Odisha Link
Bridging the Missing Links in Odisha
Monthly Archives

February 2020

ରାଜରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ: ରାଜ ରାସ୍ତାରେ ପ୍ରସୂତୀଙ୍କ ପ୍ରସବ କରିଛନ୍ତି। ଏପରି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ। ମିଳିଥିବା ସୂଚନା ଅନୁସାରେ, ମହିଳା ଜଣକ ବିକୃତ ମସ୍ତିଷ୍କର ଅଟନ୍ତି। ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି। ଏଭଳି ଅସହାୟତାର ସୁଯୋଗ ନେଇ କେହି ଦୁର୍ବୃତ୍ତ…

ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟରେ ଗାଧୋଉଥିବା ବେଳେ ନାବାଳକଜଣକ ଗତ ଗୁରୁବାରଠୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ପତ୍ତା ମିଳିପାରିନଥିଲା। ହେଲେ ଆଜି ନାବାଳର ମୃତଦେହ ମିଳିଛି। ସକାଳୁ ପାଣିରେ ମୃତଦେହ…

ଜଳିଗଲା ୧୩ ବଖରା ଘର

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ମା’ ଓ ପୁଅ। ଗାଁର ଧନୁ ପ୍ରଧାନଙ୍କର ଦୁଇ ବଖରା, ଶରତ ପଧାନଙ୍କର ଦୁଇ ବଖରା, କାର୍ତ୍ତିକ ପ୍ରଧାନଙ୍କର ତିନି…

ଆଜି ୧୨ଘଣ୍ଟିଆ ବାଙ୍କୀ ବନ୍ଦ

ବାଙ୍କୀ: ଡବଲ ମର୍ଡର ଘଟଣାରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। ଦୁଇଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଓ କ୍ରାଇମବ୍ରାଂଚ ତଦନ୍ତ ଦାବି କରି ୧୨ ଘଣ୍ଟିଆ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ କର୍ମୀ ବାଙ୍କୀର ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅମିତ ଶାହ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସକାଳ ୯ଟାରେ ପୂଜାର୍ଚ୍ଚନା କରିଥିବେ ସୂଚନା ରହିଛି। ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ଗୃହମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା। ଅମିତ ଶାହାଙ୍କ ପୁରୀ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।…

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା, ୧୧୪୩…

ଭୁବନେଶ୍ବର: ସାରା ରାଜ୍ୟରେ ମାର୍ଚ୍ଚ ୩ରୁ ଆରମ୍ଭ ହେବ ୨୦୨୦ ଯୁକ୍ତ ୨ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାରେ କପି ରୋକିବା ପାଇଁ ସିସି କ୍ୟାମେରା ଚଳିତ ବର୍ଷ ବାଧ୍ୟତାମୂଳକ କରାଯାଇଛି। ତେବେ କିଛି କନିଷ୍ଠ ମହାବିଦ୍ୟାଳୟ…

ଛୁଟିଦିନରେ ବସିବ ହାଇକୋର୍ଟଙ୍କ…

କଟକ: ଏଣିକି ଶନିବାର ଛୁଟି ଦିନରେ ବସିବ ହାଇକୋର୍ଟଙ୍କ ସ୍ବତନ୍ତ୍ର ବେଞ୍ଚ। ତଳକୋର୍ଟରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ମାମଲାର ଶୁଣାଣି କରାଯିବ। ୩ ଟି ସ୍ବତନ୍ତ୍ର ଖଣ୍ଡପୀଠରେ ପଡି ରହିଥିବା ମାମଲାର ଶୁଣାଣି କରାଯିବ । ବିଶେଷକରି ୫ ବର୍ଷରୁ ଅଧିକ ସଜା କାଟୁଥିବା ଅପରାଧୀଙ୍କ ଆବେଦନ ଉପରେ ଶୁଣାଣି କରାଯିବ…

ଅମିତ ଶାହଙ୍କୁ କ୍ଷମା ମାଗିଲେ…

ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କ୍ଷମାପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ରାଜଧାନୀ ଭୁବନାଶ୍ବରର ଜନତା ମଇଦାନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସିଏଏ ସମର୍ଥନ ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମାପ୍ରାର୍ଥନା କଲେ…

କହ୍ନେୟାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ…

ନୂଆଦିଲ୍ଲୀ: ପୂର୍ବତନ ଜେଏନ୍‌ୟୁ ସଭାପତି କହ୍ନେୟା କୁମାରଙ୍କ ନାମରେ ଚାଲିବ ଦେଶଦ୍ରୋହ ମାମଲା। ଦିଲ୍ଲୀ ସରକାର ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌କୁ ଅନୁମତି ଦେବା ପରେ ଏହା ସ୍ପଷ୍ଟ ହୋଇଯାଇଛି। କହ୍ନେୟା ଏବଂ ଜେଏନ୍‌ୟୁ ଛାତ୍ର ସଂଘର ଅନ୍ୟ ପୂର୍ବତନ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ଅନୁଯାୟୀ,…

୫୫ ବର୍ଷରେ କଂଗ୍ରେସ ଓଡ଼ିଶା ପାଇଁ ଯାହା…

ଭୁବନେଶ୍ବର: ଲୋକସଭା ନିର୍ବାଚନରେ ଓଡିଶାବାସୀ ବିଜେପିକୁ ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଶ୍ୱାସ କରି ୩୮.୪ ପ୍ରତିଶତ ଭୋଟ ଦେଇ ୮ ଜଣ ସାଂସଦଙ୍କୁ ବିଜୟୀ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିକୁ ୧.୧ କୋଟି ଭୋଟ ମିଳିଥିବାବେଳେ ବିଜେପିକୁ ୯୧ ଲକ୍ଷ ଭୋଟ ମିଳିଛି । ବିଧାନସଭା ନିର୍ବାଚନରେ…