Odisha Link
Bridging the Missing Links in Odisha
Monthly Archives

October 2020

ଅଯୋଧ୍ୟା: ୩୯ ମାସରେ ସରିବ ଭବ୍ୟ ରାମ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଏହାରି ମଧ୍ୟରେ ପିଏମ୍‌ ମୋଦୀଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିିର ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ୍‌ରେ ହୋଇଥିଲା। ଏହି ବୈଠକରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ…

ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ବର: ନବମରୁ ଦ୍ବାଦଶ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। ନିଷ୍ପତ୍ତି ବଦଳିବା ନେଇ ଏସଆରସିଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ। ନଭେମ୍ବର ୧୫ ପରେ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ।…

ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ:…

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ ୬.୦ ଗାଇଡଲାଇନରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି। ତେବେ ମନ୍ଦିର ଖୋଲିବାକୁ ଲୋକଙ୍କ ମତ ନେବୁ ବୋଲି ବିଏମସି କମିଶନର କହିଛନ୍ତି। ଏନେଇ ବିଏମସି କମିଶନର କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ। ମନ୍ଦିର ଖୋଲିବା ପୂର୍ବରୁ ଆମେ…

କେବେ ସ୍କୁଲ ଖୋଲିବୁ ନିଷ୍ପତ୍ତି ନେବୁ:…

ଭୁବନେଶ୍ବର: ନଭେମ୍ବର ପାଇଁ ଆସିଲା ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ । ଆସନ୍ତା ୧୬ ତାରିଖରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବ ସ୍କୁଲ । ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି । ଅନ୍ୟ…

ଘର କଳିକୁ ନେଇ ଫେସବୁକ୍‌ରେ ଏମିତି…

ଭୁବନେଶ୍ବର: ରାଜ୍ୟ ତଥା ଦେଶ ପାଇଁ ବହୁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତଥା ଅଲମ୍ପିଆନ୍‌ ଦୂତି ଚାନ୍ଦ। ହେଲେ କିଛି ଦିନ ହେବ ସେ ପୂର୍ବଭଳି ଖୁସି ନାହାନ୍ତି। କାରଣ ଦୂତିଙ୍କ ପରିବାରରେ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି। ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସମାଧାନ ହେବା ପରିବର୍ତ୍ତେ ଦିନକୁ…

ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍

କଟକ: ୧୬ ଜାତୀୟ ରାଜପଥର ବଞ୍ଚଛୁଆ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଲା ଆଉ ଏକ ଟ୍ରକ୍। ଫଳରେ ଟ୍ରକର ଡ୍ରାଇଭର ଟ୍ରକ୍ କ୍ୟାବିନ୍ ଭିତରେ ଚାପି ହୋଇ ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ଦମକଳ ବାହିନୀ ଖବର ପାଇ କ୍ୟାବିନ୍ ଭିତରୁ ଡ୍ରାଇଭରଙ୍କୁ ବାହାର କରିଛି। ତେବେ ଘଟଣା ସ୍ଥଳରେ…

ରେକର୍ଡ ରଚିଲେ କ୍ରିସ୍‌ ଗେଲ, ହେଲେ…

ଆବୁଧାବୀ: ଶୁକ୍ରବାର ଦିନ ଟି-୨୦ କ୍ରିକେଟ ଇତିହାସରେ ନୂଆ ମାଇଲଖୁଣ୍ଟ ଛୁଇଁଲେ କ୍ରିସ୍‌ ଗେଲ। କ୍ରିକେଟର ଛୋଟ ଫର୍ମାଟ ଟି-୨୦ରେ ୧୦୦୦ ଛକା ମାରିବାର ରେକର୍ଡ ନିଜ ନାମରେ କଲେ କ୍ରିସ୍‌ ଗେଲ। ଗତକାଲି ଆବୁଧାବୀରେ ଖେଳାଯାଇଥିବା ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି କ୍ରିସ୍‌ ଗେଲ। ଅନ୍ୟପଟେ…

କରୋନା: ରାଜ୍ୟରେ ଆଖି ବୁଜିଲେ ୧୨…

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ରାଜ୍ୟରେ କରୋନାରେ ଆଉ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦କୁ ବୃଦ୍ଧି ପାଇଛି। ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୪୭୦…

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ, ବଧୂ…

ମୁମ୍ବାଇ: ନିଜର ଗ୍ଲାମରିୟସ୍‌ ଲୁକ୍‌ ଓ ଅଭିନୟ ପାଇଁ ସମସ୍ତ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୁକ୍ରବାର ଦିନ କାଜଲ ତାଙ୍କ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ବିବାହ କରିଛନ୍ତି। ଗତକାଲି ଏକ ହୋଟଲରେ ଦୁହେଁ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି।…