Odisha Link
Bridging the Missing Links in Odisha
Daily Archives

July 12, 2020

କରୋନା କାଳରେ ପ୍ରଥମ ଟେଷ୍ଟ ଜିତିଲା…

ସାଉଥହମ୍ପଟନ୍: ମହାମାରୀ କରୋନ ସଂକ୍ରମଣର ୧୧୭ ଦିନ ପରେ ହୋଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ମାତ ଦେଲା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ। ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି ୱେଷ୍ଟଇଣ୍ଡିଜ୍। କରୋନା ମହାମାରୀ ଯୋଗୁ ବିନା…

କରୋନା ଉପଚାର ଆଳରେ ଶିଶୁଙ୍କୁ ଦୁଷ୍କର୍ମ,…

ମୁଜାଫରନଗର: ଉତ୍ତରପ୍ରଦେଶରେ କରୋନା ଉପଚାର କରିବା ଆଳରେ କୁନି କୁଳି ବାଳକମାନଙ୍କୁ ଯୌନଶୋଷଣ କରିବା ଅପରାଧରେ ଦୁଇ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୁଲିସ। ମୁଜାଫରନଗରରେ ଗୌଡ଼ୀୟ ମଠ ଆଶ୍ରମର ମହନ୍ତ ସ୍ବାମୀ ଭକ୍ତିଭୂଷଣ ମହାରାଜ ଓ ତା'ର ଅନୁଚର ମୋହନ ଦାସକୁ ଗିରଫ କରାଯିବା ସହ ମଠ ମୁଦାଯାଇଛି। ଶିଶୁ…

ମୋ ଭାଇ ଓ ମୋତେ ଭଉଣୀ ଦାଉରୁ ରକ୍ଷା…

ଭୁବନେଶ୍ବର: ଭଉଣୀ ଡରାଉଛି। ଆମକୁ ଘରକୁ ଯିବାକୁ ଦେଉନାହିଁ, ବାପା-ମା'ଙ୍କ ସହ ମିଶିବାକୁ ଦେଉନାହିଁ। ମୋ ଭାଇ ଓ ମୁଁ ଘରକୁ ଯାଇପାରୁନାହୁଁ। ଆମକୁ ରକ୍ଷା କରନ୍ତୁ। ଆଜି ନିଜର ଫେସବୁକ କାନ୍ଥରେ ଏଭଳି ଲେଖିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ। ପୂର୍ବରୁ ତାଙ୍କର ପ୍ରେମ…

ଐଶ୍ବର୍ଯ୍ୟା ଓ ଆରାଧ୍ୟାଙ୍କୁ ବି କରୋନା

ମୁମ୍ବାଇ: ପ୍ରଥମେ ଅମିତାଭ ବଚ୍ଚନ, ପରେ ପରେ ପୁଅ ଅଭିଷେକ ବଚ୍ଚନ କୋାଭିଡ୍-୧୯ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ଗୋଟିଏ ଦିନର ଅନ୍ତରରେ ଆଜି ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟାଙ୍କର ନମୁନା ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଛି। ମାତ୍ର ୧୮ ଘଣ୍ଟାର ବ୍ୟବଧାନରେ ପରିବାରର ୪ ଜଣ କରୋନା ଆକ୍ରାନ୍ତ…

ତିନିମାସ ଧରି ଚାଲିଥିଲା ନକଲି SBI ଶାଖା,…

ଚେନ୍ନାଇ: ତାମିଲନାଡ଼ୁର କୁଡ଼ାଲୋର୍‌ ଜିଲ୍ଲା ପାଁରୁଟି ଠାରେ ତିନି ମାସ ଧରି ଏକ ନକଲି ଷ୍ଟେଟ୍‌ ବ୍ୟାଙ୍କ୍‌ ଶାଖା ଚଳାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ୧୯ ବର୍ଷିୟ କମଳ ବାବୁଙ୍କ ବାପା ଓ ମା' ଉଭୟେ ଏସ୍‌ବିଆଇର ପୁରୁଣା କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଏ କୁମାର…

ସୁପ୍ରସିଦ୍ଧ ଅଭିନେତା ଅନୁପମ ଖେର୍‌ଙ୍କ…

ମୁମ୍ୱାଇ: ବଲିଉଡ ଅଭିନେତା ବିଗ ବି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ସୁପ୍ରସିଦ୍ଧ ଅଭିନେତା ଅନୁପମ ଖେର୍‌ଙ୍କ ମାଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ସୂଚନା ଦେଇଛନ୍ତି।…

ରାଜସ୍ଥାନରେ ରାଜନୈତିକ ହଟଚମଟ, ହାତ…

ଜୟପୁର: ମହାମାରୀ କରୋନା ସଙ୍କଟ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ଯୋଜନା ଓ ବିଧାୟକଙ୍କୁ କିଣାବିକା ହେଉଥିବା ଅଭିଯୋଗ ମଧ୍ୟରେ ଶନିବାର ରାତି ପର୍ଯ୍ୟନ୍ତ ରାଜନୈତିକ ହଟଚମଟ ଜାରି ରହିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ରାଜସ୍ଥାନର…

କଲବଲ କରୁଛି କରୋନା, ଜୁଲାଇରେ ଗଲାଣି ୫୦…

ଭୁବନେଶ୍ବର: ସାରା ବିଶ୍ବକୁ କଲବଲ କରୁଛି ମହାମାରୀ କରୋନା ଭାଇରସ୍। ବିଶ୍ବର ପ୍ରାୟ ସମସ୍ତ ଦେଶରେ ନିଜର କରାଳ ରୂପ ଦେଖାଉଛି କରୋନା। ଯାହାକୁ ନେଇ ବିଶ୍ବବାସୀ ଚିନ୍ତାରେ। ସେହିପରି ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବିଶେଷକରି ଜୁଲାଇ ମାସରେ ରାଜ୍ୟରେ କାୟା ବିସ୍ତାର କରିବାରେ…

କରୋନା: ଆଉ ୩ ମୃତ, ମୋଟ ୬୪

ଭୁବନେଶ୍ବର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ଜଣଙ୍କର ମୃତ୍ୟୁ ହୋଇଛି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନାଅନୁସାରେ, କରୋନାରେ ମୃତ୍ୟୁ ବରଣ କରିଥିବା ୩ ଆକ୍ରାନ୍ତ ସମସ୍ତେ ଗଞ୍ଜାମ ଜିଲ୍ଲାର। ଫଳରେେ…

ବଡ଼ ଖବର: ରାଜ୍ୟରେ ୧୩ ହଜାର ଡେଇଁଲା…

ଭୁବନେଶ୍ବର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୨୧ ରେ ପହଁଞ୍ଚିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…