାତ୍ର ଆଉ କିଛି ମିନିଟ୍‌ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନର ମତଗଣନା ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ସରିଛି। ବୁଥ ବାହୁଡା ମତ ବା ଏକଜିଟ ପୋଲର ଆକଳନ ଅନୁସାରେ ଦିଲ୍ଲୀରେ ଆପ ବା କେଜ୍ରିୱାଲ ପୁଣି କ୍ଷମତାକୁ ଫେରିବେ ବୋଲି କୁହାଯାଉଥିଲେ…

ମାର୍ଚ୍ଚ ୮ରେ ତୃତୀୟ ‘ପେନ୍‌ ଇନ୍‌…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଚଳିତ ମାର୍ଚ୍ଚ ୮ ତାରିଖରେ ପ୍ରଦାନ କରାଯିବ। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ୨୦୧୯ ମସିହା ପାଇଁ ଏହି ଲେଖକମାନଙ୍କୁ ପୁରସ୍କୃତ କରାଯିବ…