Odisha Link
Bridging the Missing Links in Odisha
Daily Archives

June 5, 2020

ଆସନ୍ତା ୨ ଦିନ ସଟ୍‌ଡାଉନ୍: ଗାଇଡଲାଇନ୍…

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟ୍‌ଡାଉନ୍ କଟକଣା। ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ୨ ଦିନ ତଥା ପ୍ରତି ଶନିବାର ଓ ରବିବାର ରାଜଧାନୀ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି…

ଭୁବନେଶ୍ବରରେ କରୋନା: ଆଜି ୧୩ ପଜିଟିଭ…

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୧ଟି ଜିଲ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ୱାରେଣ୍ଟାଇନରେ…

ସ୍ନାନଯାତ୍ରା ନୀତିରେ ଅନୁପସ୍ଥିତ ରହିଲେ…

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଆଦ୍ୟପର୍ବ ହେଉଛି ଦେବସ୍ନାନ ପୂର୍ଣ୍ଣମୀ। ଆଜି ଶ୍ରୀଜିଉଙ୍କ ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି ସ୍ନାନ ଯାତ୍ରା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଗଜାନନ ବେଶ ଧାରଣ କରି ବିଶ୍ୱବାସୀଙ୍କୁ ଦର୍ଶନ…

କରୋନା: ରାଜ୍ୟରେ ୮ ଛୁଇଁଲା ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟରେ ଆଜି ୨୧ଟି ଜିଳ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରାଜ୍ୟରେ ଆଉ ୬୫ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଆଜି ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ପଧକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧାର ଜଣେ ୬୩…

ଆଜି ଆଉ ୧୩୦ ଚିହ୍ନଟ, ୬୫ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଆଜି ୨୧ଟି ଜିଳ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଞ୍ଚିଛି। ଅନ୍ୟପଟେ ରାଜ୍ୟରେ ଆଉ ୬୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାାଣ ବିଭାଗ ପଧକ୍ଷରୁ ସୂଚନା ଦିଆଯାଇଛି। ଆଜି…

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ଭୂକମ୍ପ

ନୂଆଦିଲ୍ଲୀ : ଆଜି ସକାଳୁ ସକାଳୁ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ସକାଳ ୬ଟା ୫୫ମିନିଟ୍ ରେ ଲୋକମାନେ ଭୂକମ୍ପ ଝଟ୍‌କା ଅନୁଭବ କରିଥିଲେ। ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିଲା। ସେହିପରି କର୍ଣ୍ଣାଟକର ହାମ୍ପିରେ ସମାନ ସମୟରେ ଅର୍ଥାତ୍‌…

କରୋନା: ଦିନକରେ ୯୮୫୧ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍‌ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…

ଆଜି ସ୍ନାନଯାତ୍ରା: କେମିତି ହୁଏ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିିମା। ଶ୍ରୀମନ୍ଦିର ପରିସରରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ନୀତିକାନ୍ତି। ହେଲେ ମହାମାରୀ କରୋନା ଓ ଲକ୍‌ଡାଊନ୍‌ କଟକଣା ଯୋଗୁଁ ପ୍ରଥମ ଥର ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ବିନା ହେଉଛି ସ୍ନାନଯାତ୍ରା। ତେବେ ଜାଣନ୍ତୁ ମହାପ୍ରଭୁଙ୍କ…

ଓଡ଼ିଶାରେ ଆଳୁ ୩୦ ଛୁଇଁଲା

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ସମୟରେ ରାଜ୍ୟରେ ବଢ଼ିଲା ଆଳୁ ଦର। କରୋନା ଓ ଲକ୍‌ଡାଉନ୍ କଟକଣା ଲାଗି ରହିଥିବାରୁ ଗରିବ ଲୋକେ ସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ହେଲେ ଏଭଳି ସ୍ଥିତିରେ ରଜ୍ୟର ଖାଉଟି ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ବିନା…

ପୁରୀ: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିିମା। ଶ୍ରୀମନ୍ଦିର ପରିସରରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ନୀତିକାନ୍ତି। ହେଲେ ମହାମାରୀ କରୋନା ଓ ଲକ୍‌ଡାଊନ୍‌ କଟକଣା ଯୋଗୁଁ ପ୍ରଥମ ଥର ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ବିନା ହେଉଛି ସ୍ନାନଯାତ୍ରା। ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଦ୍ଧା…