Odisha Link
Bridging the Missing Links in Odisha
Daily Archives

May 8, 2020

କରୋନା: ୮୮ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଏଯାବତ୍ ଏମାନଙ୍କ ମଧ୍ୟରୁ ୮୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୬ ଦିନ ମଧ୍ୟରେ ୮୮ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ…

ଯାଜପୁରକୁ ଟପିଲା ଗଞ୍ଜାମ, ୭୧ କରୋନା…

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖା ଦୃଷ୍ଟିରୁ ରାଜ୍ୟରେ ପ୍ରଥମେ ଏକ ନମ୍ବର ସ୍ଥାନରେ ଥିଲା ଭୁବନେଶ୍ବର। ପଶ୍ଚିମବଙ୍ଗ ଫେରନ୍ତାଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ବରକୁ ଟପି ଯାଜପୁର ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲା। ସପ୍ତାହେ ତଳେ ଆଦୌ ଗୋଟିଏ ବି କରୋନା ରୋଗୀ ନଥିବା ଗଞ୍ଜାମ…

ରାଜ୍ୟରେ ଆଉ ୨୫ କରୋନା ଆକ୍ରାନ୍ତ, ମୋଟ…

ଭୁବନେଶ୍ବର: ସକାଳେ ୨୭ ଜଣ ଆଉ ଏବେ ପୁଣି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ଗୋଟିଏ ଦିନରେ ଦେଶରେ ଏହା ବୋଧହୁଏ ସର୍ବାଧିକ। ଭଦ୍ରକରେ ଜଣେ ଓ ଗଞ୍ଜାମରେ ୨୪ ଜଣଙ୍କ ଠାରେ କୋଭିଡ୍‌…

୯୦୦ ବର୍ଷ ତଳେ ମାସାଧିକ କାଳ ହଜିଯାଇଥିଲା…

ପ୍ରାୟ ୯୦୦ ବର୍ଷ ତଳେ ପୃଥିବୀ ଆକାଶରେ ମାସାଧିକ କାଳ ଚନ୍ଦ୍ର ଦେଖିବାକୁ ମିଳିନଥିଲା। ଏହି ସମୟ ତକ ସବୁ ରାତି ଥିଲା ଅନ୍ଧକାରାଛନ୍ନ। ତେବେ ଦୀର୍ଘଦିନରୁ ବୈଜ୍ଞାନିକମାନେ ଏହା ପଛର କାରଣ ସନ‌୍ଧାନରେ ଲାଗିଥିଲେ ବି ନିକଟରେ ଏ ରହସ୍ୟ ଉପରୁ ପରଦା ହଟିଛି। ବିଭିନ୍ନ ପୁରୁଣା ପାଣ୍ଡୁଲିପି ଆଧାରରେ ଜଣାଯାଏ…

ଭାରତୀୟ ସହର ହେଲା ପାକିସ୍ତାନର ମିରପୁର,…

ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ୍‌ ବାଲଟିସ୍ତାନ ଅଞ୍ଚଳରେ ନିର୍ବାଚନ କରାଇବାକୁ ପାକିସ୍ତାନ ସରକାର ମସୁଧା ଚଳାଇଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଦୁଇଦିନ ତଳେ ଭାରତୀୟ ପାଣିପାଗ ପୋର୍ଟାଲରେ ଏହି ଅଞ୍ଚଳକୁ ସ୍ଥାନ ଦିଆଯାଇଥିବା ବେଳେ ଆଜି ଠାରୁ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓ ମଧ୍ୟ ନିଜର…

ପ୍ରବାସୀ ଗଣିତ ଭୁଲ: ଓଡ଼ିଶା ଫେରିବାକୁ…

ଭୁବନେଶ୍ବର: ବର୍ତ୍ତମାନ ବସ୍, ଟ୍ରେନ୍‌, ବିମାନ ସବୁ ବନ୍ଦ ଥିବା ବେଳେ ପ୍ରବାସୀ ଓଡ଼ିଆ ନିଜ ଉଦ୍ୟମରେ ବା ସରକାରୀ ବ୍ୟବସ୍ଥାରେ ଓଡ଼ିଶା ଆସିବା ପାଇଁ ପ୍ରବନ୍ଧ ଚାଲିଛି। ବିଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୩୦ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସିଲେଣି। ତେବେ ଅନ୍ୟ ରାଜ୍ୟରୁ ସବୁ ପ୍ରବାସୀ ଓଡ଼ିଆଙ୍କୁ…

ଦେହଜୀବୀଙ୍କୁ କରୋନା ଭତ୍ତା

କରୋନା ଭୂତାଣୁ ସଂକ୍ରମଣ କାରଣରୁ ପ୍ରାୟ ବିଶ୍ବର ଅଧିକାଂଶ ସ୍ଥାନରେ ଜନସାଧାରଣଙ୍କ ଜୀବନଜୀବିକା ବାଧାପ୍ରାପ୍ତ ହୋଇଥିବା ବେଳେ ଜାପାନରେ ଦେହଜୀବୀମାନେ ବେଶ୍‌ କ୍ଷତି ସହିଛନ୍ତି। ଦିନକୁ ୪-୫ ଗ୍ରାହକ ଯୋଗାଡ଼ କରିପାରୁଥିବା ଦେହଜୀବୀ ଏବେ କରୋନା ଲକ୍‌ଡାଉନ୍‌ କାରଣରୁ ଗୋଟିଏ ବି ଗ୍ରାହକ ପାଉନାହାନ୍ତି।…

ମାଡ଼ିଗଲା ମାଲବାହୀ ଟ୍ରେନ୍, ଚାଲିଗଲା ୧୪…

ଔରଙ୍ଗାବାଦ: ଆଜି ସକାଳୁ ସକାଳୁ ଅଘଟଣ। ମାଲବାହୀ ଟ୍ରେନ୍‌ ଧକ୍କାରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏବଂ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଔରଙ୍ଗାବାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳ ୫ଟା ୧୫ ମିନିଟରେ ଏଭଳି ଅଘଟଣ ହୋଇଛି। ଏଭଳି ଘଟଣା…

କରୋନା: ରାଜ୍ୟରେ ଆଉ ୨୬ ଆକ୍ରାନ୍ତ…

ଭୁବନେଶ୍ବର: କରୋନାକୁ ନେଇ ରାଜ୍ୟରେ ପୁଣି ଆସିଲା ବଡ଼ ଖବର। କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଉ ୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ୨୪…