Odisha Link
Bridging the Missing Links in Odisha
Daily Archives

September 22, 2020

‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ବାଲେଶ୍ଵର: ପ୍ରତିରକ୍ଷା ଗବେଷଣା ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି। ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି। ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା। ଏହି ଯାନ…

ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ଆରମ୍ଭ…

ଖୋର୍ଦ୍ଧା: ଚଳିତ ବର୍ଷଠାରୁ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟରେ ୫ ବର୍ଷିଆ ବିଏ,ଏଲଏଲବି ପାଠ୍ୟକ୍ରମ ଖୋଲିଯାଇଅଛି। ଏନେଇ ଚଳିତ ବର୍ଷ ୯୦ଟି ସିଟିରେ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ପାଇଁ ସରକାରଙ୍କ ଅନୁମତି ମିଳିଛି। ଏହି ମହାବିଦ୍ୟାଳରେ ୬୦ଟି ସିଟ୍ ବିଶିଷ୍ଟ ତିନିବର୍ଷିଆ ଆଇନ ଡିଗ୍ରୀ ପାଠ୍ୟକ୍ରମ ଖୋଲିବା…

ରାଜ୍ୟରେ ଆଉ ୩୮୩୪ କରୋନା ସଂକ୍ରମିତ…

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୮୩୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୨୧୩ରେ ପହଁଚିଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ସର୍ବାଧିକ ୫୨୫ଜଣ ଥିବା ବେଳେ କଟକର ୩୮୯, ପୁରୀର ୨୭୪, ଅନୁଗୋଳର ୨୧୦, ବରଗଡରୁ ୧୯୦,…

ଲାଞ୍ଜିଗଡ଼ ବିଡିଓଙ୍କୁ କରୋନା

ଲାଞ୍ଜିଗଡ଼: କରୋନା ସଂକ୍ରମଣରେ ଆକ୍ରାନ୍ତ ହେଲେ ଲାଞ୍ଜିଗଡ ବିଡିଓ। ଦିନରାତି ଲୋକଙ୍କ ସେବାରେ ମଜ୍ଜିରହି କରୋନା ଆକ୍ରାନ୍ତ ହେବାପରେ ତାଙ୍କ ପାଖକୁ ସାରା ବ୍ଲକ ଅଞ୍ଚଳର ଲୋକଙ୍କଠାରୁ ସମବେଦନାର ସୁଅ ଛୁଟୁଛି। ଶହଶହ ଲୋକେ ତାଙ୍କ ଆରୋଗ୍ୟ କାମନା କରିବା ସହିତ କରୋନାକୁ ହରାଇ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି…

କରୋନା ସମୟରେ କେମିତି ନେବେ ଗର୍ଭବତୀଙ୍କ…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସତର୍କତାର ସହିତ ଜୀବନଯାପନ କରିବାକୁ ପଡୁଛି। କିନ୍ତୁ ବରିଷ୍ଠ ନାଗରିକ, ଗର୍ଭବତୀ, ଶିଶୁ ଓ ରୋଗୀଙ୍କ ପାଇଁ ଏହା ଆହୁରି ଅଧିକ। ରାଜ୍ୟ ସରକାରଙ୍କ କରୋନା ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜରିଆରେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ…

କୋଲ୍‌ ବ୍ଲକ ନିଲାମ ସ୍ଥଗିତ ରଖିବା ପାଇଁ…

ଭୁବନେଶ୍ବର: କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ରାଜ୍ୟସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ଲାଗି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ…

ଆଇପିଏଲ୍ ୨୦୨୦: ଉଦଘାଟନୀ ମ୍ୟାଚ୍ ଦେଖିଲେ…

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୦ ଗତ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହୋଇଯାଇଛି। ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀ ମଧ୍ୟରେ ଅନେକ ବିଳମ୍ବ ପରେ, ବିସିସିଆଇ ଶେଷରେ ଆଇପିଏଲ୍‌-୨୦୨୦ ପାଇଁ ଗଲ୍‌ଫ ରାଷ୍ଟ୍ରକୁ ଏକ ସମ୍ଭାବ୍ୟ ବିକଳ୍ପ ଭାବରେ ଚିହ୍ନଟ କରିଥିଲା। କ୍ରିଡ଼ାପ୍ରେମୀ ଦର୍ଶକ ଓ…

କରୋନା: ଆଜି ଭୁବନେଶ୍ଵରରୁ ୩୪୫…

ଭୁବନେଶ୍ଵର: ଆଜି ଭୁବନେଶ୍ୱରରୁ ଆଉ ୩୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୦୧ ଜଣ ଚିହ୍ନଟ ହୋଇଥିବାବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହା ସହିତ ରାଜଧାନୀରେ ମୋଟ୍…

ସ୍ବାମୀଙ୍କ ମୃତ୍ୟୁକୁ ୪୮ ଘଣ୍ଟା ନପୁରୁଣୁ…

ପୁରୀ: ଗତ ରବିବାର ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବିନୋଦିନୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ…

ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର:…

ଭୁବନେଶ୍ୱର: ରାଜ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। କରୋନା ସଂକ୍ରମଣରେ ପିକ୍‌ରୁ ତଳକୁ ଖସିଲାଣି ଭୁବନେଶ୍ୱର। ଏବେ ରାଜଧାନୀ ପ୍ଲାଟ୍ ପରିସ୍ଥିତିରେ ରହିଛି। ପୂର୍ବରୁ ୪୦୦ରୁ ୫୦୦ ଆକ୍ରାନ୍ତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୩୦୦ରେ ରହିଛି। ଆଗାମୀ ଦିନରେ ପରିସ୍ଥିତିରେ ଆହୁରି ସୁଧାର ଆସିବ…