Odisha Link
Bridging the Missing Links in Odisha
Monthly Archives

July 2020

ରାଜସ୍ଥାନ ରାଜନୀତି: ହାଇକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ନୂଆ ମୋଡ଼। ବହୁଜନ ସମାଜ ପାର୍ଟି କଂଗ୍ରେସରେ ବିଏସ୍‌ପିର ୬ଜଣ ବିଧାୟକଙ୍କ ମିଶ୍ରଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଛି। ବିଏସ୍‌ପି ମହାସଚିବ ସତିଶ ମିଶ୍ର କଂଗ୍ରେସରେ ବିଏସ୍‌ପି ବିଧାୟକଙ୍କ ମିଶ୍ରଣକୁ ବିରୋଧ କରି ହାଇକୋର୍ଟରେ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ବିଏସ୍‌ପି…

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ,…

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ। ଭିଡିଓ ରିଲିଜ ଜରିଆରେ ପ୍ରକାଶ ପାଇଲା ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ପାସ୍‌ ହାର ୭୮.୭୬% ରହିଛି। ଚଳିତବର୍ଷ ମଧ୍ୟ ପୁଅଙ୍କ ପଛରେ ପକାଇଲେ ଝିଅ। ଝିଅଙ୍କ ପାସ୍‌ ହାର ୮୧.୯୮…

କରୋନା: ରାଜ୍ୟରେ ଆଜି ଆଉ ୫ ମୃତ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଅପରପକ୍ଷେ ପ୍ରତିଦିନ ରାଜ୍ୟରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୫ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୫୯ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ…

୨୮ ଜିଲ୍ଲାରୁ ୧୦୬୮ ଆକ୍ରାନ୍ତ ଚିହ୍ନଟ,…

ଭୁବନେଶ୍ବର: ମହାମାରୀ କରୋନ ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ଅଧିକାରୁ ଅଧିକା ବ୍ୟାପୁଛି। ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ବଡ଼ ଖବର: ଦେଶରେ ୧୫ ଲକ୍ଷ ଡେଇଁଲା…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଏପରିକି କ୍ରମାଗତ ଭାବେଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୧୫ ଲକ୍ଷ ୩୧ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।…

ଆରମ୍ଭ ହେଲା ଶ୍ରୀଜିଉଙ୍କ ୩ରଥର…

ପୁରୀ: ଚଳିତବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଐିତିହାସିକ ରଥଯାତ୍ରା। ଚଳିତ ବର୍ଷର ରଥଯାତ୍ରା ସ୍ମୃତିକୁ ଭବିଷ୍ୟତ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ନେଇ ବଡ଼ ନିଷ୍ପତ୍ତି। ତିନି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ପ୍ରସ୍ତାବିତ ସଂଗ୍ରହାଳୟରେ ସଂରକ୍ଷିତ…

ଆଜି ଭାରତରେ ପହଁଞ୍ଚିବ ରାଫେଲ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଯାଉଥିବା ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଁଞ୍ଚିବ। ୭୩୬୪ କିଲୋମିଟର ଉଡ଼ାଣ ପରେ ଆଜି ଭାରତର ପହଁଞ୍ଚିବ ରାଫେଲ୍। ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏବଂ ଏଥିପାଇଁ ଏହି ଅଞ୍ଚଳ‌େର ୧୪୪…

ଆସ ସଂକଳ୍ପ ନେବା, ବାଘକୁ ସୁରକ୍ଷା ଦେବା

କୋରାପୁଟ ଜିଲ୍ଲା ଜୟପୁର ପାଖରେ ରହିଛି ଗୋଟିଏ ଛୋଟିଆ ଆଦିବାସୀ ଗାଁ ଦୁବୁଲି। ପରଜା ସଂପ୍ରଦାୟର ଆଦିବାସୀ ଏଠାରେ ରୁହନ୍ତି। ଗାଁର ଏଇଥି ପାଇଁ ଚର୍ଚ୍ଚିତ ଏଠାକାର ଲୋକେ ବାଘକୁ ପୂଜା କରିଥାନ୍ତି। ଗାଁର ସୁରକ୍ଷା, ସମୃଦ୍ଧି ସହ ନିରୋଗ ରହିବା ତଥା ଭଲ ଅମଳ ପାଇଁ ଆଦିବାସୀ ଲୋକେ ବାଘପୂଜା କରନ୍ତି। ପରଜା…

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍, ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ଆଜି ପ୍ରକାଶିତ ହେବ ମାଟ୍ରିକ୍‌ ରେଜଲ୍ଟ। ଆଉ କିଛି ସମୟ ପରେ ଭିଡିଓ କନଫରେନସିଂ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ପୂର୍ବାହ୍ନ ସାଢ଼େ ୧୧ଟାରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣି ପାରିବେ। ପୂର୍ବାହ୍ନ ୧୧ଟା…

ସୁଶାନ୍ତଙ୍କ ପିତା ଅଭିନେତ୍ରୀ ରିୟାଙ୍କ…

ପାଟନା: ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତି ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ନୂଆ ଟୁଇଷ୍ଟ। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚର୍କବର୍ତ୍ତୀ ହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ ନେଇ ଅଭିଯୋଗ ହୋଇଛି। ଖୋଦ୍‌ ସୁଶାନ୍ତଙ୍କ ପିତା ଏପରି ଅଭିଯୋଗ ଆଣିଛନ୍ତି। ଏପରିକି ଥାନାରେ ଏକ…