Odisha Link
Bridging the Missing Links in Odisha
Daily Archives

September 24, 2020

ଫିଟ୍ ଇଣ୍ଡିଆ ମୁଭ୍‌ମେଣ୍ଟ ୨୦୨୦:…

ନୂଆଦିଲ୍ଲୀ‌:  ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବାର୍ଷିକୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଫିଟ ଇଣ୍ଡିଆ ଡାଏଲଗ୍ ୨୦୨୦ ଇଭେଣ୍ଟରେ ଦେଶକୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରୁଥିବା ବ୍ୟକ୍ତିତ୍ବଙ୍କୁ ସାମିଲ କରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ସେମାନଙ୍କ…

କୋଠା ଭୁଶୁଡି ୨ ମୃତ୍ୟୁ

ପଞ୍ଜାବ : ପଞ୍ଜାବର ମୋହାଲି ଜିଲ୍ଲାର ଡ଼େରାବାସୀ ଅଞ୍ଚଳରେ ଏକ କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ ଘଟିଛି । କୋଠା ନିର୍ମାଣଧୀନ ଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି…

ଠିକଣା ପଚାରି ଲୁଟିନେଲେ ଟଙ୍କା

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥ ଜେଲ ଛକ ଡିସିବି ବ୍ୟାଙ୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ୨ ଜଣ ବ୍ୟକ୍ତି ଏକ ବ୍ୟବସାୟଙ୍କ ଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି । ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟବସାୟ ଜଣକ ଟଙ୍କା ଜମା କରିବା ପାଇଁ ଏକ କାର ଯୋଗେ…

ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ମନେରଖ…

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ପାୟଲ ଘୋଷ। ଯୌନ ଉତ୍ପୀଡ଼ନ ଅଭିଯୋଗ ପରେ ପାୟଲ ଘୋଷ ତାଙ୍କ ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି, ଯଦି ମୋର ଝୁଲନ୍ତା ମୃତଦେହ ମିଳେ, ତେବେ ମନେରଖ ମୁଁ…

କ୍ରିକେଟର୍ସଙ୍କ ପତ୍ନୀମାନେ ମଧ୍ୟ…

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହେଇଥିବା ବେଳେ ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରା ଡ୍ରଗ୍ସ ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛନ୍ତି। ଶେର୍ଲିନ୍‌ ଡ୍ରଗ୍ସ ଲିଙ୍କ୍‌ ନେଇ କହିଛନ୍ତି ଯେ, ଏନସିବି ବହୁତ ଭଲ କାମ କରୁଛି। ଏତେ ବର୍ଷ ଧରି ଆମେ ଯେଉଁମାନଙ୍କ ଉପରେ ବିଶ୍ୱାସ…

ମହୁମାଛି କାମୁଡାରେ ଜଣେ ମୃତ,୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ମହୁମାଛି ଆତଙ୍କ। ମହୁମାଛି କାମୁଡାରେ ଜଣେ ମହିଳା ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଯୋଡା ବ୍ଲକ ତିତିରବିଲ୍ ଗାଁର ବାସୁମତୀ ସର୍ଦ୍ଦାର। ୩ ଗୁରୁତରଙ୍କୁ ବର୍ତମାନ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।…

ବନ୍ୟା କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ…

ଭୁବନେଶ୍ବର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଯୋଗୁଁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଚଳିତ ବନ୍ୟାରେ ରାଜ୍ୟରେ ୨୮୩ କୋଟିର ନଦୀ ବନ୍ଧ ଧୋଇ ହୋଇ ଯାଇଛି। ବନ୍ୟାରେ ୩୮ଟି ଘାଇ ସହ ନଷ୍ଟ ହୋଇଛି ୯୯୬ କିମି ନଦୀ ବନ୍ଧ। କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ଲେଖିଛନ୍ତି।…

୭ ବର୍ଷ ପରେ ୪% ବଢ଼ିଛି : ଶକ୍ତିମନ୍ତ୍ରୀ

ଭୁବନେଶ୍ବର: ବିଦ୍ୟୁତ୍‌ ଶୁକ୍ଳ ବୃଦ୍ଧି ନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିବ୍ୟଶଙ୍କର କହିଛନ୍ତି ଯେ, ବିଦ୍ୟୁତ ଶୁକ୍ଲ ବୃଦ୍ଧି ନିଷ୍ପତ୍ତି ଓଇଆରସି ନେଇଥାନ୍ତି। ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁକ୍ଳ ବୃଦ୍ଧି କରାଯାଇଛି। ଉତ୍ପାଦନ ପ୍ରସାରଣ ଏବଂ ବଣ୍ଟନ…

ଆଜିଠାରୁ ଗଞ୍ଜାମ ଜିଲ୍ଲାରେ କୋଭିଡ଼ି…

ଗଞ୍ଜାମ: ଆଜିଠାରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପାଳନ ହେଉଛି କୋଭିଡ ସପ୍ତାହ। ପ୍ରଥମ ଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଛି। ସେହିଭଳି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମହାନଗର ନିଗମ କମିଶନର ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ…

ସଂପୃକ୍ତ ପୋଲିସ ବି ତଦନ୍ତ ପରିସରଭୁକ୍ତ:…

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ନୂଆ ମୋଡ଼ ନେଇଛି। ଟୁଇନ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯେ, ସଂପୃକ୍ତ ପୋଲିସ କର୍ମଚାରୀ ବି ତଦନ୍ତ ପରିସରଭୁକ୍ତ। ତଦନ୍ତ ଠିକ ଭାବେ ଚାଲିଛି। ଠିକ ସମୟ ଆସିଲେ କହିହେବ। ଏବେ ସେ ନେଇ କିଛି ବକ୍ତବ୍ୟ…