Odisha Link
Bridging the Missing Links in Odisha
Daily Archives

April 25, 2020

ଓଡ଼ିଶାରେ ୧୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଆଜି ଯାଜପୁର ଜିଲ୍ଲାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ୧୦୦ ହୋଇଛି। ଏହି ନୂଆ ୬ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଁଞ୍ଚିଛି।…

କରୋନା: ଯାଜପୁରରେ ଆଉ ୫ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଟୁଇଟ ଯୋଗେ ସୂଚନା ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ। ଏହି ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ମୋଟ…

କରୋନା ମୁକ୍ତ ହେଲା ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର ୩୪ ବର୍ଷୀୟ ପୁରୁଷ ଜଣକ ଆଜି ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥିସହିତ କରୋନା ମୁକ୍ତ ହେଲା ସୁନ୍ଦରଗଡ଼ ଜିଲ୍ଲା। ଏହାପୂର୍ବରୁ କଟକ,…

ସୁସ୍ଥ ହେଲେ ସୁନ୍ଦରଗଡ଼ର ଜଣେ କରୋନା…

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ର ବିଶ୍ରାରେ। ଜିଲ୍ଲାରେ ମୋଟ ୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତେ ସୁସ୍ଥ ହୋଇଛନ୍ତି। ଜିଲ୍ଲା ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇଛି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୯୪ ଜଣ କରୋନା…

୧୨ ବର୍ଷରେ ଘର ଛାଡ଼ି ରିଙ୍କୁ ପାଲଟିଥିଲେ…

ଓଏଲ ବ୍ୟୁରୋ: ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ରର ପାଲଘର ଭିଡ଼ହତ୍ୟାରେ ୨ ଜଣ ଜୁନାଗଡ଼ ଆଖଡ଼ା ସନ୍ଥ ଓତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ଏପରିକି ମହାରାଷ୍ଟ୍ର ପାଲଘର ଭିଡ଼ହତ୍ୟା ଘଟଣାକୁ ନେଇ ସନ୍ଥ ସମାଜ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଏହି ଘଟଣାର…

ଫନୀର ବର୍ଷେ ପରେ ପୁଣି ଲଘୁଚାପ:…

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ଏହି ଅଧିକ ସକ୍ରିୟ ହେବ । ଓଡ଼ିଶା ଉପରେ ଏହାର ପ୍ରଭାବ ଏଯାଏଁ ଆକଳନ ହୋଇପାରି ନାହିଁ ବୋଲି ପାଣିପାଗ ବିଭାଗ କହିଥିବା ବେଳେ ଗତକାଲି ଠାରୁ ଏଥିଲାଗି ରାଜ୍ୟରେ…

ପାଲଘର ଘଟଣାରେ ବାଂଲାଦେଶୀ…

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ଏପ୍ରିଲ ୧୬ ତାରିଖରେ ୨ ଜଣ ଜୁନାଗଡ଼ ଆକଡ଼ା ସନ୍ଥ ଓ ତାଙ୍କ ଡ୍ରାଇଭରଙ୍କୁପିଟି ପିଟି ହତ୍ୟା କରାଯାଇଥିବା ବେଳେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ସନ୍ଥ ସମାଜ। ଏ ନେଇ ହିନ୍ଦୁ ଧର୍ମ ଆଚାର ସଭା ପକ୍ଷରୁ ସନ୍ଥମାନେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ ଖୋସିଆରୀଙ୍କୁ…

ପଶ୍ଚିମବଙ୍ଗ: କରୋନାରେ ୧୮ ନୁହେଁ, ୫୭…

କୋଲକାତା: ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ୭୭୫ ଜଣଙ୍କ ମୃତ୍ୟୁ ହେଲାଣି। ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ସର୍ବାଧିକ। ଅପରପକ୍ଷେ ପଶ୍ଚିମବଙ୍ଗ ସରକାର କରୋନା ମୃତକଙ୍କ ସଂଖ୍ୟା ଲୁଚାଉଥିବା ବେଳେ ପ୍ରଥମଥର ପାଇଁ ସତ କଥା ସ୍ବୀକାର କରିଛନ୍ତି। ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ୧୮…

ସ୍ପଷ୍ଟ କଲା କେନ୍ଦ୍ର: ବନ୍ଦ ରହିବ…

ନୂଆଦିଲ୍ଲୀ: ଗତକାଲି ରାତିରେ ଲକ୍‌ଡାଉନ୍‌ କୋହଳ ନେଇ କେନ୍ଦ୍ର ସରକାର ଯେଉଁ କୋହଳ ସୂଚନା ଦେଇଥିଲେ ସେ ନେଇ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରକାଶ ପରେ ଅଧିକ ସ୍ପଷ୍ଟ କରିଛି ଗୃହ ମନ୍ତ୍ରାଳୟ। ସେଲୁନ୍‌ ଓ ପାର୍ଲର ଆଜି ଠାରୁ ଖୋଲି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏହା ବନ୍ଦ…

ଜାତୀୟ ମୁଖ୍ୟ ଭିଜିଲାନ୍ସ କମିଶନର ହେଲେ…

ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଭିଜିଲାନ୍ସ୍‌ର ନୂତନ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ସଞ୍ଜୟ କୋଠାରୀ। ରାଷ୍ଟ୍ରପତି ଭବନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସଞ୍ଜୟ କୋଠାରୀ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି…