Odisha Link
Bridging the Missing Links in Odisha
Daily Archives

November 16, 2020

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…

ନଦୀରେ ବୁଡି ୨ ନିଖୋଜ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କାଠସଙ୍ଗଡା ନଦୀରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡିଯାଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ ଜଣ ନିଖୋଜ ଅଛନ୍ତି ଓ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ କଦମସାହିର ଅଙ୍କିତଙ୍କ ପୁଅ ସଚିନ୍ଦ୍ର ବୋଲି ଜଣାପଡ଼ିଛି।…

ପୁଣି ରାଜଧାନୀରୁ ପ୍ରାୟ ୨୨୫ ଗ୍ରାମ…

ଭୁବନେଶ୍ୱର : ପୁଣି ରାଜଧାନୀରୁ ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ଜବତ କଲା ପୁଲିସ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ବ୍ରାଉନ ସୁଗାର ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ ଦ୍ୱାରା ସୋମବାର ଜବତ ହୋଇଛି। ଗିରଫ…

ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୨୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୦ଜଣ ଚିହ୍ନଟ ହୋଇଛନ୍ତି।ବରମୁଣ୍ଡାରୁ ୪ଜଣ, ବିଜେବି ନଗର ଅଞ୍ଚଳରୁ ୨ଜଣ, ଚକେଇସିଆଣିରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ୨ଜଣ,…

ପୂଜା କରୁଥିବା ବେଳେ ମୃତ୍ୟୁ ବରଣ କଲେ…

ବୈତୁଲ: ମନ୍ଦିରରେ ପୂଜା କରୁଥିବା ସମୟରେ ପୂର୍ବତନ ବିଧାୟକଙ୍କ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ବିଧାୟକ ହେଲେ ବିନୋଦ ଡାଗା। ସୂଚନା ଅନୁସାରେ, ପୂର୍ବତନ ବିଧାୟକ ପ୍ରତିଦିନ ଭଳି ଧନତେରାସ ଦିନ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ…

ବୃଦ୍ଧ ବ୍ୟକ୍ତିଙ୍କୁ ଧକ୍କା ଦେଲା କାର

ବାଲିପାଟଣା : କାର ଧକ୍କାରେ ବୃଦ୍ଧା ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାଟି ଭୁବନେଶ୍ୱର ଉପକଣ୍ଠ ସରଦେଇପୁର ବାଲିପାଟଣା ରାସ୍ତାର ମଧୁବନ ଛକଠାରେ ଘଟିଛି। ଦୁର୍ଘଟମା ଗ୍ରସ୍ତ ବୃଦ୍ଧା ଜଣଙ୍କ ହେଲେ ଗାରେଡିପାଞ୍ଚଣର ରାଧାକୃଷ୍ଣ ପରିଡା। ଗୁରତର ଅବସ୍ଥାରେ ପ୍ରଥମେ ତାଙ୍କୁ ବାଲିପାଟଣା ଗୋଷ୍ଠୀ…

ସଲ୍ୟୁଟ୍ ଭିଡିଓ ଭାଇରାଲ୍‌ ପରେ କୁନି…

ଲେହ: ୫ ବର୍ଷର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି। କିଛି ଦିନ ତଳେ ଏକ କୁନି ବାଳକ ଯବାନଙ୍କୁ ସଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି। ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା…

ଅଫ୍‌ଲାଇନ ପରୀକ୍ଷା ଦାବି: ବୈଷୟିକ…

ଭୁବନେଶ୍ୱର: ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଦାବିରେ ବିପିୟୁଟି ଛାତ୍ରଛାତ୍ରୀ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ସେତେବେଳେ ବିଭାଗ ତରଫରୁ ବିକଳ୍ପ ବ୍ୟବସ୍ଥା ଭାବେ…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର…

ଭୁବନେଶ୍ୱର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ। ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ୍ ୨୨୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବେଲି ଆକଳନ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି।…

ବଗଲା ଜମି ବିବାଦରେ ୨୩ ପ୍ରତିପକ୍ଷଙ୍କୁ…

ପୁରୀ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାର ଶୁଣାଣି ଆଜି ହାଇକୋର୍ଟରେ ହୋଇଛି। ଏ ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ଆଦି ୨୩ ପ୍ରତିପକ୍ଷଙ୍କୁ ନୋଟିସ୍ ପଠାଯାଇଥିବା ସୂଚନା ମିଳିଛି। ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ଜମି…