Odisha Link
Bridging the Missing Links in Odisha
Daily Archives

May 1, 2020

ଭଲ ଖବର: ସୁସ୍ଥ ହେଲେ ୧୪ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥ ୧୪ ଆକ୍ରାନ୍ତ କେନ୍ଦ୍ରାପଡ଼ା, ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକର। କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ବର ଓ ବାଲେଶ୍ବରରୁ ୩…

ଭଲ ଖବର: କମିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ଜନସାଧାରଣଙ୍କ ପାଇଁ ଭଲ ଖବର। କାରଣ ଆଜିଠୁ ୧୯ କେଜି ସ ୧୪.୨ କିଲୋଗ୍ରାମ ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ କମିଛି। ଦେଶର ତୈଳ କମ୍ପାନୀ ମାନେ ପ୍ରତ୍ୟେକ ମାସର ଆରମ୍ଭରୁ ଏଲପିଜି ସିଲିଣ୍ଡରର ଦରଦାମ ସମୀକ୍ଷା କରିଥାନ୍ତି।…

ରୁଷ ପ୍ରଧାନମନ୍ତ୍ରୀଙ୍କୁ କରୋନା

ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନଙ୍କ ନମୁନା ପରୀକ୍ଷଣ ପରେ ସେ କୋଭିଡ୍-୧୯ ପଜିଟିଭ୍‌ ବୋଲି ଜଣାପଡ଼ିଛି। ନିଜେ ମିଖାଇଲ ଏ ନେଇ ସୂଚନା ଦେଇଛନ୍ତି। ସେ ଏବେ ଆଇସୋଲେସନ୍‌ରେ ଚିକିତ୍ସିତ ହେଉଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଆଣ୍ଡ୍ରୀ ବେଲୋସୋଭ ଅସ୍ଥାୟୀ ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ବ ନିର୍ବାହ…

କରୋନା: ଆଉ ୨ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି। ଆକ୍ରାନ୍ତ ୨ ଜଣ ଯାଜପୁର ଜିଲ୍ଲାର। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ। ଯାଜପୁରରୁ ଆଜି ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…

ଆଉ ୨ ଆକ୍ରାନ୍ତ ଚିହ୍ନଟ, ଅଧାରାଜ୍ୟ…

ଭୁବନେଶ୍ବର: ରାଜ୍ୟରେ ପୁଣି ବର୍ତ୍ତମାନ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି। ଆକ୍ରାନ୍ତ ୨ ଜଣ ବଲାଙ୍ଗିର ଜିଲ୍ଲ ଲେଖାରିଆ ଗ୍ରମାର ୨୨ ବର୍ଷୀୟ ଓ ୧୮ ବର୍ଷୀୟ ପୁରୁଷ। ଏବଂ ସେ ଦୁହେଁ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ…

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପାଇଁ ଖୁସି…

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଉଦ୍ଧବଙ୍କ ସିଏମ୍ ଚେୟାରକୁ ନେଇ ଦେଖା ଯାଉଥିବା ସଙ୍କଟ ସମାପ୍ତ ହେବାକୁ ଯାଉଛି। କାହିଁକିନା କରୋନା ସଙ୍କଟ ମଧ୍ୟରେ ସ୍ଥଗିତ ଥିବା ହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ(MLC)କୁ ମେ ୨୭ ପୂର୍ବରୁ ନିର୍ବାଚନ…

ବ୍ରାହ୍ମଣୀ ସେତୁରେ ଦବିଲା ଲୁହା ପ୍ଲେଟ୍

ରାଉରକେଲା: ରାଉରକେଲା ବ୍ରାହ୍ମଣୀ ପୋଲରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଗତକାଲି ବିଳମ୍ବିତ ରାତିରେ ଲୁହା ପ୍ଲେଟ ଦବି ଯାଇଥିଲା। ଏଥିପାଇଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛିl ଘଟଣା ସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଏ…

ରେଡ୍ ଜୋନରେ ଓଡ଼ିଶାର ୩ ଜିଲ୍ଲା

ନୂଆଦିଲ୍ଲୀ: ମେ ୩ରେ ସରିବ ଲକ୍‌ଡାଉନ୍‌ ଅବଧି। ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ର ତାଲିକା ଚୂଡ଼ାନ୍ତ କରିଛି। ସମ୍ପୃକ୍ତ ଅଞ୍ଚଳର କରୋନାଭାଇରସ୍ ପରିସ୍ଥିତିକୁ ଆଧାର କରି ଏଥିରେ ରାଜ୍ୟ ଓ ଜିଲ୍ଲାମାନଙ୍କୁ ବିଭିନ୍ନ ରେଡ୍, ଅରେଞ୍ଜ୍ ଓ ଗ୍ରିନ୍ ଜୋନ୍ ଭାବେ…

ଆଜି ଶ୍ରମିକ ଦିବସ: ଗୁଜରାଟରେ ବନ୍ଧା ୭…

ଭୁବନେଶ୍ବର: ଆଜି ମେ ୧ ତାରିଖ। ବିଶ୍ବ ବ୍ୟାପୀ ପାଳନ ହେଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଏହି ଗୋଟିଏ ଦିନ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ରରୁ ଛୁଟି ମିଳିଥାଏ। ସାରା ବର୍ଷ ଅନ୍ୟ ପାଇଁ ଝାଳ ବୁହାଉଥିବା ମାଟିର ମଣିଷମାନଙ୍କ ପାଇଁ ଆଜି ଗୋଟିଏ ଦିନ ସମର୍ପିତ। ଓଡ଼ିଶା ଯଥେଷ୍ଟ ଉନ୍ନତି କରିଥିଲେ ହେଁ…

ମେ ୧ ଶ୍ରମିକ ଦିବସ କାହିଁକି?

ଆଜି ମେ ୧ ତାରିଖ, ସାରା ବଶ୍ବରେ ପାଳିତ ହେଉଛି ଶ୍ରମିକ ଦିବସ। ବିଗତ ୧୩୪ ବର୍ଷ ଧରି ବିଶ୍ବରେ ମେ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଆଜିର ଦିନରେ ଶ୍ରମିକଙ୍କ ଦୈଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ରଖାଯାଇଥିଲା। ସେଥିପାଇଁ ଆଜି ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ପୂର୍ବରୁ…