Odisha Link
Bridging the Missing Links in Odisha
Daily Archives

September 22, 2020

କରୋନା: ୭ ରାଜ୍ୟ ସହ ଆଲୋଚନା କରିବେ…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧିକ ସଂକ୍ରମଣ ହୋଇଥିବା ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ପରିସ୍ଥିତିର ସମୀକ୍ଷା କରିବେ। ଏହି ବୈଠକରେ…

+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ବଢ଼ିବାରେ ଲାଗିଛି। କରୋନାର କାଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ବିଶେଷ ପ୍ରଭାବ ପଡ଼ିଛି। କରୋନା କଟକଣା ମଧ୍ୟରେ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ପିଲାଙ୍କ ପାଠପଢ଼ା ଏବଂ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି +୨ ପ୍ରଥମ ପର୍ଯ୍ୟାୟ…

ଉତ୍ତରପ୍ରଦେଶରେ ନିର୍ମାଣ ହେବ ଫିଲ୍ମ…

ଉତ୍ତରପ୍ରଦେଶ:  ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୌତମ ବୁଦ୍ଧ ନଗରରେ ଭାରତର “ସବୁଠୁ ବଡ ତଥା ପ୍ରଭାବଶାଳୀ ଫିଲ୍ମ ସିଟି ” ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇଛନ୍ତି। ଏନଆରସି ଜିଲ୍ଲା ପଡୁଥିବା ମେରଟ ଡିଭିଜନର ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଶୁକ୍ରବାର…

ଡ୍ରଗ୍ସ ଲିଙ୍କ୍‌ ନେଇ ଦୀପିକାଙ୍କ ନାଁ…

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଜଣଙ୍କ ପରେ ଜଣଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ ତଦନ୍ତ କରୁଛି ଏନ୍‌ସିବି। ଡ୍ରଗ୍ସ ଲିଙ୍କ୍‌ ନେଇ ଶ୍ରଦ୍ଧା କପୁର, ରକୁଲ ପ୍ରୀତ…

ନଭେମ୍ବର ପହିଲାରୁ ୟୁଜି /ପିଜି କ୍ଳାସ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ୟୁଜି / ପିଜି ପ୍ରଥମ ବର୍ଷ କ୍ଳାସ । ୟୁଜିସି ସ୍ବତନ୍ତ୍ର କମିଟି ପ୍ରଦତଃ ଏକାଡେମି କ୍ୟାଲେଣ୍ଡର ଗ୍ରହଣ କରିଛି। ଏହା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି । କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସରିବ…

ସଂସଦ ଭଳି ବିଧାନସଭା ସିଟ୍‌ରେ ଲାଗିବ କାଚ

ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନ ଢ଼ାଞ୍ଚାରେ ହେବ ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ମୌସୁମୀ ଅଧିବେଶନ ସଂସଦ ଢ଼ାଞ୍ଚାର ହେବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇ କହିଛନ୍ତିଯେ, ସଂସଦରେ…

ଗଳାକାଟି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଏକ ଅଭାବନି. ଘଚଟଣା ଘଟି ଯାଇଛି । ଦିନ ଦ୍ୱିପହରରେ ଦୁର୍ବୃତ୍ତମାନେ ବୃଦ୍ଧ ଦମ୍ପତିଙ୍କ ଗଳାକାଟି ହତ୍ୟା କରିଥିବା ଜଣାଯାଇଛି । ଗୁଣିଗାରେଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡଟି ଘଟିଥିବା କୁହାଯାଉଛି ।ମୃତ ଦମ୍ପତି…

ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍। ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଜଳି ଯାଇଛି। ତେବେ କାର୍‌ଟି ଜଳି ଗଲା ପରେ କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଜଣାପଡିଛି। କାର ସହ ଗଞ୍ଜେଇ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ମାତ୍ର ଜଳି…

ଏସବିଆଇ: ଋଣ ପରିଶୋଧ ପାଇଁ ମିଳିବ ଦୁଇ…

ଭୁବନେଶ୍ୱର :କରୋନା କାରଣରୁ ଅନେକ ଲୋକଙ୍କର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବ୍ୟାଙ୍କଠାରୁ ଆଣିଥିବା ଋଣ ସୁଝିବା ସମ୍ଭବକର ହେଉ ନାହିଁ ।ତେବେ ଏସବିଆଇ ଗ୍ରାହକମାନଙ୍କ ପାଇଁ ଖୁସି ଖବର ଆଣିଛି । ଯେଉଁ ଗ୍ରାହକ ମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବେ…

ରାଜ୍ୟସଭା ଅଧିବେଶନକୁ ବିରୋଧୀଙ୍କ ବୟକଟ୍

ନୂଆଦିଲ୍ଲୀ: ରାଜ୍ୟସଭା ଅଧିବେଶନକୁ କଂଗ୍ରେସ ସାଂସଦଙ୍କ ବୟକଟ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ୍। ବୟକଟ୍‌ ନେଇ ସରକାରଙ୍କ ପାଖରେ ୩ଟି ପ୍ରସ୍ତାବ ରଖିଲେ ଗୁଲାମନବୀ ଆଜାଦ୍। କଂଗ୍ରେସ ପ୍ରଥମେ ଏଏପି, ଟିଏମସି ଏବଂ ବାମପନ୍ଥୀ ଦଳର ସଦସ୍ୟଙ୍କ ସହ ଗୃହ ତ୍ୟାଗ…