Odisha Link
Bridging the Missing Links in Odisha
Daily Archives

February 20, 2020

Ctrl+C ଏବଂ Ctrl+Vର ଜନକ ପରଲୋକରେ

ଓ୍ୱାଶିଂଟନ: ଆଜିର ଆଧୁନିକ ଯୁଗରେ ପ୍ରାୟ ସମସ୍ତେ କମ୍ପ୍ୟୁଟର ହେଉ ବା ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଆଉ କମ୍ପ୍ୟୁଟର ହେଉ ବା ସ୍ମାର୍ଟ ଫୋନ ବ୍ୟବହାର ସମୟରେ Ctrl+C (କପି) ଏବଂ Ctrl+V (ପେଷ୍ଟ ବା ରିପ୍ଲେସ) ଏହି ଦୁଇଟି ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ଏହି କି ଓ୍ୱାର୍ଡକୁ ଆବିଷ୍କାର…

ମୋଦିଙ୍କୁ ସାକ୍ଷାତ କରିବେ ରାମ ମନ୍ଦିର…

ନୂଆଦିଲ୍ଲୀ: ଗତକାଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି ବୈଠକ ପରେ ଆଜି ରାମ ମନ୍ଦିର ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଗୋପାଳ ଦାସ କହିଛନ୍ତି ଯେ,…

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଧର୍ମଗଡ : ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯିବା…

ମହାଶିବରାତ୍ରି ପାଳନ ପୂର୍ବରୁ ମନ୍ଦିରର…

ଭୁବନେଶ୍ୱର : ଶୈବପୀଠରୁ ଶୁଭୁଛି ଓଁକାର ଧ୍ୱନି । ଗହ ଗହ ହୋଇଉଠିଛି ଏକାମ୍ର କ୍ଷେତ୍ର । ଭକ୍ତ, ଶ୍ରଦ୍ଧାଳୁ, ସାଧୁସନ୍ଥମାନଙ୍କ ଆଗମନରେ ରାଜ୍ୟର ଶିବମନ୍ଦିରଗୁଡ଼ିକରେ ସୃଷ୍ଟି ହୋଇଛି ନିଆରା ଆଧ୍ୟାତ୍ମିକ ପରିବେଶ । ଏଭଳି ପରିବେଶରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେନତାର ବାର୍ତ୍ତା ବାଣ୍ଟିଛି ସହର…

ସର୍ବକ୍ଷମା ପୁନଃବିଚାର ରୁଲିଂ

ଭୁବନେଶ୍ୱର: ଆଜି ବିଧାନସଭାରେ ସର୍ବକ୍ଷମା ଯୋଜନାର ଡେଡଲାଇନ ବଢାଇବାକୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଦାବି କରିଛନ୍ତି। ବିଧାନସଭାରେ ଶ୍ରୀ ମିଶ୍ରଙ୍କ ଦାବିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏନେଇ ରୁଲିଂ ଦେଇଛନ୍ତି। ଏହା ଉପରେ ପୁନଃବିଚାର କରିବାକୁ ନଗର ଉନ୍ନୟନ ବିଭାଗକୁ ବାଚସ୍ପତି ନିଦେ୍ର୍ଧଶ…

କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ…

ଓ୍ବିଲିଙ୍ଗଟନ: କାଲିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍ ସିରିଜ। ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଟେଷ୍ଟ୍ ଫେବୃୟାରୀ ୨୧ରୁ ୨୫ତାରିଖ ଯାଏଁ ଓ୍ବିଲିଙ୍ଗଟନର ବେସିନ୍ ରିଜର୍ଭ ପାର୍କରେ ଖେଳାଯିବ। ଉଭୟ ଟିମ୍ ଦୁଇ ଦିନ ପୂର୍ବରୁ ଏଠାରେ ପହଞ୍ଚି ମ୍ୟାଚ୍‌ ଜିତିବା ପାଇଁ ଅଭ୍ୟାସ…

ଯଥେଷ୍ଟ ପ୍ରମାଣ ଅଛି

ଭୁବନେଶ୍ୱର: ମାଆ, ଝିଅ ହତ୍ୟା ମାମଲାରେ ଅନୁପ ସାଏଙ୍କ ଗିରଫ ପରେ ରାୟଗଡ଼ ପୁଲିସ ତନାଘନାକୁ ଜୋରଦାର କରିଛି। ଏନେଇ ରାୟଗଡ଼ରେ ବିଳାସପୁର ରେଞ୍ଜ ଆଇଜି ଦୀପାଂଶୁ ସାଭ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆମେ ପ୍ରମାଣ ଯୋଗାଡ଼ କରୁଛୁ। ଏହା ଏକ…

ଜାହାଜରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭୂତାଣୁର ଭୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଆକ୍ରାନ୍ତରେ ଅନେକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଏହାର କିଛି ମାତ୍ରାର ଆଶଂଙ୍କା ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା ଡାଏମଣ୍ଡ ପ୍ରିନ୍‌ସେସ ଜାହାଜରେ ୨ଜଣ କରୋନାରେ ଆକ୍ରାନ୍ତ…

ବିଧାନସଭାରେ ବେକାର ସମସ୍ୟା ତାତି

ଭୁବନେଶ୍ୱର: ଆଜି ବିଧାନସଭା ଶୂନ୍ୟକାଳରେ ରାଜ୍ୟରେ ଦେଖାଦେଇଥିବା ବେକାର ସମସ୍ୟା ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଥିଲେ। ତାଙ୍କ ସୂଚନା ଅନୁଯାୟୀ ୨୨ ଲକ୍ଷ ୫୭ ହଜାର ଶିକ୍ଷିତ ବେକାର ଚାକିରି ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର…

କାଲି ଶିବରାତ୍ରି ଚଳ ଚଂଚଳ ଶୈବପୀଠ

ଭୁବନେଶ୍ବର: ଆସନ୍ତା କାଲି ମହା ଶିବରାତ୍ରି। ମହା ଶିବରାତ୍ରି ପାଇଁ ରାଜ୍ୟରେ ଥିବା ସମସ୍ତ ଶୈବ ପୀଠଗୁଡିକ ଚଳ ଚଂଚଳ। ଜାଗର ପାଇଁ ବିଶେଷ କରି ଶ୍ରୀ ଲିଙ୍ଗରାଜ, ଶ୍ରୀ ଲୋକନାଥ, ଶ୍ରୀ ଆଖଣ୍ଡଳମଣି, ଗୁପ୍ତେଶ୍ୱର, ହରିଶଙ୍କର, ଚନ୍ଦନେଶ୍ୱର, ଧବଳେଶ୍ୱର, କପିଳେଶ୍ୱର, କପିଳାସ, ଐଶାନେଶ୍ୱର, ଓଁକାରେଶ୍ୱର,…