Odisha Link
Bridging the Missing Links in Odisha
Daily Archives

April 14, 2020

ଦିଲ୍ଲୀ: ମୁଠାଏ ଦାନା ପାଇଁ ସକାଳୁ…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ବେଳେ ଦାଦନ ଶ୍ରମିକଙ୍କ ଯାତନାଜର୍ଜର ଜୀବନର ଆଉ ଗୋଟିଏ ଚିତ୍ର ସାମନାକୁ ଆସିଛି। ପେଟର ଭୋକ ମେଣ୍ଟାଇବା ପାଇଁ ଗ୍ରୀଷ୍ମର ଧୁ ଧୁ ଖରାରେ ସକାଳୁ ସଂଧ୍ୟା ଯାଏଁ ଠିଆ ହେବାକୁ ପଡ଼ୁଛି। ଭୋକର ଏଭଳି ବିକଳ ଚିତ୍ର ସାମନାକୁ ଆସିଛି ଦିଲ୍ଲୀରେ। ଦୈନିକ ୧୦ ଲକ୍ଷ ଲୋକଙ୍କୁ ମାଗଣା…

ଲକ୍‌ଡାଉନ୍‌ ହଟିଲା ଭାବି ଷ୍ଟେସନ୍‌ରେ…

ମୁମ୍ବାଇ: ଆଜି ଏପ୍ରିଲ ୧୪ ତାରିଖ। ପ୍ରଥମ ଦଫା ଲକ୍‌ଡାଉନ୍‌ ଆଜି ହଟିବାର ଥିଲା। ତେବେ ଏହାକୁ ଦେଶବ୍ୟାପୀ ମେ' ୩ ତାରିଖ ଯାଏଁ ସଂପ୍ରସାରିତ କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଘୋଷଣା କରରିଥିବା ବେଳେ ମୁମ୍ବାଇର ହଜାର ହଜାର ଦାଦନ ଶ୍ରମିକଙ୍କ ପାଖରେ କିନ୍ତୁ ଏ ଖବର ପହଞ୍ଚି…

ମଞ୍ଚ କଳାକାରଙ୍କ ଅଭିନବ ପ୍ରୟାସ, ଘରେ…

ଭୁବନେଶ୍ବର: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଅନେକେ ଏହାକୁ ପାଳନ କରୁ ନଥିବାର ଦେଖିବାକୁ ମିଳୁଛି। ଘରୁ ନ ବାହାରିବା ପାଇଁ ସରକାରଙ୍କର ନିର୍ଦ୍ଦେଶ ଥିଲେ ହେଁ ଲୋକମାନେ ଏହାକୁ ଅମାନ୍ୟ କରି କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ବଢ଼ାଇବା ସହ ନିଜ ପରିବାର…

ଲକ୍‌ଡାଉନ୍ ଅବଧି ବୃଦ୍ଧି ନିଷ୍ପତିକୁ…

ଭୁବନେଶ୍ବର: କରୋନାକୁ ବିରୁଦ୍ଧରେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହା ସହ ୨୧ ଦିନର ଲକ ଡାଉନକୁ ସମଗ୍ର ଦେଶବାସୀ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ଲକଡାଉନ ହେବା କାରଣରୁ କରୋନା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଦେଶରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ଦେଇଥିବା ସମ୍ବୋଧନରେ ଗୁରୁତ୍ୱପୂର୍ଣ୍ଣ ଦିଗ ତଥା କୋଭିଡ୍ ୧୯ ମହାମାରୀ ବିରୋଧରେ ଲଢ଼େଇ କରିବାର ମାର୍ଗ ଦେଖାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଦେଶରେ କରୋନା ମୁକାବିଲା କରିବାକୁ ଶକ୍ତି ଯୋଗାଇବ ଓ ସାମାଜିକ ବନ୍ଧନକୁ ଦୃଢ…

ପ୍ରଧାନମନ୍ତ୍ରୀ କ’ଣ ପାଇଁ ମେ ୩…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି…

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ପିଲାମାନେ କିପରି ପାଠ ପଢିବେ ସେ ନେଇ…

ରାଜ୍ୟରେ ୬୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ବମିଖାଲର…

ଆଗାମୀ ୧ ସପ୍ତାହ ମଧ୍ୟରେ ପ୍ରତି…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ୫୬ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ୧୮ ଜଣ ସୁସ୍ଥ ହେବା ଖବର ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଏଭଳି ସମୟରେ ରାଜ୍ୟରେ ମହାମାରୀ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ନିବାସରୁ ଭିଡିଓ…

ଲକ୍‌ଡାଉନ୍‌ ବଢ଼ିଲା, ଓଜେଇଇ ପରୀକ୍ଷା…

ଭୁବନେଶ୍ୱର: ମହାମାରୀ କରୋନା ଭାଇରସର ମୁକାବିଲା କରବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମେ ୩ ଯାଏ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିଛନ୍ତି। ଏଥିସହିତ ରେଳ ଚଳାଚଳ ଓ ବିମାନ ସେବାକୁ ମଧ୍ୟ ମେ ୩ ଯାଏ ସ୍ଥଗିତ…