Odisha Link
Bridging the Missing Links in Odisha
Monthly Archives

February 2020

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ…

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ ଅଫିସରେ ସ୍ବାବଲମ୍ବୀ କାରିଗର ଭବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ। ପରେ ଏସପିଙ୍କୁ ମଧ୍ୟ…

ବନ୍ଧୁକ ଖୋଜୁ ଖୋଜୁ ବ୍ରାଉନସୁଗାର!

ଭୁବନେଶ୍ବର: ଚୋରା ବନ୍ଧୁକ ଖୋଳତାଡ଼ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ଏକ ବଡ଼ ସଫଳତା ମିଳିଛି। ଏସଟିଏଫ ୨ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି। କଟକରେ ଚଢଉ କରି କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ସମ୍ପୃକ୍ତ ୨ ବେପାରୀଙ୍କୁ ଗିରଫ କରିଛି। ଏଥିସହ ୫୦ ଗ୍ରାମ ବ୍ରାଉନସୁଗର, ୮ଏମଏମ…

କେଉଁଠି, କିପରି ପାଳନ କରାଯାଏ ହୋଲି…

ଭୁବନେଶ୍ବର : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଏହି ପର୍ବଟି ବହୁତ ପୁରତନରୁ ପାଳନ ହୋଇଆସୁଛି । ରାଗରୋଷ ଭୁଲି ପରସ୍ପରକୁ ଅଭିନନ୍ଦନ ଜଣାଇବାର ଏପରି ଉତ୍ସବକୁ ପ୍ରତି ଭାରତୀୟ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ହୋଲି ଦେଶରେ ଭାତୃତ୍ୱର ପରିଚୟ ସୃଷ୍ଟି କରିଥାଏ । ଏହି ପର୍ବଟି ଖାଲି ଆମ ଦେଶ ମଧ୍ୟରେ…

ନବୀନଙ୍କ ସାମ୍ନାରେ ଆୟୁଷ୍ମାନ ଅପିଲ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅପିଲ କରିଛନ୍ତି। ସମ ସଭାରେ ଏକାଠି ଥିବାବେଳେ ନବୀନଙ୍କ ସାମନାରେ ହିଁ ଧର୍ମେନ୍ଦ୍ର ଏଭଳି ଅପିଲ କରିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ନବୀନଙ୍କୁ…

ସରୁଛି ଅବଧି; ରାଜ୍ୟର ବିଭିନ୍ନ ଆରଟିଓ…

ଭୁବନେଶ୍ବର: ସରୁଛି ଆରଟିଓ ଅବଧି ଏଥିପାଇଁ ଗାଡ଼ି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା ଦେଖାଦେଇଛି। ସାରା ରାଜ୍ୟରେ ଆରଟିଓ ଅଫିସ ଗୁଡିକ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି। ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଣ୍ଟାର ମହଲତ। କାଲିଠୁ ରାଜ୍ୟରେ କଡାକଡ଼ି ହେବ ନୂଆ…

ସୁପର ହିଟ ସିନେମାରେ ନଜର ଆସୁଛନ୍ତି…

ଚେନ୍ନାଇ: ସାଉଥର ସୁପରଷ୍ଟାର ପ୍ରଭାସ ବହୁତ ଶୀଘ୍ର ଏକ ସିନେମାରେ ନଜର ଆସୁଛନ୍ତି । ନିର୍ମାତା କମ୍ପାନୀ ‘ବୈଜୟନ୍ତୀ ମୁଭିଜ୍’ ଏହି ସିନେମାକୁ ନେଇ ଘୋଷଣା କରିଛନ୍ତି । ସିନେମାଟିକୁ ନିର୍ଦ୍ଦେଶକ ନାଗ ଅଶ୍ୱିନ୍ ନିର୍ଦ୍ଦେଶନା ଦେବେ। ସିନେମଟିର ଶୁଟିଂ ଚଳିତ ବର୍ଷର ଶେଷ ସୁଦ୍ଧା ଆରମ୍ଭ ହେବ। ବୈଜୟନ୍ତୀ…

ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖୋର୍ଦ୍ଧା: ଟ୍ରେନ୍‌ ଲାଇନ୍‌ ପାରେ ହେବା ବେଳେ ଟ୍ରେନ୍ ଧକ୍କାରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ରୋଡ୍‌ ଅରାଗଡ଼ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟେନ୍। କାନରେ ଇଅର ଫୋନ୍‌ ଦେଇ ବାଇକ୍‌ରେ ଯିବାବେଳେ ପିଟିଲା କଟକ-ପୁରୀ ପାସେଞ୍ଜେର। ବାଇକରେ ୩ ଜଣ ଥିଲେ। ଫଳରେ ଘଟଣା ସ୍ଥଳରେ ବାଇକ…

ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହା

ଭୁବନେଶ୍ବର: ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂହ ପଟେଲ, ସାଂସଦ…

ତାଜମହଲ: ଗୋଟିଏ ସପ୍ତାହରେ ଟ୍ରମ୍ପଙ୍କ…

ଆଗ୍ରା: ୪ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମିଆଁମାର ରାଷ୍ଟ୍ରପତି। ଏହି ଅବସରରେ ଆଜି ମୋଗଲ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ, ପ୍ରେମର ପ୍ରତୀକ ଓ ଭାରତର ପରିଚୟ ବହନ କରୁଥିବା ତାଜମହଲ ପରିଦର୍ଶନ କରିବାକୁ ଯିବେ ମିଆଁମାର ରାଷ୍ଟ୍ରପତି। ଶନିବାର ରାଷ୍ଟ୍ରପତି ୟୁ ୱିନ ମିଣ୍ଟ ଓ ତାଙ୍କ ଧର୍ମପତ୍ନୀ ତଥା…

ପରୀକ୍ଷା ଦେଇ ଘରକୁ ଫେରୁଥିବା ବେଳେ ଓଲଟି…

ଉମରକୋଟ: ମାଟ୍ରିକ୍‌ ପରୀକ୍ଷାର ପଞ୍ଚମ ଦିନରେ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୭ ଜଣ ଛାତ୍ରୀ ଥିବାବେଳେ ଜଣେ ଛାତ୍ର ଅଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ ଅନ୍ତର୍ଗତ ଜୁନାପାଣି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।…