Odisha Link
Bridging the Missing Links in Odisha
Daily Archives

May 1, 2020

କରୋନାଠୁ ବଳିଲା ଅନାହାର, ପିଲାଙ୍କ ପାଇଁ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ମଣିଷ ସମାଜ ଚିନ୍ତାରେ। ଦିନକୁ ଦିନ ଏହି ଭାଇରସ୍‌ ତାର ଭୟାବହତା ଦେଖାଉଛି। ଏପରିକି କରୋନା ପାଇଁ ଜୁଝି ହେଉଛି ମଣିଷ ଜାତି। ଏହାରି ମଧ୍ୟରେ କିଛି ସ୍ଥାନରେ କରୋନା ସଙ୍କଟରୁ ଭୋକ ଜ୍ବଳା ଅଧିକ ଦେଖିବାକୁ ମଳିଛି। କେନିୟା ବିଶ୍ବର ସବୁଠୁ ଗରିବ ଦେଶ ମାନଙ୍କ ମଧ୍ୟରୁ…

ମେ ୧୭ ଯାଏଁ ଲକ୍‌ଡାଉନ୍: ଓଡ଼ିଶାର ୨୭…

ନୂଆଦିଲ୍ଲୀ: ଚଳିତ ମାସ ୩ ତାରିଖରେ କରୋନା ଜନିତ ଲକ୍‌ଡାଉନ୍‌ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପୁନର୍ବାର ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ମେ ୧୭ ତାରିଖ ଯାଏଁ ଲକ୍‌ଡାଉନ୍‌…

ମେ ୧୭ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି:…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଭାଇରସ୍‌ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ସରକାର ଆପଣେଇଥିଲେ ଲକ୍‌ଡାଉନ୍। ହେଲେ ଦେଶରେ ଦେଖିବାକୁ ମିଳୁଥିବା ସଙ୍କଟକୁ‌ ନଜରରେ ରଖି କେନ୍ଦ୍ର ସରକାର ପୁଣି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ମେ ୧୭ ଯାଏ ବୃଦ୍ଧି…

କରୋନା: ଦେଶରେ ୯ ହଜାର ଟପିଲା ସୁସ୍ଥଙ୍କ…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୩୫ ହଜାର ପାର ହେଲାଣି କରୋନା…

ଯାଜପୁରରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଁଞ୍ଚିଛି। ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲା ବାସୁଦେବ ପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ମହିଳା। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ବର୍ତ୍ତମାନ ଯାଜପୁରରେ…

ନବୀନଙ୍କୁ ଜୁଏଲଙ୍କ ଚିଠି: ମୃତ…

ଭୁବନେଶ୍ବର: ରାଜ୍ୟରେ କରୋନା ଲଢ଼େଇରେ ସାମିଲ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସହାୟକଙ୍କ ସେମାନଙ୍କୁ ଶହୀଦର ଆଖ୍ୟା ଦିଆଯିବ ଓ ୫୦ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ଏପ୍ରିଲ ୨୨ ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଣୁ ସେହି ଆଧାରରେ ସୁନ୍ଦରଗଡ଼ର ମୃତ ଆଶାକର୍ମୀ ନିର୍ମଳା ସୋରେଙ୍ଗଙ୍କୁ ସମ୍ମାନ…

ଶ୍ରମଶକ୍ତି ଜିନ୍ଦାବାଦ୍

ସବ୍ୟସାଚୀ ଅମିତାଭ ପ୍ରତିବର୍ଷ ମଇ ମାସ ପ୍ରଥମ ଦିନଟିକୁ ସମଗ୍ର ବିଶ୍ୱରେ ମଇ ଦିବସ ବା ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାରିପାର୍ଶ୍ବିକ ପରିବେଶର ବିକାଶ ସାଧନ କରିବା ତଥା ଶ୍ରମର ଗୁଣାତ୍ମକ ଓ ମାନବିକ ମୂଲ୍ୟବୋଧଭିତ୍ତିକ…

୨ ଦିନ ପରେ ଖୋଲିବ ଲକ୍‌ଡାଉନ୍, ବଢ଼ୁଛି…

ଭୁବନେଶ୍ବର: ଆଉ ୨ଦିନ ପରେ ଖୋଲିବ ଲକ୍‌ଡାଉନ୍। ଏହାପୂର୍ବରୁ ବାହାର ରାଜ୍ୟରେ ରହଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ପଡ଼ୋଶୀ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣିବେ ରାଜ୍ୟ ସରକାର। ଗୁରୁବାର ୨୨୮ଜଣ ଓଡ଼ିଆ ଗଞ୍ଜାମ ଜିଲାରେ…

ଭଲ ଖବର: ରାଜ୍ୟରେ ୫୦ ଟପିଲା ସୁସ୍ଥଙ୍କ…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସୁସ୍ଥ ୧୪ ଆକ୍ରାନ୍ତ କେନ୍ଦ୍ରାପଡ଼ା, ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକର। କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ବର ଓ ବାଲେଶ୍ବରରୁ ୩…

୧୨୦୦ ଶ୍ରମିକଙ୍କୁ ଧରି କେରଳରୁ…

ଭୁବନେଶ୍ବର: କେରଳର ଏର୍ଣାକୁଲମ୍‌ରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଆଜି ଓଡ଼ିଶା ଅଭିମୁଖେ ବାହାରିବ। ଲକ୍‌ଡାଉନ୍‌ କାରଣରୁ କେରଳରେ ଅଟକି ରହିଥିବା ୧୨୦୦ ଓଡ଼ିଆ ଶ୍ରମିକ ଏଥିରେ ରାଜ୍ୟକୁ ଫେରିବେ। ଆଜି ସଂଧ୍ୟା ୬ଟାରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଏର୍ଣାକୁଲମ୍‌ ଜିଲ୍ଲାର ଅଲୁଭା ଷ୍ଟେସନ୍‌ରୁ ବାହାରିବ।…