Odisha Link
Bridging the Missing Links in Odisha
Daily Archives

July 11, 2020

ଅମିତାଭ ବଚ୍ଚନଙ୍କୁ କରୋନା

ମୁମ୍ବାଇ: ଭାରତୀୟ ସିନେମା ଜଗତର ସୁପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ। ତାଙ୍କର କୋଭିଡ୍-୧୯ ନୁମନା ପରୀକ୍ଷଣ ରିପର୍ଟ ପଜିଟିଭ୍‌ ଆସିଛି ବୋଲି ଅମିତାଭ ନିଜେ ଟ୍ବିଟ୍‌ କରି ଜଣାଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ନାନାବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ମୋ ଭଉଣୀ ବି ସମଲିଙ୍ଗୀ: ଦୂତୀ ଚାନ୍ଦ

ଭୁବନେଶ୍ବର: ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୧୯ ମସିହାରେ ପରିବାରରୁ ବିତାଡ଼ିତା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ ଏବେ ନିଜ ଭଉଣୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ଭଉଣୀ ସରସ୍ବତୀ ଚାନ୍ଦ ମଧ୍ୟ ଜଣେ ଝିଅ ସହ ସମ୍ପର୍କ ରଖିଛନ୍ତି ବୋଲି କଗଣମାଧ୍ୟମକୁ କହିଛନ୍ତି ଦୂତୀ।…

ବେଲଗାମ ଜନସଂଖ୍ୟା: ଚିନ୍ତା ଓ ସମସ୍ୟା

୧୯୮୯ରେ ଜାତିସଂଘର ସାଧାରଣ ସଭାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରତି ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାହୋଇ ଆସୁଛି। ଚଳିତ ବର୍ଷ କରୋନା ପରିସ୍ଥିତି ଭିତରେ ଏହି ଦିବସର ଗୁରୁତ୍ବ ବଢିଯାଇଛି। ଏଥର ଏହି ଦିବସ ଉପଲକ୍ଷେ ଯେଉଁ ମୁଖ୍ୟ ବିଷୟବସ୍ତୁ ସ୍ଥିର କରାଯାଇଛି…

କୋଭିଡ ନିୟମକୁ ଫୁ କଲେ ନାଏବ-ସରପଞ୍ଚ,…

ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ଭୟାବହତାର ରୂପ ନେଉଛି। ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲା ଏହି ମହାମାରୀ କବଳରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୫ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି।…

ଭଲ ଖବର: ରାଜ୍ୟରେ ୮ ହଜାର ଟପିଲା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟ ପାଇଁ ମଧ୍ୟ ଏକ ଭଲ ଖବର ଆସିଛି। ରାଜ୍ୟରେ ଆଜି ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ୮ହଜାର ଟପିଛି ସୁସ୍ଥଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୮୩୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା…

ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ…

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଅପରପକ୍ଷେ କରୋନା ତଥ୍ୟକୁ ନେଇ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି। ଯାହାକି ଜନସାଧାରଣଙ୍କ ପାଇଁ ଚିନ୍ତାର କରାଣ ପାଲଟିଛି। ଭୁବନେଶ୍ୱର…

ଓଡ଼ିଆ ଭଜନ ଗାଇ ପୁଣି ଚର୍ଚ୍ଚାରେ…

ଭୁବନେଶ୍ବର: କଣ୍ଟ୍ରୋଭର୍ସି କୁଇନ୍‌ ରାନୀ ପଣ୍ଡାଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବଦା ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ଗୋଟିଏ ପରେ ଗୋଟିଏ ଭଲ କାମ କରି ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ କରୋନା ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍‌…

ଗଜପତି ପରେ ୨ ଜିଲ୍ଲାବାସୀଙ୍କୁ ଅନୁଗୁଳ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭାଇରସ୍। ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସ୍ଥିତି ବେକାବୁ। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଉଛନ୍ତି ବଡ଼ ପଦକ୍ଷେପ। କରୋନା ଭୟାବହତାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜର ସୀମାଗୁଡ଼ିକ ସିଲ…

୧୦୦ ବର୍ଷରେ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଓ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଗତ ୧୦୦ ବର୍ଷରେ ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ ଉଭା ହୋଇଛି। କରୋନା ଭାଇରସ୍‌ ଦ୍ବାରା ସୃଷ୍ଟି ହୋଇଥିବା ସାଂପ୍ରତିକ ସଙ୍କଟରୁ ଆର୍ଥିକ ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଏଥିସହିତ ଅର୍ଥନୀତିରେ ପୁନରୁଦ୍ଧାର ପାଇଁ…

ନୟାଗଡ଼ରେ ୨୫୦ ଟପିଲା ଆକ୍ରାନ୍ତଙ୍କ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କିଛିଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ବାସିନ୍ଦା ଚିନ୍ତାରେ। ଜିଲ୍ଲାରୁ ଆଜି ଆଉ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୨୫୦ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…