Odisha Link
Bridging the Missing Links in Odisha

ନଭେମ୍ବର ପହିଲାରୁ ୟୁଜି /ପିଜି କ୍ଳାସ

ଭୁବନେଶ୍ୱର: ନଭେମ୍ବର ପହିଲାରୁ ଆରମ୍ଭ ହେବ ୟୁଜି / ପିଜି ପ୍ରଥମ ବର୍ଷ କ୍ଳାସ । ୟୁଜିସି ସ୍ବତନ୍ତ୍ର କମିଟି ପ୍ରଦତଃ ଏକାଡେମି କ୍ୟାଲେଣ୍ଡର ଗ୍ରହଣ କରିଛି। ଏହା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ସରିବ ।ନଭେମ୍ବର ୧ ରୁ କ୍ଳାସ ଆରମ୍ଭ ହେବା ସହ ମାର୍ଚ୍ଚ ୮ ରୁ ୨୬ରେ ପରୀକ୍ଷା ହେବ । ମାର୍ଚ୍ଚ ୨୭ରୁ ସେମିଷ୍ଟାର ବ୍ରେକ ଓ ୫ରୁ ସେମିଷ୍ଟାର କ୍ଳାସ୍ ଆରମ୍ଭ ହେବ । ଅଗଷ୍ଟ ୧ରୁ ୮ ଯାଏଁ ପରୀକ୍ଷା ପ୍ରସ୍ତୁତି, ଅଗଷ୍ଟ ୯ରୁ ୨୧ରେ ବାର୍ଷିକ ପରୀକ୍ଷା କରାଯିବ ।

Comments are closed.