Odisha Link
Bridging the Missing Links in Odisha
Daily Archives

February 20, 2020

ବିଧାନସଭା ଖବର: କାଳିଆ ଗୋଳିଆରୁ କମ୍ଫିଲା…

ଭୁବନେଶ୍ବର: ଗୃହର ଉଠିଲା କାଳିଆ ଯୋଜନା ବାବଦରେ ଗୋଳମାଳିଆ ତଥ୍ୟ। ଆଜି ବିଧାନସଭା ଗୃହରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ଭିନ୍ନ ତଥ୍ୟ ଦେଉଛନ୍ତି। ବଜେଟ୍‌ ଉପସ୍ଥାପନ ବେଳେ କହିଲେ ୪୩ ଲକ୍ଷଙ୍କୁ କାଳିଆ ଟଙ୍କା ମିଳିଛି। କେଉଁଟା ଠିକ୍‌ ଓ କେତେ…

ବଢ଼ିବନି ସର୍ବକ୍ଷମା ଅବଧି : ମନ୍ତ୍ରୀ

ଭୁବନଶ୍ବର: ଆଉ ସର୍ବକ୍ଷମା ଅବଧି ବଢ଼ିବନି ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ, ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ କିନ୍ତି ଆଉ ବଢ଼ିବନି। ଯେଉଁମାନ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି। ଖିଲାପୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।…

କଂଗ୍ରେସ ଛାଡ଼ିବେ ସିଦ୍ଧୁ !

ନୂଆଦିଲ୍ଲୀ: କଂଗ୍ରେସ ଛାଡି ପାରନ୍ତି  ପୂର୍ବତନ କ୍ରିକେଟର ତଥା ପଞ୍ଜାବର ବିଧାୟକ ନବଜୋତ ସିଂହ ସିଦ୍ଧୁ। ସିଦ୍ଧୁ ଏବେ କଂଗ୍ରେସ ଛାଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି। ସିଦ୍ଧୁଙ୍କ ଦଳ…

ପଟିଆ ବିଗ୍‌ ବଜାର ସିଲ୍

ଭୁବନେଶ୍ବର:  ପଟିଆ ସ୍ଥିତ ବିଗ୍ ବଜାରକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ। ବିଏମସି କମିଶନର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାରକୁ ସିଲ୍ କରାଯାଉଥିବା ଜଣାପଡିଛି। ଏହି ବିଗ୍ ବଜାରରେ ପରିମଳ, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ପାର୍କିଂ ସମସ୍ୟା ରହିଥିବାରୁ ତାହାକୁ ସିଲ୍ କରାଯାଇଥିବା…

‘ହାପିନେସ୍‌ କ୍ଲାସ୍‌’ ଦେଖିବେ ମେଲାନିଆ…

ନୂଆଦିଲ୍ଲୀ: ଆସନ୍ତା ୨୪ ତାରଖ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ । ଏହି ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ପରିଦର୍ଶନ କରିବାକୁ ଯିବେ ମେଲାନିଆ ଟ୍ରମ୍ପ୍‌। ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ କେଜ୍ରିଓ୍ଵାଲ୍‌…

କଂଗ୍ରେସର କ୍ରାଇମବ୍ରଞ୍ଚ ତଦନ୍ତ ଦାବି

ଭୁବନେଶ୍ବର: ବାଙ୍କୀ ଡବଲ ମର୍ଡର ଘଟଣାରେ ବିଜେଡିର ଲୋକ ସାମିଲ ଅଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିବା ସହ ଚଳିତ ବର୍ଷ ରାଜ୍ୟ ବଜେଟ୍ ଅତ୍ୟନ୍ତ ହତାଶଜନକ ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି କି, ବାଙ୍କୀରେ ଜଣେ ସରପଞ୍ଚଙ୍କ…

ଅଶ୍ଳୀଳ ମେସେଜ୍: ବୃଦ୍ଧ ଗିରଫ

ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ବୃଦ୍ଧ ଗିରଫ। ଗିରଫ ବୃଦ୍ଧ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ. ସରିଫ। ଏସ.କେ. ସରିଫଙ୍କ ନିଜ ଘର ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଚରମ୍ପାର ଏରେଇଁଠାରେ…

ଉହାନରୁ ୧୨୦ ଭାରତୀୟଙ୍କୁ ଆଣିବ ସି-୧୭…

ନୂଆଦିଲ୍ଲୀ : ମହାମାରୀର ରୂପ ନେଇ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଫଳରେ ସାରା ବିଶ୍ବ ଏବେ କରୋନାକୁ ନେଇ ଭୟଭିତ। ସେପଟେ କରୋନା ଭାଇରସ୍‌ର ଏନ୍ତୁଡିଶାଳ କୁହାଯାଉଥିବା ଉହାନରେ ସହରରେ ଫଶି ରହିଛନ୍ତି ୧୨୦ ଭାରତୀୟ। ସେହି ୧୨୦ ଭାରତୀୟ…

ଲୋକନାଥଙ୍କ ପୀଠରେ ଜଳୁଛି ବୃହତ୍‌ ଦୀପ

ପୁରୀ: ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଗତକାଲି ଶ୍ରୀଲୋକନାଥଙ୍କ ପୀଠରେ ଜଳିଛି ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଅଷ୍ଟମ ବର୍ଷ ଲାଗି ଏହି ବୃହତ୍‌ ଦୀପ ଜଳାଯାଇଛି। ଏହି ଦୀପ ଜାଗର ଯାତ୍ରା ମହାଦୀପ ଉଠିବା ପର୍ଯ୍ୟନ୍ତ ଜଳିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସନ୍ଧ୍ୟାରେ ଅନୁଷ୍ଠିତ ଏହି ଦୀପ…

‘କରୋନା’ ଆତଙ୍କ: ୨୧୨୮ ମୃତ

ବେଜିଂ: ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପି ସାରିଲାଣି କରୋନା ଭାଇରସ୍। କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୨୮ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର୭୨୮କୁ ବୃଦ୍ଧି ପାଇଛି। ହୁବେଇ ସ୍ବାସ୍ଥ୍ୟ…